Psalm 139 - KJV (Oriya)

1 O lord, thou hast searched me, and known me.ହେ ସଦାପ୍ରଭୁ, ତୁମ୍ଭେ ମାେତେ ପରୀକ୍ଷା କରିଅଛ। ତୁମ୍ଭେ ମାରେ ସମସ୍ତ ବିଷଯରେ ଜାଣିଅଛ।

2 Thou knowest my downsitting and mine uprising, thou understandest my thought afar off.ତୁମ୍ଭେ ଜାଣ ଯେତବେେଳେ ମୁଁ ବସେ ଏବଂ ଯେତବେେଳେ ମୁଁ ଛିଡ଼ା ହୁଏ। ୟଦିଓ ତୁମ୍ଭେ ଦୂରରେ ଅଛ, ତୁମ୍ଭେ ମାରେ ମନକଥା ଜାଣ।

3 Thou compassest my path and my lying down, and art acquainted with all my ways.ସଦାପ୍ରଭୁ ତୁମ୍ଭେ ଜାଣ, ମୁଁ କେଉଁଠାକୁ ୟାଏ ଏବଂ କେତବେେଳେ ମୁଁ ତଳେ ପଡ଼େ। ମୁଁ ୟାହା କିଛି କରୁଛି ତାହାସବୁ ତୁମ୍ଭେ ଜାଣ।

4 For there is not a word in my tongue, but, lo, O LORD, thou knowest it altogether.ହେ ସଦାପ୍ରଭୁ, ମାେ ମୁହଁରୁ ଶବ୍ଦ ବାହାରିବା ପୂର୍ବରୁ ତୁମ୍ଭେ ଜାଣ ୟେ, ମୁଁ କ'ଣ କହିବାକୁ ଯାଉଛି।

5 Thou hast beset me behind and before, and laid thine hand upon me.ସଦାପ୍ରଭୁ ତୁମ୍ଭେ ମାରେ ଚତୁପାଶର୍‌ବରେ ଅଛ, ମାେ ଆଗରେ ଓ ପଛରେ ଅଛ। ତୁମ୍ଭେ ଆପଣା ସୁରକ୍ଷାର ହାତ ମାେ ଉପରେ ରଖିଥାଅ।

6 Such knowledge is too wonderful for me; it is high, I cannot attain unto it.ମୁଁ ଆଶ୍ଚର୍ୟ୍ଯ ହୁଏ ୟେ, ତୁମ୍ଭେ ୟାହାସବୁ ଜାଣ। ମୁଁ ତାକୁ ବୁଝିପାରେ ନାହିଁ।

7 Whither shall I go from thy spirit? or whither shall I flee from thy presence?ମୁଁ ୟୁଆଡ଼େ ୟାଏ, ତୁମ୍ଭର ଆତ୍ମା ସବୁଠାରେ ଥାଏ। ମୁଁ ତୁମ୍ଭର ଉପସ୍ଥିତିରୁ ଖସିୟାଇ ପାରିବି ନାହିଁ।

8 If I ascend up into heaven, thou art there: if I make my bed in hell, behold, thou art there.ହେ ସଦାପ୍ରଭୁ ୟଦି ମୁଁ ସ୍ବର୍ଗକୁ ୟାଏ ତବେେ ତୁମ୍ଭେ ସଠାେରେ ଥାଅ। ୟଦି ମୁଁ ପାତାଳକୁ ୟାଏ, ତବେେ ସଠାେରେ ମଧ୍ଯ ତୁମ୍ଭେ ଅଛ।

9 If I take the wings of the morning, and dwell in the uttermost parts of the sea;ସଦାପ୍ରଭୁ ମୁଁ ୟଦି ପୂର୍ବକୁ ୟାଏଁ ଯେଉଁଠାରେ ସୂର୍ୟ୍ଯ ଉଦଯ ହେଉଅଛି। ୟଦି ମୁଁ ପଶ୍ଚିମରେ ସମୁଦ୍ରର ପ୍ରାନ୍ତ ସୀମାକୁ ୟାଏ,

10 Even there shall thy hand lead me, and thy right hand shall hold me.ସଠାେରେ ମଧ୍ଯ ତୁମ୍ଭର ହସ୍ତ ମାେତେ ଆଗକୁ ନଇେଥାନ୍ତା ଏବଂ ତୁମ୍ଭର ଦକ୍ଷିଣ ହସ୍ତ ହୁଏତ ମାେତେ ଧରିଥାନ୍ତା।

11 If I say, Surely the darkness shall cover me; even the night shall be light about me.ହେ ସଦାପ୍ରଭୁ, ମୁଁ ତୁମ୍ଭଠାରୁ ଲୁଚିବା ପାଇଁ ଚେଷ୍ଟା କରି କୁ ହେ, ୟଦି ରାତ୍ରି ଦିନରେ ପରିଣତ ହେଲା ତବେେ ଅନ୍ଧକାର ନିଶ୍ଚିତ ଭାବରେ ମାେତେ ଆଚ୍ଛାଦନ କରିବ।

12 Yea, the darkness hideth not from thee; but the night shineth as the day: the darkness and the light are both alike to thee.କିନ୍ତୁ ସଦାପ୍ରଭୁ, ଏପରିକି ଅନ୍ଧକାର ତୁମ୍ଭପାଇଁ ଅନ୍ଧକାର ନୁହେଁ। ରାତ୍ରି ହେଉଛି ଦିନ ଭଳି ଉଜ୍ଜ୍ବଳ। ଅନ୍ଧକାର ଏବଂ ଉଜ୍ଜ୍ବଳ ହେଉଛି ତୁମ୍ଭ ପାଇଁ ସମାନ।

13 For thou hast possessed my reins: thou hast covered me in my mother's womb.ସଦାପ୍ରଭୁ ତୁମ୍ଭେ ମାରେ ସମଗ୍ର ଅଂଶକୁ ତିଆରି କଲ। ତୁମ୍ଭେ ମାେତେ ମାେ ମାତୃ ଗର୍ଭରେ ସମସ୍ତ ଶରୀର ସହିତ ରଖିଲ।

14 I will praise thee; for I am fearfully and wonderfully made: marvellous are thy works; and that my soul knoweth right well.ହେ ସଦାପ୍ରଭୁ, ମୁଁ ତୁମ୍ଭକୁ ଧନ୍ଯବାଦ ଦିଏ କାରଣ ତୁମ୍ଭେ ମାେତେ ଏଭଳି ଏକ ଆଶ୍ଚର୍ୟ୍ଯଜନକ ପଥରେ ତିଆରି କରିଅଛ। ମୁଁ ଭଲ ଭାବରେ ଜାଣେ ୟେ, ତୁମ୍ଭର କାମ ଅଦ୍ଭୁତ ଅଟେ।

15 My substance was not hid from thee, when I was made in secret, and curiously wrought in the lowest parts of the earth.ଯେତବେେଳେ ମୁଁ ନିଜ ମାତୃ ଗର୍ଭରେ ଥିଲି, ଯେତବେେଳେ ମାରେ ଗଠିତ ହେଉଥିଲା, ସେତବେେଳେ ତୁମ୍ଭେ ମାରେ ଅସ୍ଥି ପିଞ୍ଜରାକୁ ଦେଖିଲ।

16 Thine eyes did see my substance, yet being unperfect; and in thy book all my members were written, which in continuance were fashioned, when as yet there was none of them.ତୁମ୍ଭେ ପ୍ରେତ୍ୟକକ ଦିନ ମାରେ ଶରୀରର ବୃଦ୍ଧିକୁ ମାରେ ମାତୃଗର୍ଭରେ ଦେଖିଲ। ତୁମ୍ଭ ପ୍ରେତ୍ୟକକ ଅଙ୍ଗ ପ୍ରତ୍ଯଙ୍ଗକୁ ମାେ ତାଲିକାଭୁକ୍ତ କଲ ଏବଂ ସଗେୁଡ଼ିକ ମଧ୍ଯରୁ ଗୋଟିଏ ହେଲେ ବି ବାଦ୍ ଦଇେ ନାହଁ।

17 How precious also are thy thoughts unto me, O God! how great is the sum of them!ପରମେଶ୍ବର, ତୁମ୍ଭର ଚିନ୍ତାଧାରା ମାେ ପାଇଁ ବୁଝିବା କଷ୍ଟକର ଅଟେ। ତହିଁରେ ସଗେୁଡ଼ିକ ଗଣନା କରାୟାଇ ପାରିବ ନାହିଁ।

18 If I should count them, they are more in number than the sand: when I awake, I am still with thee.ତୁମ୍ଭେ ୟାହା କିଛି ଜାଣ, ସେ ସବୁକୁ ୟଦି ମୁଁ ଗଣିପାରୁଥା'ନ୍ତି, ତା' ହେଲେ ସେ ସବୁ ପୃଥିବୀର ଧୂଳିକଣାଠାରୁ ଅଧିକ ହବେ, କିନ୍ତୁ ୟଦି ମୁଁ ତାହା ଗଣିପାରିବି, ତା' ହେଲେ ମୁଁ ତୁମ୍ଭକୁ ଏପର୍ୟ୍ଯନ୍ତ ସମ୍ପୂର୍ଣ୍ଣଭାବରେ ବୁଝି ପାରିଥା'ନ୍ତି।

19 Surely thou wilt slay the wicked, O God: depart from me therefore, ye bloody men.ହେ ପରମେଶ୍ବର, ଦୁଷ୍ଟ ଲୋକମାନଙ୍କୁ ହତ୍ଯା କର। ହେ ହତ୍ଯାକାରୀଗଣ, ମାଠାରୁେ ତୁମ୍ଭେ ଦୂରଇେ ୟାଅ।

20 For they speak against thee wickedly, and thine enemies take thy name in vain.ସହେି ଦୁଷ୍ଟ ଲୋକମାନେ ତୁମ୍ଭ ବିଷଯରେ ଖରାପ ମନ୍ତବ୍ଯ ଦେଉଛନ୍ତି। ତୁମ୍ଭର ଶତ୍ରୁମାନେ ତୁମ୍ଭର ନାମକୁ ଭୁଲ୍ ଭାବରେ ବ୍ଯବହାର କରନ୍ତି।

21 Do not I hate them, O LORD, that hate thee? and am not I grieved with those that rise up against thee?ହେ ସଦାପ୍ରଭୁ, ଯେଉଁମାନେ ତୁମ୍ଭକୁ ଘୃଣା କରନ୍ତି, ମୁଁ ସହେି ଲୋକମାନଙ୍କୁ ଘୃଣା କରେ। ଯେଉଁମାନେ ତୁମ୍ଭ ବିରୁଦ୍ଧରେ ୟାଆନ୍ତି, ସହେି ଲୋକମାନେ ମାରେ ଶତ୍ରୁ।

22 I hate them with perfect hatred: I count them mine enemies.ମୁଁ ସମାନଙ୍କେୁ ସମ୍ପୂର୍ଣ୍ଣ ରୂପେ ଘୃଣା କରେ। ତୁମ୍ଭର ଶତ୍ରୁ ମଧ୍ଯ ମାରେ ଶତ୍ରୁ ଅଟନ୍ତି।

23 Search me, O God, and know my heart: try me, and know my thoughts:ପରମେଶ୍ବର, ମାେ ପ୍ରତି ଦୃଷ୍ଟି ଦିଅ ଏବଂ ମାରେ ମନ କଥା ପଢ଼। ମାେତେ ପରୀକ୍ଷା କର ଏବଂ ମାେ ହୃଦଯକୁ ଜାଣ।

24 And see if there be any wicked way in me, and lead me in the way everlasting.ଏହା ନିଶ୍ଚିତ କର ୟେ, ମୁଁ କୌଣସି ଦୁଷ୍ଟତାର ବାଟରେ ୟାଇ ନାହିଁ। ମାେତେ ସହେି ବାଟରେ ଆଗଇେ ନିଅ, ୟାହା ସବୁଦିନ ପାଇଁ ସତ୍ଯ ହାଇେଅଛି।

Oriya Bible