Psalm 144 - ASV (Oriya)

1 Blessed be Jehovah my rock, Who teacheth my hands to war, `And' my fingers to fight:ସଦାପ୍ରଭୁ ମାରେ ଶୈଳ, ତାଙ୍କର ପ୍ରଶଂସା ହେଉ। ସେ ମାେତେ ୟୁଦ୍ଧ ପାଇଁ ଶିକ୍ଷା ଦିଅନ୍ତି। ସଦାପ୍ରଭୁ ମାେତେ ୟୁଦ୍ଧ ପାଇଁ ଶିକ୍ଷା ଦିଅନ୍ତି।

2 My lovingkindness, and my fortress, My high tower, and my deliverer; My shield, and he in whom I take refuge; Who subdueth my people under me.ସେ ମାେତେ ସ୍ନହେ କରନ୍ତି ଏବଂ ରକ୍ଷା କରନ୍ତି। ସେ ମାରେ ଉଚ୍ଚ ପର୍ବତରେ ନିରାପଦ ସ୍ଥାନ। ସେ ମାେତେ ଉଦ୍ଧାର କରନ୍ତି। ସେ ମାରେ ଢ଼ାଲ, ସେ ହେଉଛନ୍ତି ମାେ ଆଶ୍ରଯସ୍ଥଳ। ସଦାପ୍ରଭୁ ମାରେ ଲୋକମାନଙ୍କୁ ଶାସନ କରିବାରେ ମାେତେ ସାହାୟ୍ଯ କରନ୍ତି।

3 Jehovah, what is man, that thou takest knowledge of him? Or the son of man, that thou makest account of him?ହେ ସଦାପ୍ରଭୁ, ଲୋକମାନେ ତୁମ୍ଭ ପାଇଁ ଏତେ ମହତ୍ବପୂର୍ଣ୍ଣ କାହିଁକି ? ତୁମ୍ଭେ ଆମ୍ଭମାନଙ୍କ ପ୍ରତି କାହିଁକି ଧ୍ଯାନ ଦିଅ ?

4 Man is like to vanity: His days are as a shadow that passeth away.ମନୁଷ୍ଯ ଜୀବନ ପବନର ଫୁତ୍କାର। ତାହାର ଜୀବନ ବହିୟିବା ଦିନର ଛାଯା ତୁଲ୍ଯ।

5 Bow thy heavens, O Jehovah, and come down: Touch the mountains, and they shall smoke.ହେ ସଦାପ୍ରଭୁ, ଆପଣା ଗଗନ ମଣ୍ଡଳକୁ ଚିରି ତଳକୁ ଆସ। ପର୍ବତଗଣକୁ ସ୍ପର୍ଶ କର ଯେଉଁଥିରେ ସମାନେେ ଧୂମ ନିର୍ଗତ କରିବେ।

6 Cast forth lightning, and scatter them; Send out thine arrows, and discomfit them.ବିଜୁଳି ନିକ୍ଷପେ କରି ଶତ୍ରୁମାନଙ୍କୁ ଘରଦ୍ବାର ଦିଅ। ତୁମ୍ଭର ବାଣ ନିକ୍ଷପେ କର ଏବଂ ସମାନଙ୍କେୁ ତଡ଼ି ଦିଅ।

7 Stretch forth thy hand from above; Rescue me, and deliver me out of great waters, Out of the hand of aliens;ସଦାପ୍ରଭୁ ସ୍ବର୍ଗରୁ ଓହ୍ଲାଇ ଆସ ଏବଂ ମାେତେ ରକ୍ଷା କର। ମାେତେ ଶତ୍ରୁରୂପକ ସମୁଦ୍ରରେ ବୁଡ଼ାଅ ନାହିଁ। ମାେତେ ବିଦେଶୀମାନଙ୍କଠାରୁ ରକ୍ଷା କର।

8 Whose mouth speaketh deceit, And whose right hand is a right hand of falsehood.ସହେି ଶତ୍ରୁଗଣ ମିଥ୍ଯାବାଦୀ ଏପରିକି ଯେତବେେଳେ ସମାନେେ ସତ୍ଯ କହିବାକୁ ଶପଥ ନିଅନ୍ତି।

9 I will sing a new song unto thee, O God: Upon a psaltery of ten strings will I sing praises unto thee.ହେ ସଦାପ୍ରଭୁ, ତୁମ୍ଭ ବିଷଯରେ ମୁଁ ନୂତନ ଗୀତ ଗାନ କରିବି। ଦଶତାର ୟନ୍ତ୍ରରେ ତୁମ୍ଭ ଉଦ୍ଦେଶ୍ଯରେ ମୁଁ ପ୍ରଶଂସାଗାନ କରିବି।

10 Thou art he that giveth salvation unto kings; Who rescueth David his servant from the hurtful sword.ହେ ସଦାପ୍ରଭୁ, ତୁମ୍ଭ ରାଜାମାନଙ୍କୁ ସମାନଙ୍କେ ୟୁଦ୍ଧରେ ବିଜଯୀ କରାଅ। ସଦାପ୍ରଭୁ, ତୁମ୍ଭେ ଆପଣା ସବେକ ଦାଉଦଙ୍କୁ ଶତ୍ରୁ ଖଡ୍ଗର ସମ୍ମୁଖରୁ ଉଦ୍ଧାର କର।

11 Rescue me, and deliver me out of the hand of aliens, Whose mouth speaketh deceit, And whose right hand is a right hand of falsehood.ମାେତେ ସହେି ବିଦେଶୀଙ୍କ ଠାରୁ ରକ୍ଷା କର। ସହେି ଶତ୍ରୁମାନେ ମିଥ୍ଯାବାଦୀ, ଏପରିକି ଯେତବେେଳେ ସମାନେେ ସତ୍ଯ କହିବାକୁ ଶପଥ ନିଅନ୍ତି।

12 When our sons shall be as plants grown up in their youth, And our daughters as corner-stones hewn after the fashion of a palace;ଆମ୍ଭର ପୁତ୍ରଗଣ ସହେି ବୃକ୍ଷଗୁଡ଼ିକ ପରି ହୁଅନ୍ତୁ ଯେଉଁଗୁଡ଼ିକ ଖୁବ୍ଶୀଘ୍ର ବଢ଼ି ପୂର୍ଣ୍ଣ ବୃକ୍ଷରେ ପରିଣତ ହୁଅନ୍ତି। ଆମ୍ଭମାନଙ୍କ କନ୍ଯାଗଣ ରାଜପ୍ରାସାଦର ଖାଦେିତ କୋଣର ଖମ୍ବ ତୁଲ୍ଯ ହୁଅନ୍ତୁ।

13 `When' our garners are full, affording all manner of store, `And' our sheep bring forth thousands and ten thousands in our fields;ଆମ୍ଭମାନଙ୍କର ଭଣ୍ଡାର ସର୍ବପ୍ରକାର ଶସ୍ଯରେ ପରିପୂର୍ଣ୍ଣ ହେଉ। ଆମ୍ଭମାନଙ୍କର ମଷଗେଣ ସହସ୍ର ସହସ୍ର ଓ ଅଯୁତ ଅଯୁତ ଶାବକ ପ୍ରସବ କରନ୍ତୁ।

14 `When' our oxen are well laden; `When there is' no breaking in, and no going forth, And no outcry in our streets:ଆମ୍ଭର ଗାଈଗୋରୁ ଉତ୍ପାଦନ ଦ୍ବାରା ଅଧିକ ଓଜନିଆ ହାଇେ ପଡ଼ନ୍ତୁ। ଆମ୍ଭମାନଙ୍କର ଶତ୍ରୁଗଣ ଆମ୍ଭର ପ୍ରାଚୀରକୁ ଭାଙ୍ଗନ୍ତୁ ନାହିଁ। ଆମ୍ଭମାନଙ୍କ ମଧ୍ଯରୁ କହେି ନିର୍ବାସିତ ନ ହୁଅନ୍ତୁ। ଆମ୍ଭମାନଙ୍କ ଛକସ୍ଥାନରେ କୌଣସି କୋଳାହଳ ନ ହେଉ।

15 Happy is the people that is in such a case; `Yea', happy is the people whose God is Jehovah. Psalm 145 `A' `Psalm' `of' praise; of David.ସହେିପରି ଲୋକମାନେ ହେଉଛନ୍ତି ଧନ୍ଯ, ୟାହାର ଏହିଭଳି ଅଛି। ସହେି ଲୋକମାନେ ଧନ୍ଯ ହୁଅନ୍ତୁ, ୟାହାର ପରମେଶ୍ବର ହେଉଛନ୍ତି ସଦାପ୍ରଭୁ।

Oriya Bible