No lexicon data found for Strong's number: 3941
Acts 7:6
ପରମେଶ୍ବର ତାହାଙ୍କୁ ଏହିକଥା କହିଥିଲେ, 'ତୁମ୍ଭର ସନ୍ତାନମାନେ ବିଦେଶ ରେ ଦାସ କର୍ମ କରିବେ। ସମାନେେ ତାହାଙ୍କୁ ଚ଼ାରିଶହ ବର୍ଷ ପର୍ୟ୍ଯନ୍ତ ଖରାପ ବ୍ଯବହାର କରିବେ।'
Acts 7:29
ମାଶାେ ଏହାଶୁଣି ଅତିଶୀଘ୍ର ମିଶରରୁ ଚ଼ାଲିଗଲେ ଓ ମିଦିୟନ ଦେଶ ରେ ଜଣେ ବିଦେଶୀ ହାଇେ ରହିଲେ। ସଠାେରେ ତାହାଙ୍କର ଦୁଇଟି ପୁତ୍ର ଦେଲେ।
Ephesians 2:19
ଅତଏବ ତୁମ୍ଭମାନେେ ଏବେ ବିଦେଶୀ ଅବା ଅପରିଚିତ ବ୍ଯକ୍ତି ନୁହଁ ମାତ୍ର ତୁମ୍ଭେ ପରମେଶ୍ବରଙ୍କ ପବିତ୍ର ଲୋକଙ୍କ ସହିତ ସହନାଗରିକ ଓ ପରମେଶ୍ବରଙ୍କ ନିଜ ପରିବାରର ଲୋକ ଅଟ।
1 Peter 2:11
ପ୍ରିୟ ମିତ୍ରଗଣ, ତୁମ୍ଭମାନେେ ଏହି ଜଗତ ରେ ବିଦେଶୀ ଓ ପ୍ରବାସୀ ଲୋକ ଭାବରେ ଅଛ। ଅତଏବ ତୁମ୍ଭମାନଙ୍କର ଶରୀର ଇଚ୍ଛା କରୁଥିବା ମନ୍ଦ କାମଗୁଡ଼ିକରୁ ଦୂର ରେ ରୁହ। ଏହି କାମଗୁଡ଼ିକ ତୁମ୍ଭ ଆତ୍ମା ବିରୁଦ୍ଧ ରେ ସଂଘର୍ଷ କରନ୍ତି।
Occurences : 4
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்