1 Corinthians 4:6
ଭାଇ ଓ ଭଉଣୀମାନେ! ଏ ସମସ୍ତ କହିଲା ବେଳେ ମୁଁ ଆପଲ୍ଲଙ୍କୁ ଓ ନିଜକୁ ଉଦାହରଣ ସ୍ବରୂପ ବ୍ଯବହାର କରୁଛି ଯେପରି ତୁମ୍ଭମାନେେ ଶାସ୍ତ୍ରାଂଶ ଶବ୍ଦ ଗୁଡ଼ିକର ଅର୍ଥ ଆମ୍ଭଠାରୁ ଜାଣିପାରିବ, ତବେେ ଶାସ୍ତ୍ର ରେ ଯାହା ଲଖାେ ଯାଇଛି କବଳେ ତହିଁର ବାଧ୍ଯ ହୁଅ। ତା' ହେଲେ ତୁମ୍ଭମାନେେ ଜରକ ନିମନ୍ତେ ଗର୍ବ କରିବ ନାହିଁ ବା ଅନ୍ୟଜଣକୁ ଘୃଣା କରିବ ନାହିଁ।
2 Corinthians 11:13
ସମାନେେ ସବୁବେଳେ ଦେଖଇବାକୁ ଚେଷ୍ଟା କରନ୍ତି ଯେ, ଯେଉଁ କାରଣ ପାଇଁ ଆମ୍ଭେ ଗର୍ବ କରୁଛୁ, ସମାନେେ ମଧ୍ଯ ସେଥିପାଇଁ ଗର୍ବ କରନ୍ତି। ସମାନେେ ଭଣ୍ଡ ପ୍ ରରେିତ। ସମାନେେ ପ୍ରତାରକ। ଲୋକେ ଯେପରି ସମାନଙ୍କେୁ ଖ୍ରୀଷ୍ଟଙ୍କର ପ୍ ରରେିତ ବୋଲି ଭାବିବେ, ଏଥିପାଇଁ ସମାନେେ ନିଜର ବେଶ ବଦଳାଇଥାନ୍ତି।
2 Corinthians 11:14
ଏହା ଆମ୍ଭକୁ ଆଶ୍ଚର୍ୟ୍ଯ ଲାଗୁ ନାହିଁ। କାରଣ ଏପରି କି ଶୟତାନ ନିଜେ ମଧ୍ଯ ତଜେସ୍ବୀ ସ୍ବର୍ଗଦୂତର ରୂପ ଧାରଣ କରେ।
2 Corinthians 11:15
ଅତଏବ, ତା'ର ସବେକମାନେ ଯଦି ଧାର୍ମିକତାର ସବେକରୂପ ଧାରଣ କରନ୍ତି, ଏହା କ'ଣ ଆଶ୍ଚର୍ୟ୍ଯର କଥା ? କିନ୍ତୁ ଶଷେ ରେ ସମାନେେ ତାଙ୍କ କର୍ମ ପାଇଁ ଅବଶ୍ଯ ଦଣ୍ଡ ପାଇବେ।
Philippians 3:21
ସେ ସ୍ବର୍ଗରୁ ଆସିବେ ଏବଂ ଯେଉଁ ଶକ୍ତି ବଳ ରେ ସବୁ ବିଷୟକୁ ନିଜ ଅଧୀନସ୍ଥ କରନ୍ତି, ସହେି ଶକ୍ତି ବଳ ରେ ସେ ଆମ୍ଭର ହୟେ, ଦହଗେୁଡ଼ିକୁ ପରିବର୍ତ୍ତନ କରି ତାଙ୍କ ନିଜର ଦହେ ଭଳି ଗୌରବମୟ କରି ଦବେେ।
Occurences : 5
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்