Psalm 88 - WEB (Oriya)
1 > Yahweh, the God of my salvation, I have cried day and night before you.ହେ ସଦାପ୍ରଭୁ ପରମେଶ୍ବର, ତୁମ୍ଭେ ମାରେ ପରିତ୍ରାଣକର୍ତ୍ତା। ମୁଁ ଦିନ ଓ ରାତ୍ରି ତୁମ୍ଭ ନିକଟରେ ପ୍ରାର୍ଥନା କରିଅଛି।
2 Let my prayer enter into your presence. Turn your ear to my cry.ମାରେ ପ୍ରାର୍ଥନା ପ୍ରତି ଟିକେ ଧ୍ଯାନ ଦିଅ। ମାେ ପ୍ରତି ଦୟାକରି, ମାରେ ପ୍ରାର୍ଥନାରେ କର୍ଣ୍ଣପାତ କର।
3 For my soul is full of troubles. My life draws near to Sheol.ମାରେ ପ୍ରାଣ ଦୁଃଖରେ ଭରପୁର। ମୁଁ ଶୀଘ୍ର ମରିୟିବି।
4 I am counted among those who go down into the pit. I am like a man who has no help,ମୁଁ ଜଣେ ଶକ୍ତି ହରାଇଥିବା ପ୍ରାଯ ମୃତ ଲୋକପରି ହାଇେଅଛି।
5 Set apart among the dead, Like the slain who lie in the grave, Whom you remember no more. They are cut off from your hand.ମୃତଲୋକମାନଙ୍କ ମଧ୍ୟରେ ମାେତେ ଖାଜେ। ମୁଁ କବରରେ ଶାଇେଥିବା ମୃତ ବ୍ଯକ୍ତିପରି ଏବଂ ଲୋକମାନେ ଏ ବିଷଯରେ ସବୁ ଭୁଲିଗଲେ ଓ ସହାୟ ନାହିଁ।
6 You have laid me in the lowest pit, In the darkest depths.ତୁମ୍ଭେ ମାେତେ ପୃଥିବୀର ଗାଢ଼ ଅନ୍ଧକାରର ଗଭୀର ସ୍ଥାନରେ ରଖିଅଛ।
7 Your wrath lies heavily on me. You have afflicted me with all your waves. Selah.ତୁମ୍ଭ କୋର୍ଧରେ ମୁଁ ବୋଝ ଅନୁଭବ କଲି। ତୁମ୍ଭର ସମସ୍ତ ଢ଼େଉ ମାେତେ ଓଲଟ ପାଲଟ କରି ପକାଏ।
8 You have taken my friends from me. You have made me an abomination to them. I am confined, and I can't escape.ମାରେ ବନ୍ଧୁମାନେ ମାେତେ ଛାଡ଼ିଗଲେ, ମୁଁ ଅଛୁଆଁ ପରି ସମାନେେ ମାଠାରୁେ ଦୂରଇେ ଗଲେ। ମୁଁ ଏକ ଗୃହରେ ବନ୍ଦୀ ଅଛି, ମୁଁ ବାହାରକୁ ୟାଇପାରିବି ନାହିଁ।
9 My eyes are dim from grief. I have called on you daily, Yahweh. I have spread out my hands to you.କ୍ଲେଶ ସକାଶୁ ମାରେ ଚକ୍ଷୁ କ୍ଷୀଣ ହାଇେଅଛି। ହେ ସଦାପ୍ରଭୁ, ମୁଁ ପ୍ରତିଦିନ ତୁମ୍ଭ ନିକଟରେ ପ୍ରାର୍ଥନା କରୁଅଛି। ତୁମ୍ଭଠାରେ ମୁଁ ହାତ ପାତୁ ଅଛି।
10 Do you show wonders to the dead? Do the dead rise up and praise you? Selah.ତୁମ୍ଭେ କ'ଣ ମୃତ ଲୋକମାନଙ୍କ ପାଇଁ ଆଶ୍ଚର୍ୟ୍ଯ କ୍ରିଯା କର ? ମୃତ ଲୋକମାନେ କ'ଣ ଉଠି ଓ ତୁମ୍ଭର ପ୍ରଶଂସା କରିବେ ?
11 Is your loving kindness declared in the grave? Or your faithfulness in Destruction?ମୃତ କବରରେ ଲୋକମାନେ ତୁମ୍ଭର ବିଶ୍ବସ୍ତତା ବିଷଯରେ କଥା ହାଇପୋରିବେ ନାହିଁ। ମୃତ ଲୋକମାନେ ତୁମ୍ଭର ସ୍ନହପେୂର୍ଣ୍ଣ କରୁଣା ବିଷଯରେ ପ୍ରଚାର କରିପାରିବେ ନାହିଁ।
12 Are your wonders made known in the dark? Or your righteousness in the land of forgetfulness?ଅନ୍ଧାରରେ ଥିବା ମୃତ ଲୋକମାନେ ତୁମ୍ଭର ଆଶ୍ଚର୍ୟ୍ଯ କ୍ରିଯା ଦେଖି ପାରିବେ ନାହିଁ। ପୃଥିବୀରେ ମୃତ ଲୋକମାନେ ଭୁଲିୟାଇ ତୁମ୍ଭ ସୁଗୁଣ ପ୍ରଶଂସା କରିପାରିବେ ନାହିଁ।
13 But to you, Yahweh, I have cried. In the morning, my prayer comes before you.ହେ ସଦାପ୍ରଭୁ, ମୁଁ ତୁମ୍ଭ ନିକଟରେ ଗୁହାରି କରୁଅଛି। ମାେତେ ସାହାରା ଦିଅ। ପ୍ରେତ୍ୟକକ ପ୍ରଭାତରେ ମୁଁ ତୁମ୍ଭ ନିକଟରେ ପ୍ରାର୍ଥନା କରିଅଛି।
14 Yahweh, why do you reject my soul? Why do you hide your face from me?ହେ ସଦାପ୍ରଭୁ, ତୁମ୍ଭେ କାହିଁକି ମାେତେ ପରିତ୍ଯାଗ କରୁଛ ? ତୁମ୍ଭେ କାହିଁକି ମାେ କଥା ଶୁଣୁ ନାହଁ ?
15 I am afflicted and ready to die from my youth up. While I suffer your terrors, I am distracted.ମୁଁ ବାଲ୍ଯକାଳରୁ ଦୁଃଖ ଭୋଗ କରି ମୃତ୍ଯୁର ଶଷେ ଆଡ଼କୁ ଆସିଅଛି। ମୁଁ ଭୀଷଣ ଦୁଃଖ ପାଉଅଛି, ୟାହା ତୁମ୍ଭେ କରିଅଛ।
16 Your fierce wrath has gone over me. Your terrors have cut me off.ତୁମ୍ଭର କୋପ ମାେ ଉପରେ ବର୍ତ୍ତିଅଛି, ତୁମ୍ଭ ବିଷଯକ ଭୟ ମାେତେ ଉଚ୍ଛିନ୍ନ କରିଅଛି।
17 They came around me like water all day long. They completely engulfed me.ଏକ ବନ୍ଯାପରି ତୁମ୍ଭର ଆକ୍ରମଣ ମାେତେ ଦିନସାରା ଘରେି ରହିଥିଲା। ସମାନେେ ସବୁଆଡ଼ୁ ମାେତେ ବନ୍ଦ କଲେ।
18 You have put lover and friend far from me, And my friends into darkness.ତୁମ୍ଭେ ମାରେ ପ୍ରିଯ ଲୋକମାନଙ୍କୁ ମାଠାରୁେ ଦୂରଇେ ରଖିଅଛ। ମାେ ପରିଚିତ ଲୋକମାନେ ଅନ୍ଧକାରରେ ରହିଅଛନ୍ତି।
Oriya Bible