Revelation 8 - WEB (Oriya)

1 When he opened the seventh seal, there was silence in heaven for about half an hour.ମଷେଶାବକ ସପ୍ତମ ମୁଦ୍ରା ଖାଲିେଲେ। ସେତବେେଳେ ସ୍ବର୍ଗ ରେ ଅଧଘଣ୍ଟା ପର୍ୟ୍ଯନ୍ତ ନୀରବତା ଥିଲା।

2 I saw the seven angels who stand before God, and seven trumpets were given to them.ତା'ପରେ ମୁଁ ପରମେଶ୍ବରଙ୍କ ସାମନା ରେ ସାତଜଣ ସ୍ବର୍ଗଦୂତଙ୍କୁ ଠିଆ ହାଇେଥିବାର ଦେଖିଲି। ସମାନଙ୍କେୁ ସାତାଟେି ତୂରୀ ଦିଆଗଲା।

3 Another angel came and stood over the altar, having a golden censer. Much incense was given to him, that he should add it to the prayers of all the saints on the golden altar which was before the throne.ଆଉ ଜଣେ ଦୂତ ଆସି ବଦେୀ ପାଖ ରେ ଠିଆ ହେଲେ। ପରମେଶ୍ବରଙ୍କର ପବିତ୍ର ଲୋକମାନଙ୍କର ପ୍ରାର୍ଥନା ସହିତ ପ୍ରଚୁର ସୁଗନ୍ଧି ଧୂପ, ସୁନାର ବଳିବଦେୀ ଉପରେ ଅର୍ପଣ କରିବା ନିମନ୍ତେ ତାହାଙ୍କ ହାତ ରେ ଗୋଟିଏ ସୁନାର ଧୂପଦାନୀ ଥିଲା।

4 The smoke of the incense, with the prayers of the saints, went up before God out of the angel's hand.ସ୍ବର୍ଗଦୂତ ଏହି ପ୍ରାର୍ଥନାୟୁକ୍ତ ଧୂପକୁ ବଦେୀ ଉପରେ ପକାନ୍ତେ ତାହା ଈଶ୍ବରଙ୍କ ଉଦ୍ଦେଶ୍ଯ ରେ ଉପରକୁ ଉଠିଲା।

5 The angel took the censer, and he filled it with the fire of the altar, and threw it on the earth. There followed thunders, sounds, lightnings, and an earthquake.ତା'ପରେ ଦୂତ ବଦେୀର ଅଗ୍ନି ନଇେ ଧୂପଦାନୀ ପୂର୍ଣ୍ଣ କଲେ ଓ ତାହା ପୃଥିବୀ ଉପରକୁ ନିକ୍ଷପେ କଲେ। ତେଣୁ ସଠାେରେ ବଜ୍ରପାତ, ମେଘ ଘଡ଼ଘଡ଼ି, ବିଜୁଳି, କୋଳାହଳ ଓ ଭୂମିକମ୍ପ ହେଲା।

6 The seven angels who had the seven trumpets prepared themselves to sound.ତା'ପରେ ସାତ ଜଣ ସ୍ବର୍ଗଦୂତ ସାତାଟେି ତୂରୀ ଧରି ବଜାଇବାକୁ ପ୍ରସ୍ତୁତ ହେଲେ।

7 The first sounded, and there followed hail and fire, mixed with blood, and they were thrown to the earth. One third of the earth was burnt up,{TR omits "One third of the earth was burnt up"} and one third of the trees were burnt up, and all green grass was burnt up.ପ୍ରଥମ ସ୍ବର୍ଗଦୂତ ତାହାଙ୍କ ତୂରୀ ବଜାଇଲେ। ଏହା ଦ୍ବାରା ପୃଥିବୀ ଉପରେ ରକ୍ତ ମିଶ୍ରିତ ଅଗ୍ନି ଓ ଶିଳା ବୃଷ୍ଟି ହେଲା। ଏହି କାରଣରୁ ପୃଥିବୀର ଏକ ତୃତୀଯାଂଶ ରେ ନିଆଁ ଲାଗି ଏକ ତୃତୀଯାଂଶ ବୃକ୍ଷ ଓ ସବୁଜ ଘାସସବୁ ପୋଡ଼ିଗଲା।

8 The second angel sounded, and something like a great burning mountain was thrown into the sea. One third of the sea became blood,ଦ୍ବିତୀୟ ସ୍ବର୍ଗଦୂତ ତୂରୀ ବଜାଇଲା ପରେ ଗୋଟିଏ ବୃହତ୍ ଜ୍ବଳନ୍ତା ପର୍ବତ ପରି ଦିଶୁଥିବା ଏକ ବସ୍ତ୍ର ସମୁଦ୍ର ରେ ପଡ଼ିଲା। ଏହାଦ୍ବାରା ସମୁଦ୍ରର ଏକ ତୃତୀଯାଂଶ ଜଳ ରକ୍ତ ରେ ପୂର୍ଣ୍ଣ ହାଇଗେଲା।

9 and one third of the living creatures which were in the sea died. One third of the ships were destroyed.ସମୁଦ୍ର ରେ ଥିବା ଏକ ତୃତୀଯାଂଶ ଜୀବନ୍ତ ପ୍ରାଣୀ ମରିଗଲେ ଓ ଏକ ତୃତୀଯାଂଶ ଜାହାଜ ନଷ୍ଟ ହାଇଗେଲା।

10 The third angel sounded, and a great star fell from the sky, burning like a torch, and it fell on one third of the rivers, and on the springs of the waters.ଯେତବେେଳେ ତୃତୀୟ ସ୍ବର୍ଗଦୂତ ତୂରୀ ବଜାଇଲେ, ସେତବେେଳେ ଏକ ପ୍ରକାଣ୍ଡ ତାରା ମଶାଲପରି ଜଳୁଥିବା ଅବସ୍ଥା ରେ ଆକାଶରୁ ଖସିପଡ଼ିଲା। ଏହା ଏକ ତୃତୀଯାଂଶ ନଦୀ ଓ ଏକ ତୃତୀଯାଂଶ ଜଳ ନିର୍ଝର ଗୁଡ଼ିକ ଉପରେ ପଡ଼ିଲା।

11 The name of the star is called "Wormwood." One third of the waters became wormwood. Many people died from the waters, because they were made bitter.ସହେି ତାରାର ନାମ 'ନାଗଦଅଣା' ଥିଲା। ଏହାଦ୍ବାରା ପୃଥିବୀର ଏକ ତୃତୀଯାଂଶ ଜଳଭାଗ ପିତା ହାଇଗେଲା। ଏହି ପିତା ଜଳ ପାନକରି ଅନକେ ଲୋକ ମୃତ୍ଯୁବରଣ କଲେ।

12 The fourth angel sounded, and one third of the sun was struck, and one third of the moon, and one third of the stars; so that one third of them would be darkened, and the day wouldn't shine for one third of it, and the night in the same way.ଯେ ତବେଳେ ଚତୁର୍ଥ ଦୂତ ତୂରୀ ବଜାଇଲେ, ଏକତୃତୀଯାଂଶ ସୂର୍ୟ୍ଯ, ଏକତୃତୀଯାଂଶ ଚନ୍ଦ୍ର ଓ ଏକତୃତୀଯାଂଶ ନକ୍ଷତ୍ରଗୁଡ଼ିକ ଆଘାତ ପାଇଲେ। ତେଣୁ ସମାନଙ୍କେ ମଧ୍ଯରୁ ଏକ ତୃତୀଯାଂଶ ଅନ୍ଧକାରମୟ ହାଇଗେଲା। ଦିନ ଓ ରାତ୍ରିର ଏକ ତୃତୀଯାଂଶ ଆଲୋକବିହୀନ ହେଲା।

13 I saw, and I heard an eagle,{TR reads "angel" instead of "eagle"} flying in mid heaven, saying with a loud voice, "Woe! Woe! Woe for those who dwell on the earth, because of the other voices of the trumpets of the three angels, who are yet to sound!"ମୁଁ ସେତବେେଳେ ଗୋଟିଏ ଉତ୍କ୍ରୋଶ ପକ୍ଷୀକୁ ଆକାଶର ଉପରଭାଗ ରେ ଉଡ଼ୁଥିବାର ଦେଖିଲି, ସେ ଖୁବ୍ ଜାରେ ରେ କହିଲା, ହାୟ, ହାୟ ! ପୃଥିବୀ ନିବାସୀମାନଙ୍କ ଉପରେ ଭୟଙ୍କର କ୍ଲେଶ ଆସୁଅଛି। କାରଣ ଆହୁରି ତିନି ଜଣ ଦୂତ ତୂରୀ ବଜାଇବାକୁ ଯାଉଅଛନ୍ତି।

Oriya Bible