Psalm 66:20
ପରମେଶ୍ବରଙ୍କର ପ୍ରଶଂସା କର !ପରମେଶ୍ବର ମାେ ପାଖରୁ ମୁହଁ ଫରୋଇ ନାହାନ୍ତି। ସେ ମାରେ ପ୍ରାର୍ଥନା ଶୁଣିଛନ୍ତି। ପରମେଶ୍ବର ତାଙ୍କର ପ୍ରମେ ମାେତେ ଦଖାଇେଛନ୍ତି।
Blessed | בָּר֥וּךְ | bārûk | ba-ROOK |
be God, | אֱלֹהִ֑ים | ʾĕlōhîm | ay-loh-HEEM |
which | אֲשֶׁ֥ר | ʾăšer | uh-SHER |
hath not | לֹֽא | lōʾ | loh |
away turned | הֵסִ֘יר | hēsîr | hay-SEER |
my prayer, | תְּפִלָּתִ֥י | tĕpillātî | teh-fee-la-TEE |
nor his mercy | וְ֝חַסְדּ֗וֹ | wĕḥasdô | VEH-hahs-DOH |
from | מֵאִתִּֽי׃ | mēʾittî | may-ee-TEE |
Cross Reference
2 Samuel 7:14
ମୁ ତା'ର ପିତା ହବେି ଓ ସେ ମାରେ ପକ୍ସ୍ଟତ୍ର ହବେ। ଯେତବେେଳେ ସେ ପାପ କରେ ମୁ ତାକକ୍ସ୍ଟ ଦଣ୍ତ ଦବେି, ଯେପରି ଲୋକମାନେ ସମାନଙ୍କେର ପକ୍ସ୍ଟତ୍ରମାନଙ୍କୁ ଦଣ୍ତ ଦିଅନ୍ତି।
Psalm 22:24
କାହିଁକି ? କାରଣ ସଦାପ୍ରଭୁ ବିପଦରେ ପଡ଼ିଥିବା ଗରିବ ବ୍ଯକ୍ତିମାନଙ୍କୁ ହିଁ ସାହାୟ୍ଯ କରନ୍ତି। ସେ ତାଙ୍କ ପାଇଁ ଲଜ୍ଜିତ ହୁଅନ୍ତି ନାହିଁ। ସେ ସମାନଙ୍କେୁ ଘୃଣା କରନ୍ତି ନାହିଁ। ୟଦି ଲୋକମାନେ ତାଙ୍କୁ ବିପଦରେ ପଡ଼ି ସାହାୟ୍ଯ ପ୍ରାର୍ଥନା କରନ୍ତି, ସେ ସମାନଙ୍କେଠାରୁ ନିଜକୁ ଦୂରଇେ ରଖି ପାରିବେ ନାହିଁ।
Psalm 51:11
ତୁମ୍ଭଠାରୁ ମାେତେ ଦୂର କର ନାହିଁ ! ଏବଂ ତୁମ୍ଭର ପବିତ୍ର ଆତ୍ମା ମାଠାରୁେ ନିଅ ନାହିଁ।
Psalm 68:35
ପରମେଶ୍ବର ତୁମ୍ଭେ ଆପଣା ମନ୍ଦିରରେ ଭକ୍ତିର ଉତ୍ସ। ଇଶ୍ରାୟେଲର ପରମେଶ୍ବର ଲୋକମାନଙ୍କୁ ଶକ୍ତି ଓ ସାମର୍ଥ୍ଯ ପ୍ରଦାନ କରନ୍ତି। ପରମେଶ୍ବରଙ୍କର ପ୍ରଶଂସା ଗୁଣଗାନ କର।
Psalm 86:12
ହେ ପ୍ରଭୁ, ମାରେ ପରମେଶ୍ବର, ମୁଁ ତୁମ୍ଭକୁ ହୃଦଯ ସହିତ ପ୍ରଶଂସା କରିବି। ମୁଁ ସର୍ବଦା ତୁମ୍ଭ ନାମରେ ଗୌରବ କରିବି।