Matthew 10:32
ଯଦି କହେି ଲୋକ ସମସ୍ତଙ୍କ ଆଗ ରେ ଠିଆ ହାଇେ କୁ ହେ ଯେ, ସେ ମାେତେ ବିଶ୍ବାସ କରେ ତବେେ ମୁଁ ମଧ୍ଯ ସ୍ବର୍ଗ ରେ ରହୁଥିବା ମାରେ ପରମପିତାଙ୍କ ଆଗ ରେ କହିବି ଯେ ସେ ମାରେ ନିଜ ଲୋକ।
Matthew 11:6
ଯେଉଁ ଲୋକ ମାେତେ ଗ୍ରହଣ କରେ, ସେ ଧନ୍ଯ।
Matthew 18:26
ଚ଼ାକରଟି ରାଜାଙ୍କ ଆଗ ରେ ଆଣ୍ଠୁମାଡ଼ି ବସି ପଡ଼ିଲା। ସେ ପ୍ରାର୍ଥନା କଲା, 'ଆପଣ ମାେ ପାଇଁ ର୍ଧୈୟ୍ଯବାନ ହୁଅନ୍ତୁ। ମୁଁ ଆପଣଙ୍କର ସମସ୍ତ ଋଣ ପରି ଶାଧେ କରି ଦବେି।'
Matthew 18:29
ତା'ପରେ ଦ୍ବିତୀୟ ଚ଼ାକର ତା ନିକଟରେ ଆଣ୍ଠୁମାଡ଼ି ବସି ପ୍ରାର୍ଥନା କଲା, 'ମାେ ପାଇଁ ର୍ଧୈୟ୍ଯ ଧର। ମୁଁ ଯାହା ନଇେଛି ସବୁତକ ଶୁଝି ଦବେି।'
Matthew 25:40
ସେତବେେଳେ ରାଜା ଉତ୍ତର ଦବେେ, 'ମୁଁ ତୁମ୍ଭକୁ ସତ୍ଯ କହୁଛି। ଏଠା ରେ ତୁମ୍ଭେ ମାରେ ଉପେକ୍ଷିତ ଭାଇମାନଙ୍କ ଭିତରୁ ଜଣଙ୍କ ପାଇଁ ଯାହା କିଛି କଲ, ତାହା ତୁମ୍ଭେ ମାେ ପାଇଁ କଲ।'
Matthew 25:45
ତାପରେ ରାଜା ଉତ୍ତର ଦବେେ, 'ମୁଁ ତୁମ୍ଭକୁ ସତ୍ଯ କହୁଅଛି, ଯେତବେେଳେ ଏଠା ରେ ତୁମ୍ଭେ ମାରେ ଉପେକ୍ଷିତ ଲୋକଙ୍କ ଭିତରୁ ଯେ କୌଣସି ଲୋକକୁ ସାହାୟ୍ଯ କରିବାକୁ ମନା କଲ, ତୁମ୍ଭେ ମାେତେ ସାହାୟ୍ଯ କରିବା ପାଇଁ ମନା କଲ!'
Matthew 26:31
ଯୀଶୁ ସମାନଙ୍କେୁ କହିଲେ, ଆଜି ରାତି ରେ ତୁମ୍ଭମାନେେ ମାେ ଉପରୁ ବିଶ୍ବାସ ହ ରଇେ ବସିବ। ଶାସ୍ତ୍ରମାନଙ୍କ ରେ ଏକଥା ଲୋଖାଅଛି: 'ମୁଁ ମଷେପାଳକଙ୍କୁ ମାରି ଦବେି ଏବଂ ମେଣ୍ଢାମାନେ ଏଣତେଣେେ ପଳଇବେେ।' ୟିଖରୀୟ 13:7
Mark 5:7
ଯୀଶୁ ଲହେି ଲୋକକୁ କହିଲେ, ରେ ଦୁଷ୍ଟାତ୍ମା, ଏହି ଲୋକ ଦହରେୁ ବାହାରି ଆ।
Mark 14:27
ଯୀଶୁ ଶିଷ୍ଯମାନଙ୍କୁ କହିଲେ, ତୁମ୍ଭମାନେେ ସମସ୍ତେ ତୁମ୍ଭମାନଙ୍କର ବିଶ୍ବାସ ହ ରଇେ ବସିବ। ଏହା ଶାସ୍ତ୍ର ରେ ଲଖାେ ଅଛି:
Luke 4:6
ଶୟତାନ ଯୀଶୁଙ୍କୁ କହିଲା, ମୁଁ ଏହିସବୁ ରାଜ୍ଯ ଏବଂ ସମାନଙ୍କେର ସମସ୍ତ କ୍ଷମତା ବିଭବ ତୁମ୍ଭକୁ ଦଇେ ଦବେି। ସଗେୁଡିକୁ ମାେତେ ଦିଆ ଯାଇଛି। ମୁଁ ଯାହାକୁ ଚାହିଁବି, ତାହାକୁ ଏ ସମସ୍ତ ଦଇପୋରିବି।
Occurences : 98
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்