Base Word
εἶτα
Short Definitiona particle of succession (in time or logical enumeration), then, moreover
Long Definitionthen
Derivationof uncertain affinity
Same asG1899
International Phonetic Alphabetˈi.tɑ
IPA modˈi.tɑ
Syllableeita
DictionEE-ta
Diction ModEE-ta
Usageafter that(-ward), furthermore, then

Mark 4:17
କିନ୍ତୁ ତାହାର ଚରେ ତାହାଙ୍କ ହୃଦୟର ଗଭୀରତା ରେ ପ୍ରବେଶ କରି ପା ରେ ନାହିଁ। କବଳେ କିଛି କ୍ଷଣ ପାଇଁ ସମାନେେ ବାକ୍ଯକୁ ଧରି ରଖନ୍ତି। ପରେ ଯେତବେେଳେ ବାକ୍ଯ ୟୋଗୁ ବିପଦ ଆ ସେ ବା ସମାନେେ ନିର୍ୟ୍ଯାତିତ ହୁଅନ୍ତି, ସେତବେେଳେ ସମାନେେ ତୁରନ୍ତ ବିଶ୍ବାସ ପରିତ୍ଯାଗ କରନ୍ତି।

Mark 4:28
କାହାରି ସାହାୟ୍ଯ ବିନା ଭୂମି ଆପେ ଆପେ ଶସ୍ଯ ଉତ୍ପନ୍ନ କରେ। ପ୍ରଥମେ ଅଙ୍କୁର, ତା ପରେ କେଣ୍ଡା ହୁଏ। ତା'ପରେ କେଣ୍ଡାରୁ ପରିପୂର୍ଣ୍ଣ ଶସ୍ଯ ହୁଏ,

Mark 4:28
କାହାରି ସାହାୟ୍ଯ ବିନା ଭୂମି ଆପେ ଆପେ ଶସ୍ଯ ଉତ୍ପନ୍ନ କରେ। ପ୍ରଥମେ ଅଙ୍କୁର, ତା ପରେ କେଣ୍ଡା ହୁଏ। ତା'ପରେ କେଣ୍ଡାରୁ ପରିପୂର୍ଣ୍ଣ ଶସ୍ଯ ହୁଏ,

Mark 8:25
ଯୀଶୁ ପୁଣି ଥରେ ଅନ୍ଧଟିର ଆଖି ଉପରେ ହାତ ରଖିଲେ। ତା'ର ଆଖି ଭଲ ହାଇେ ଯାଇଥିଲା ଓ ସେ ସବୁକିଛି ସ୍ପଷ୍ଟ ଦେଖି ପାରୁଥିଲା।

Luke 8:12
ଯେଉଁ ବୀଜ ରାସ୍ତା କଡ ରେ ପଡିଥିଲା, ତାହା ସହେି ଲୋକମାନଙ୍କ ଭଳି, ଯେଉଁମାନେ ପରମେଶ୍ବରଙ୍କ ବାକ୍ଯ ଶୁଣନ୍ତି, କିନ୍ତୁ ତା'ପରେ ଶୟତାନ ଆ ସେ ତାହାଙ୍କ ହୃଦୟରୁ ଉପଦେଶ ବାହାର କରି ନଇଯାେଏ। ତେଣୁ ସହେି ଲୋକମାନେ ବିଶ୍ବାସ କରି ନପାରି ଉଦ୍ଧାର ପାଆନ୍ତି ନାହିଁ।

John 13:5
ତା'ପରେ ସେ ପାତ୍ର ରେ ଜଳ ଭର୍ତ୍ତି କଲେ ଓ ଶିଷ୍ଯମାନଙ୍କର ପାଦ ଧୋଇବା ଆରମ୍ଭ କଲେ। ସେ ଅଣ୍ଟା ରେ ବାନ୍ଧିଥିବା ତଉଲିଆ ରେ ସମାନଙ୍କେର ପାଦ ପୋଛିଲେ।

John 19:27
ତାପରେ ଯୀଶୁ ତାହାଙ୍କର ସହେି ଶିଷ୍ଯଙ୍କୁ କହିଲେ, ଦେଖ, ଏଠା ରେ ତୁମ୍ଭର ମାଆ। ତେଣୁ ଏହି ଶିଷ୍ଯ ଜଣକ ଯୀଶୁଙ୍କ ମାଆଙ୍କୁ ତାହାଙ୍କ ଘରକୁ ନଇଗେଲେ।

John 20:27
ତା'ପରେ ଯୀଶୁ ଥୋମାଙ୍କୁ କହିଲେ, ଏଠା ରେ ତୁମ୍ଭର ଆଙ୍ଗୁଳି ରଖ। ମାେ ହାତକୁ ଦେଖ। ମାେ କକ୍ଷଦେଶ ରେ ତୁମ୍ଭ ହାତ ରଖ। ଅବିଶ୍ବାସ ନକରି ବିଶ୍ବାସ କର।

1 Corinthians 12:28
ପରମେଶ୍ବରଙ୍କ ମଣ୍ଡଳୀ ରେ ପ୍ରଥମେ ପ୍ ରରେିତମାନଙ୍କୁ, ଦ୍ବିତୀୟ ରେ ଭବିଷ୍ଯଦ୍ ବକ୍ତାମାନଙ୍କୁ, ତୃତୀୟ ରେ ଶିକ୍ଷକମାନଙ୍କୁ, ସ୍ଥାନ ଦଇେଛନ୍ତି। ତା'ପରେ, ଆଶ୍ଚର୍ୟ୍ଯ କାର୍ୟ୍ଯ କରୁଥିବା ଲୋକଙ୍କୁ, ତା'ପରେ ପରୋପକାରୀଙ୍କୁ ତା'ପରେ ନତେୃତ୍ବ ନେଉଥିବା ବ୍ଯକ୍ତିଙ୍କୁ, ତା'ପରେ ବିଭିନ୍ନ ଭାଷା କହି ପାରୁଥିବା ଲୋକଙ୍କୁ ସ୍ଥାନ ଦଇେଛନ୍ତି।

1 Corinthians 15:5
ସେ କଫୋଙ୍କୁ ଓ ତା'ପରେ ବାରଜଣ ପ୍ ରରେିତଙ୍କୁ ଦଖାେ ଦେଲେ।

Occurences : 16

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்