Psalm 130 - ASV (Oriya)

1 Out of the depths have I cried unto thee, O Jehovah.ହେ ସଦାପ୍ରଭୁ, ମୁଁ ଘୋର ବିପତ୍ତିରେ ଅଛି। ତଣେୁ ମୁଁ ତୁମ୍ଭକୁ ସାହାୟ୍ଯ ପାଇଁ ଡ଼ାକୁଛି।

2 Lord, hear my voice: Let thine ears be attentive To the voice of my supplications.ହେ ମାରେ ପ୍ରଭୁ, ମାରେ ଗୁହାରୀ ଶୁଣ। ସାହାୟ୍ଯ ପାଇଁ ମାରେ ଡ଼ାକ ଶୁଣ।

3 If thou, Jehovah, shouldest mark iniquities, O Lord, who could stand?ହେ ସଦାପ୍ରଭୁ, ତୁମ୍ଭେ ୟଦି ସମସ୍ତ ଲୋକଙ୍କୁ ସମାନଙ୍କେର ପାପ ପାଇଁ ଦଣ୍ଡିତ କର, ତବେେ କହେି ବଞ୍ଚିବେ ନାହିଁ।

4 But there is forgiveness with thee, That thou mayest be feared.ହେ ସଦାପ୍ରଭୁ, ତୁମ୍ଭେ ଲୋକମାନଙ୍କୁ କ୍ଷମା କର, ସେଥିପାଇଁ ସମାନେେ ତୁମ୍ଭଙ୍କୁ ଡ଼ରନ୍ତି ଏବଂ ଉପାସନା କରନ୍ତି।

5 I wait for Jehovah, my soul doth wait, And in his word do I hope.ମୁଁ ସଦାପ୍ରଭୁଙ୍କର ସାହାୟ୍ଯକୁ ଅପେକ୍ଷା କରିଛି। ମାରେ ପ୍ରାଣ ତାଙ୍କୁ ଚାହିଁ ରହିଛି। ମୁଁ ସଦାପ୍ରଭୁଙ୍କର ବାକ୍ଯରେ ଭରସା ରଖିଛି।

6 My soul `waiteth' for the Lord More than watchmen `wait' for the morning; `Yea, more than' watchmen for the morning.ମୁଁ ମାରେ ପ୍ରଭୁଙ୍କ ପାଇଁ ଅପେକ୍ଷା କରେ, ୟପରେି ଜଣେ ପ୍ରହରୀ ସକାଳ ଆସିବା ପର୍ୟ୍ଯନ୍ତ ଅପେକ୍ଷା କରେ।

7 O Israel, hope in Jehovah; For with Jehovah there is lovingkindness, And with him is plenteous redemption.ହେ ଇଶ୍ରାୟେଲ, ସଦାପ୍ରଭୁଙ୍କଠାରେ ଭରସା ରଖ। ସଦାପ୍ରଭୁ ହେଉଛନ୍ତି ଜଣେ, ୟିଏକି ବିଶ୍ବାସୀ ଏବଂ ସତ୍ଯ ଅଟନ୍ତି। ତାଙ୍କଠାରେ ମୁକ୍ତି କରିବାର ଶକ୍ତି ଅଛି।

8 And he will redeem Israel From all his iniquities. Psalm 131 A Song of Ascents; of David.ଏବଂ ସେ ହେଉଛନ୍ତି ଜଣେ, ୟିଏ ଇଶ୍ରାୟେଲକୁ ତା'ର ସମସ୍ତ ପାପରୁ ମୁକ୍ତ କରିବେ।

Oriya Bible