Psalm 148 - ASV (Oriya)
1 Praise ye Jehovah. Praise ye Jehovah from the heavens: Praise him in the heights.ତୁମ୍ଭମାନେେ ସଦାପ୍ରଭୁଙ୍କର ପ୍ରଶଂସା କର !ଆକାଶ ମଣ୍ଡଳରୁ ସଦାପ୍ରଭୁଙ୍କୁ ପ୍ରଶଂସା କର !ସ୍ବର୍ଗରୁ ତାଙ୍କର ପ୍ରଶଂସା କର !
2 Praise ye him, all his angels: Praise ye him, all his host.ହେ ତାଙ୍କର ସମସ୍ତ ସ୍ବର୍ଗଦୂତଗଣ, ତାଙ୍କର ପ୍ରଶଂସା କର। ହେ ତାଙ୍କର ସମସ୍ତ ସୈନ୍ଯଗଣ, ତାଙ୍କର ପ୍ରଶଂସା କର।
3 Praise ye him, sun and moon: Praise him, all ye stars of light.ହେ ସୂର୍ୟ୍ଯ ଓ ଚନ୍ଦ୍ର, ତାଙ୍କର ପ୍ରଶଂସା କର ! ହେ ଆକାଶର ଦୀପ୍ତିମଯ ତାରାଗଣ ତାଙ୍କର ପ୍ରଶଂସା କର।
4 Praise him, ye heavens of heavens, And ye waters that are above the heavens.ହେ ଉଚ୍ଚତମ ସ୍ବର୍ଗ, ତାଙ୍କର ପ୍ରଶଂସା କର ! ହେ ଗଗନ ଉପରିସ୍ଥ ଜଳ ସମୂହ, ତାଙ୍କର ପ୍ରଶଂସା କର।
5 Let them praise the name of Jehovah; For he commanded, and they were created.ସମାନେେ ସଦାପ୍ରଭୁଙ୍କ ନାମର ପ୍ରଶଂସା କରିବା ଉଚିତ୍ କାରଣ ତାଙ୍କର ଆଦେଶରେ ସମସ୍ତେ ସୃଷ୍ଟି ହେଲେ।
6 He hath also established them for ever and ever: He hath made a decree which shall not pass away.ସେ ଏହିସବୁ ଜିନିଷକୁ ଚିରଦିନ ପାଇଁ ସ୍ଥାପନ କଲେ, ଏହିପରି ଗୋଟିଏ ବ୍ଯବସ୍ଥା ଦେଲେ ୟାହା କବେେ ହେଲେ ପରିବର୍ତ୍ତନ ହବେ ନାହିଁ।
7 Praise Jehovah from the earth, Ye sea-monsters, and all deeps.ପୃଥିବୀରୁ ସଦାପ୍ରଭୁଙ୍କର ପ୍ରଶଂସା କର। ହେ ସମୁଦ୍ରର ମହାନ୍ ପ୍ରାଣୀ ଏବଂ ସମସ୍ତ ସମୁଦ୍ର, ତାଙ୍କର ପ୍ରଶଂସା କର !
8 Fire and hail, snow and vapor; Stormy wind, fulfilling his word;ପରମେଶ୍ବରଙ୍କୁ ପ୍ରଶଂସା କର, ଅଗ୍ନି, ଶିଳା, ହିମ, ବାଷ୍ଫ, ଏବଂ ପ୍ରଚଣ୍ଡ ବାଯୁ ତାଙ୍କର ବାର୍ତ୍ତା ପାଳନ କରନ୍ତି।
9 Mountains and all hills; Fruitful trees and all cedars;ସମସ୍ତ ପର୍ବତ ଓ ଉପପର୍ବତ, ଫଳବତୀ ବୃକ୍ଷ ଓ ଏରସ ବୃକ୍ଷଗଣ ତାଙ୍କୁ ପ୍ରଶଂସା କଲେ।
10 Beasts and all cattle; Creeping things and flying birds;ସମସ୍ତ ବନ୍ଯ ପଶୁଗଣ ଓ ଗୃହପାଳିତ ପଶୁଗଣ ତାଙ୍କର ପ୍ରଶଂସା କର। ସେ ସରୀସୃପ ଓ ଉଡ଼ନ୍ତା ପକ୍ଷୀମାନଙ୍କୁ ସୃଷ୍ଟି କରିଛନ୍ତି।
11 Kings of the earth and all peoples; Princes and all judges of the earth;ପୃଥିବୀର ସମସ୍ତ ରାଜାଗଣ ଓ ଜାତିଗଣ ତାଙ୍କର ପ୍ରଶଂସା କର। ପରମେଶ୍ବର ସମସ୍ତ ବିଚାରକ ଓ ଅଧିପତିଗଣଙ୍କୁ ସୃଷ୍ଟି କରିଛନ୍ତି।
12 Both young men and virgins; Old men and children:ହେ ୟୁବକ ଓ ୟୁବତୀମାନେ, ବୃଦ୍ଧ ଲୋକମାନଙ୍କ ସହିତ ଏକତ୍ରୀତ ହାଇେ ପରମେଶ୍ବରଙ୍କ ପ୍ରଶଂସା କର।
13 Let them praise the name of Jehovah; For his name alone is exalted; His glory is above the earth and the heavens.ସମାନେେ ସମସ୍ତେ ସଦାପ୍ରଭୁଙ୍କ ନାମକୁ ପ୍ରଶଂସା କରିବା ଉଚିତ୍। ତାଙ୍କର ନାମ ଅନ୍ୟ ସମସ୍ତଙ୍କଠାରୁ ଉଚ୍ଚ। ତାଙ୍କର ଖ୍ଯାତି ସ୍ବର୍ଗ ଏବଂ ପୃଥିବୀରେ ମହାନ୍।
14 And he hath lifted up the horn of his people, The praise of all his saints; Even of the children of Israel, a people near unto him. Praise ye Jehovah.ସେ ତାଙ୍କର ଲୋକମାନଙ୍କୁ ଶକ୍ତିଶାଳୀ କଲେ, ତଣେୁ ସେ ତାଙ୍କର ବିଶ୍ବସ୍ତ ଲୋକମାନଙ୍କ ଦ୍ବାରା ପ୍ରଶଂସିତ ହୁଅନ୍ତି। ତୁମ୍ଭମାନେେ ସଦାପ୍ରଭୁଙ୍କୁ ପ୍ରଶଂସା କର।
Oriya Bible