Psalm 144 - BBE (Oriya)
1 <A Psalm. Of David.> Praise be to the God of my strength, teaching my hands the use of the sword, and my fingers the art of fighting:ସଦାପ୍ରଭୁ ମାରେ ଶୈଳ, ତାଙ୍କର ପ୍ରଶଂସା ହେଉ। ସେ ମାେତେ ୟୁଦ୍ଧ ପାଇଁ ଶିକ୍ଷା ଦିଅନ୍ତି। ସଦାପ୍ରଭୁ ମାେତେ ୟୁଦ୍ଧ ପାଇଁ ଶିକ୍ଷା ଦିଅନ୍ତି।
2 He is my strength, and my Rock; my high tower, and my saviour; my keeper and my hope: he gives me authority over my people.ସେ ମାେତେ ସ୍ନହେ କରନ୍ତି ଏବଂ ରକ୍ଷା କରନ୍ତି। ସେ ମାରେ ଉଚ୍ଚ ପର୍ବତରେ ନିରାପଦ ସ୍ଥାନ। ସେ ମାେତେ ଉଦ୍ଧାର କରନ୍ତି। ସେ ମାରେ ଢ଼ାଲ, ସେ ହେଉଛନ୍ତି ମାେ ଆଶ୍ରଯସ୍ଥଳ। ସଦାପ୍ରଭୁ ମାରେ ଲୋକମାନଙ୍କୁ ଶାସନ କରିବାରେ ମାେତେ ସାହାୟ୍ଯ କରନ୍ତି।
3 Lord, what is man, that you keep him in mind? or the son of man that you take him into account?ହେ ସଦାପ୍ରଭୁ, ଲୋକମାନେ ତୁମ୍ଭ ପାଇଁ ଏତେ ମହତ୍ବପୂର୍ଣ୍ଣ କାହିଁକି ? ତୁମ୍ଭେ ଆମ୍ଭମାନଙ୍କ ପ୍ରତି କାହିଁକି ଧ୍ଯାନ ଦିଅ ?
4 Man is like a breath: his life is like a shade which is quickly gone.ମନୁଷ୍ଯ ଜୀବନ ପବନର ଫୁତ୍କାର। ତାହାର ଜୀବନ ବହିୟିବା ଦିନର ଛାଯା ତୁଲ୍ଯ।
5 Come down, O Lord, from your heavens: at your touch let the mountains give out smoke.ହେ ସଦାପ୍ରଭୁ, ଆପଣା ଗଗନ ମଣ୍ଡଳକୁ ଚିରି ତଳକୁ ଆସ। ପର୍ବତଗଣକୁ ସ୍ପର୍ଶ କର ଯେଉଁଥିରେ ସମାନେେ ଧୂମ ନିର୍ଗତ କରିବେ।
6 With your storm-flames send them in flight: send out your arrows for their destruction.ବିଜୁଳି ନିକ୍ଷପେ କରି ଶତ୍ରୁମାନଙ୍କୁ ଘରଦ୍ବାର ଦିଅ। ତୁମ୍ଭର ବାଣ ନିକ୍ଷପେ କର ଏବଂ ସମାନଙ୍କେୁ ତଡ଼ି ଦିଅ।
7 Put out your hand from on high; make me free, take me safely out of the great waters, and out of the hands of strange men;ସଦାପ୍ରଭୁ ସ୍ବର୍ଗରୁ ଓହ୍ଲାଇ ଆସ ଏବଂ ମାେତେ ରକ୍ଷା କର। ମାେତେ ଶତ୍ରୁରୂପକ ସମୁଦ୍ରରେ ବୁଡ଼ାଅ ନାହିଁ। ମାେତେ ବିଦେଶୀମାନଙ୍କଠାରୁ ରକ୍ଷା କର।
8 In whose mouths are false words, and whose right hand is a right hand of deceit.ସହେି ଶତ୍ରୁଗଣ ମିଥ୍ଯାବାଦୀ ଏପରିକି ଯେତବେେଳେ ସମାନେେ ସତ୍ଯ କହିବାକୁ ଶପଥ ନିଅନ୍ତି।
9 I will make a new song to you, O God; I will make melody to you on an instrument of ten cords.ହେ ସଦାପ୍ରଭୁ, ତୁମ୍ଭ ବିଷଯରେ ମୁଁ ନୂତନ ଗୀତ ଗାନ କରିବି। ଦଶତାର ୟନ୍ତ୍ରରେ ତୁମ୍ଭ ଉଦ୍ଦେଶ୍ଯରେ ମୁଁ ପ୍ରଶଂସାଗାନ କରିବି।
10 It is God who gives salvation to kings; and who kept his servant David from the wounding sword.ହେ ସଦାପ୍ରଭୁ, ତୁମ୍ଭ ରାଜାମାନଙ୍କୁ ସମାନଙ୍କେ ୟୁଦ୍ଧରେ ବିଜଯୀ କରାଅ। ସଦାପ୍ରଭୁ, ତୁମ୍ଭେ ଆପଣା ସବେକ ଦାଉଦଙ୍କୁ ଶତ୍ରୁ ଖଡ୍ଗର ସମ୍ମୁଖରୁ ଉଦ୍ଧାର କର।
11 Make me free, and take me out of the hands of strange men, in whose mouths are false words, and whose right hand is a right hand of deceit.ମାେତେ ସହେି ବିଦେଶୀଙ୍କ ଠାରୁ ରକ୍ଷା କର। ସହେି ଶତ୍ରୁମାନେ ମିଥ୍ଯାବାଦୀ, ଏପରିକି ଯେତବେେଳେ ସମାନେେ ସତ୍ଯ କହିବାକୁ ଶପଥ ନିଅନ୍ତି।
12 Our sons are like tall young plants; and our daughters like the shining stones of a king's house;ଆମ୍ଭର ପୁତ୍ରଗଣ ସହେି ବୃକ୍ଷଗୁଡ଼ିକ ପରି ହୁଅନ୍ତୁ ଯେଉଁଗୁଡ଼ିକ ଖୁବ୍ଶୀଘ୍ର ବଢ଼ି ପୂର୍ଣ୍ଣ ବୃକ୍ଷରେ ପରିଣତ ହୁଅନ୍ତି। ଆମ୍ଭମାନଙ୍କ କନ୍ଯାଗଣ ରାଜପ୍ରାସାଦର ଖାଦେିତ କୋଣର ଖମ୍ବ ତୁଲ୍ଯ ହୁଅନ୍ତୁ।
13 Our store-houses are full of all good things; and our sheep give birth to thousands and ten thousands in our fields.ଆମ୍ଭମାନଙ୍କର ଭଣ୍ଡାର ସର୍ବପ୍ରକାର ଶସ୍ଯରେ ପରିପୂର୍ଣ୍ଣ ହେଉ। ଆମ୍ଭମାନଙ୍କର ମଷଗେଣ ସହସ୍ର ସହସ୍ର ଓ ଅଯୁତ ଅଯୁତ ଶାବକ ପ୍ରସବ କରନ୍ତୁ।
14 Our oxen are well weighted down; our cows give birth safely; there is no going out, and there is no cry of sorrow in our open places.ଆମ୍ଭର ଗାଈଗୋରୁ ଉତ୍ପାଦନ ଦ୍ବାରା ଅଧିକ ଓଜନିଆ ହାଇେ ପଡ଼ନ୍ତୁ। ଆମ୍ଭମାନଙ୍କର ଶତ୍ରୁଗଣ ଆମ୍ଭର ପ୍ରାଚୀରକୁ ଭାଙ୍ଗନ୍ତୁ ନାହିଁ। ଆମ୍ଭମାନଙ୍କ ମଧ୍ଯରୁ କହେି ନିର୍ବାସିତ ନ ହୁଅନ୍ତୁ। ଆମ୍ଭମାନଙ୍କ ଛକସ୍ଥାନରେ କୌଣସି କୋଳାହଳ ନ ହେଉ।
15 Happy is the nation whose ways are so ordered: yes, happy is the nation whose God is the Lord.ସହେିପରି ଲୋକମାନେ ହେଉଛନ୍ତି ଧନ୍ଯ, ୟାହାର ଏହିଭଳି ଅଛି। ସହେି ଲୋକମାନେ ଧନ୍ଯ ହୁଅନ୍ତୁ, ୟାହାର ପରମେଶ୍ବର ହେଉଛନ୍ତି ସଦାପ୍ରଭୁ।
Oriya Bible