No lexicon data found for Strong's number: 2199

Matthew 4:21
ଯୀଶୁ ସଠାରୁେ ଆଗକୁ ଚାଲିଲେ। ସେ ଦେଖିଲେ ଯେ ଜବଦେୀଙ୍କ ପୁଅ ଯାକୁବ ଓ ଯୋହନଙ୍କୁ ତାହାଙ୍କ ବାପାଙ୍କ ସହିତ ଡଙ୍ଗା ଉପରେ ବସି ଜାଲ ମରାମତି କରୁଛନ୍ତି। ଯୀଶୁ ସମାନଙ୍କେୁ ଡାକିଲେ।

Matthew 4:21
ଯୀଶୁ ସଠାରୁେ ଆଗକୁ ଚାଲିଲେ। ସେ ଦେଖିଲେ ଯେ ଜବଦେୀଙ୍କ ପୁଅ ଯାକୁବ ଓ ଯୋହନଙ୍କୁ ତାହାଙ୍କ ବାପାଙ୍କ ସହିତ ଡଙ୍ଗା ଉପରେ ବସି ଜାଲ ମରାମତି କରୁଛନ୍ତି। ଯୀଶୁ ସମାନଙ୍କେୁ ଡାକିଲେ।

Matthew 10:2
ସହେି ବାରଜଣ ଶିଷ୍ଯଙ୍କ ନାମ ଏହିଭଳି: ଶିମାନେ(ଯାହାଙ୍କୁ ପିତର ବୋଲି କୁହାୟାଏ), ତାହାଙ୍କ ଭାଇ ଆନ୍ଦ୍ରିୟ, ଜବଦେିଙ୍କ ପୁଅ ଯାକୁବ ଓ ତାହାଙ୍କ ଭାଇ ଯୋହନ।

Matthew 20:20
ତା'ପରେ ଜବଦେୀଙ୍କ ସ୍ତ୍ରୀ ଯୀଶୁଙ୍କ ନିକଟକୁ ଆସିଲେ। ତାହାଙ୍କର ପୁଅମାନେ ତାହାଙ୍କ ସହିତ ଥିଲେ। ସମାନଙ୍କେର ମାଆ ଯୀଶୁଙ୍କୁ ପ୍ରଣାମ କଲେ। ସେ ସମାନଙ୍କେ ପାଇଁ ଯୀଶୁଙ୍କୁ କିଛି ଅନୁରୋଧ କଲେ।

Matthew 26:37
ଯୀଶୁ ପିତର ଓ ଜବଦେୀଙ୍କ ଦୁଇ ପୁଅଙ୍କୁ ସାଙ୍ଗ ରେ ନେଲେ। ତା'ପରେ ଯୀଶୁ ଦୁଃଖ ଓ ବ୍ଯାକୁଳତା ଅନୁଭବ କଲେ।

Matthew 27:56
ସମାନଙ୍କେ ମଧିଅରେ ମଗ୍ଦଲିନୀ ମରିୟମ, ଯାକୁବ ଓ ଯୋଷଫଙ୍କେ ମାଆ ମରିୟମ ଓ ଜବଦେୀଙ୍କ ପୁତ୍ରମାନ(ଯାକୁବ ଓ ଯହେନ)ଙ୍କ ମାଆ ଥିଲେ।

Mark 1:19
ଯୀଶୁ ଗାଲିଲୀ ହ୍ରଦ କୂଳ ରେ ଚାଲିବାକୁ ଲାଗିଲେ। କିଛି ବାଟ ଗଲା ପରେ, ଜବଦେୀଙ୍କ ପୁତ୍ର ଯାକୁବ ଓ ତାହାଙ୍କ ଭାଇ ଯୋହନଙ୍କୁ ଦେଖିଲେ। ସେ ଦୁଇ ଭାଇ ନେ ୗକା ରେ ବସି ମାଛ ଧରିବା ପାଇଁ ଜାଲ ସଜାଡୁଥିଲେ।

Mark 1:20
ସହେି ଦୁଇ ଭାଇଙ୍କ ସହ, ଡଙ୍ଗା ରେ ସମାନଙ୍କେ ବାପା ଜବଦେୀ ଓ ଅନ୍ୟ ସାହାୟ୍ଯକାରୀ ଶ୍ରମିକମାନେ ଥିଲେ। ସହେି ଦୁଇ ଭାଇଙ୍କୁ ଦେଖିବା ମାତ୍ ରେ ଯୀଶୁ ସମାନଙ୍କେୁ ଆସିବାକୁ ଅନୁ ରୋଧ କଲେ। ସମାନେେ ସମାନଙ୍କେର ବାପା ଓ ଶ୍ରମିକମାନଙ୍କୁ ଛାଡି, ଯୀଶୁଙ୍କୁ ଅନୁସରଣ କଲେ।

Mark 3:17
ଜବଦେିଙ୍କ ପୁତ୍ର ଯାକୁବ ଓ ତାହାଙ୍କ ଭାଇ ଯୋହନ ( ଯେଉଁମାନଙ୍କୁ ସେ ବିନରେି ଗୋ୍ ଅର୍ଥାତ ମେଘ ଗର୍ଜ୍ଜନର ପୁତ୍ର ନାମ ଦେଲେ)।

Mark 10:35
ଜବଦେିଙ୍କ ପୁତ୍ର ଯାକୁବ ଓ ଯୋହନ ଯୀଶୁଙ୍କ ପାଖକୁ ଆସି କହିଲେ, ହେ ଗୁରୁ, ତୁମ୍ଭେ ଆମ୍ଭ ପାଇଁ କିଛି କର ବୋଲି ଆମ୍ଭେ ଚାହୁଁଛୁ।

Occurences : 12

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்