Psalm 96 - KJV (Oriya)
1 O sing unto the LORD a new song: sing unto the LORD, all the earth.ସଦାପ୍ରଭୁଙ୍କ ଉଦ୍ଦେଶ୍ଯରେ ଏକ ନୂତନ ଗୀତ ଗାଅ। ହେ ପୃଥିବୀବାସୀ, ସଦାପ୍ରଭୁଙ୍କ ଉଦ୍ଦେଶ୍ଯରେ ଗୀତ ଗାନ କର।
2 Sing unto the LORD, bless his name; shew forth his salvation from day to day.ସଦାପ୍ରଭୁଙ୍କ ଉଦ୍ଦେଶ୍ଯରେ ଗାନକରି ତାହାଙ୍କ ନାମର ଧନ୍ଯବାଦ କର। ତାଙ୍କର ଶକ୍ତି ପରିତ୍ରାଣ ବିଷଯରେ, ପ୍ରତିଦିନ ସୁ-ସମାଚାର ଶୁଣାଅ।
3 Declare his glory among the heathen, his wonders among all people.ଜାତିମାନଙ୍କୁ କୁହ ୟେ, ପରମେଶ୍ବର ଆଶ୍ଚର୍ୟ୍ଯଜନକ ଅଟନ୍ତି। ପରମେଶ୍ବରଙ୍କ ପ୍ରକୃତ ଆଶ୍ଚର୍ୟ୍ଯ କର୍ମମାନ ବିଷଯରେ ସନ୍ତାନଗଣଙ୍କୁ କୁହ।
4 For the LORD is great, and greatly to be praised: he is to be feared above all gods.ସଦାପ୍ରଭୁ ମହାନ୍ ଓ ଅତ୍ଯନ୍ତ ପ୍ରଶଂସନୀଯ। ସେ ସମସ୍ତ ଦବଗେଣଙ୍କ ଅପେକ୍ଷା ଭୟର ୟୋଗ୍ଯ।
5 For all the gods of the nations are idols: but the LORD made the heavens.ଅନ୍ୟ ସମସ୍ତ ଗୋଷ୍ଠୀଯମାନଙ୍କର ଦବଗେଣ କବଳେ ପ୍ରତିମା, କିନ୍ତୁ ସଦାପ୍ରଭୁ ଏହି ଆକାଶର ସୃଷ୍ଟିକର୍ତ୍ତା।
6 Honour and majesty are before him: strength and beauty are in his sanctuary.ମହିମା ଏବଂ ସମ୍ମାନ ତାଙ୍କର ସମ୍ମୁଖରେ ଦୀପ୍ତି ପ୍ରକାଶ କରୁଛି। ଶକ୍ତି ଓ ଶୋଭା ତାହାଙ୍କ ମନ୍ଦିରରେ ବିଦ୍ଯମାନ।
7 Give unto the LORD, O ye kindreds of the people, give unto the LORD glory and strength.ହେ ନାନାଦେଶୀଯ ଗୋଷ୍ଠୀବର୍ଗ, ସଦାପ୍ରଭୁଙ୍କ ଗୌରବ ଓ ପରାକ୍ରମର ଗୁଣ ଗାନ କର।
8 Give unto the LORD the glory due unto his name: bring an offering, and come into his courts.ସଦାପ୍ରଭୁଙ୍କ ଉଦ୍ଦେଶ୍ଯରେ ୟଥୋଚିତ ଗୌରବ ଗାନ କର, ୟାହା ସେ ପାଇବା ୟୋଗ୍ଯ ଏବଂ ତାଙ୍କର ପବିତ୍ର ମନ୍ଦିରକୁ ନବୈେଦ୍ଯ ନଇେ ଆସ।
9 O worship the LORD in the beauty of holiness: fear before him, all the earth.ସଦାପ୍ରଭୁଙ୍କର ପବିତ୍ର ମନ୍ଦିରରେ ତାଙ୍କର ଉପାସନା କର। ପୃଥିବୀବାସୀ ତାଙ୍କ ଆଗରେ ଥରନ୍ତି।
10 Say among the heathen that the LORD reigneth: the world also shall be established that it shall not be moved: he shall judge the people righteously.ଏହା ଜାତିଗଣ ମଧ୍ୟରେ କୁହ, ସଦାପ୍ରଭୁ ହେଉଛନ୍ତି ରାଜା !ପୃଥିବୀ ସୁସ୍ଥିର ରହିବ। ପରମେଶ୍ବର ନ୍ଯାଯ ବିଚାର କରିବେ।
11 Let the heavens rejoice, and let the earth be glad; let the sea roar, and the fulness thereof.ଆକାଶ ଆନନ୍ଦିତ ହେଉ, ପୃଥିବୀ ଉଲ୍ଲାସ କରୁ। ସମୁଦ୍ର ଓ ତହିଁର ସବୁ ବସ୍ତୁ ଆନନ୍ଦରେ ଗର୍ଜ୍ଜନ କରୁ।
12 Let the field be joyful, and all that is therein: then shall all the trees of the wood rejoiceବନସ୍ଥ ବୃକ୍ଷ ସକଳ ଆନନ୍ଦରେ ଗାନ କରନ୍ତୁ।
13 Before the LORD: for he cometh, for he cometh to judge the earth: he shall judge the world with righteousness, and the people with his truth.ସଦାପ୍ରଭୁଙ୍କ ଆଗରେ ଉପସ୍ଥିତ ହୁଅ, କାରଣ ସେ ଆସୁଛନ୍ତି। ସେ ପୃଥିବୀରେ ବିଚାର କରିବାକୁ ଆସୁଛନ୍ତି। ସେ ଧର୍ମ ଓ ସତ୍ଯତାରେ ପୃଥିବୀକୁ ଶାସନ କରିବେ।
Oriya Bible