No lexicon data found for Strong's number: 2185
2 Corinthians 10:13
ଆମ୍ଭକୁ ଯେଉଁ କାର୍ୟ୍ଯ ଦିଆଯାଇଛି, ତହିଁର ସୀମାଲଙ୍ଘନ କରି କଦାପି ଗର୍ବର କଥା କହିବୁ ନାହିଁ। ପରମେଶ୍ବରଙ୍କ ପ୍ରଦତ୍ତ କାମ ପାଇଁ ଆମ୍ଭେ ନିଜେ ଗର୍ବ ଅନୁଭବ କରିବୁ। ଏହି କାମ ତୁମ୍ଭମାନଙ୍କ ସହିତ ଆମ୍ଭର କାମକୁ ମଧ୍ଯ ଅନ୍ତଭୁର୍କ୍ତ କରେ।
2 Corinthians 10:14
ଆମ୍ଭେ ଅଧିକ ଗର୍ବ କରୁ ନାହୁଁ। ଆମ୍ଭେ ତୁମ୍ଭମାନଙ୍କ ପାଖକୁ ନ ଆସି ଥିଲେ ଆମ୍ଭେ ମିଛଟା ରେ ଅତ୍ଯଧିକ ପ୍ରଶଂସା ନଇେଥାନ୍ତୁ। କିନ୍ତୁ ବାସ୍ତବିକତା ଆମ୍ଭମାନେେ ଖ୍ରୀଷ୍ଟଙ୍କର ସୁସମାଚାର ସହିତ ତୁମ୍ଭମାନଙ୍କ ପାଖ ରେ ପହଁଚିଛୁ।
Occurences : 2
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்