Base Word
περιβλέπω
Short Definitionto look all around
Long Definitionto look around
Derivationfrom G4012 and G0991
Same asG0991
International Phonetic Alphabetpɛ.riˈβlɛ.po
IPA modpe̞.riˈvle̞.pow
Syllableperiblepō
Dictionpeh-ree-VLEH-poh
Diction Modpay-ree-VLAY-poh
Usagelook (round) about (on)

Mark 3:5
ତା'ପରେ ଯୀଶୁ ଲୋକମାନଙ୍କ ଆଡକୁ ରାଗ ରେ ଚାହିଁଲେ; କିନ୍ତୁ ସମାନଙ୍କେ ହୃଦୟର କଠିନତା ଲକ୍ଷ୍ଯ କରି ବହୁତ ଦୁଃଖୀ ହେଲେ। ଯୀଶୁ ସହେି ଲୋକଟିକୁ କହିଲେ, ତୁମ୍ଭ ହାତ ମାେତେ ଦଖାେଅ। ଲୋକଟି ଯୀଶୁଙ୍କ ଆଡକୁ ହାତଟି ବଢାଇ ଦଲୋ ଓ

Mark 3:34
ତା'ପରେ ଯୀଶୁ ତାହାଙ୍କ ଚାରି ପାଖ ରେ ବସିଥିବା ଲୋକମାନଙ୍କ ଆଡେ ଚାହିଁଲେ। ସେ କହିଲେ, ଏ ଲୋକମାନେ ମାରେ ମାଆ ଓ ଭାଇ।

Mark 5:32
କିନ୍ତୁ ଯୀଶୁ ତାହାଙ୍କୁ କେଉଁ ଲୋକ ଛୁଇଁଲା ବୋଲି ଚାରିଆଡକୁ ଦେଖିବାକୁ ଲାଗିଲେ।

Mark 9:8
ଏବଂ ସହେି ସମୟରେ ପିତର, ଯାକୁବ ଓ ଯୋହନ ତାରିଆଡକୁ ଚାହିଁଲେ କିନ୍ତୁ ସଠାେରେ ସମାନେେ ତାହାଙ୍କ ସହିତ କବଳେ ଯୀଶୁଙ୍କ ଛଡା ଆଉ କାହାରିକୁ ଦେଖିଲେ ନାହିଁ।

Mark 10:23
ଯୀଶୁ ଚାରି ଆଡେ ଚାହିଁ ଶିଷ୍ଯମାନଙ୍କୁ କହିଲେ, ଧନୀ ଲୋକମାନଙ୍କ ପକ୍ଷ ରେ ପରମେଶ୍ବରଙ୍କ ରାଜ୍ଯ ରେ ପ୍ରବେଶ କରିବା ବଡ କଠିନ ବିଷୟ।

Mark 11:11
ଯୀଶୁ ୟିରୁଶାଲମ ଆସି ମନ୍ଦିର ଭିତ ରେ ପ୍ରବେଶ କଲେ। ଯୀଶୁ ମନ୍ଦିର ରେ ପ୍ରେତ୍ୟକକ ବିଷୟ ପ୍ରତି ଦୃଷ୍ଟି ପକାଇଲେ। ସେତବେେଳକେୁ ବହୁତ ଡରେି ହାଇେ ଯାଇଥିଲା। ତେଣୁ ଯୀଶୁ ବାରଜଣ ପ୍ ରରେିତଙ୍କ ସହିତ ବେଥନିଆକୁ ଚାଲିଗଲେ।

Luke 6:10
ଯୀଶୁ ଚାରିଆଡକୁ ସମସ୍ତଙ୍କ ଉପରେ ଦୃଷ୍ଟି ପକଇେଲେ ଓ ପୁଣି ସହେି ଲୋକଟିକୁ କହିଲେ, ତୁମ୍ଭ ହାତ ବଢାଅ। ସେ ସହେିଭଳି କଲା ଓ ତା ହାତ ପୁଣି ସୁସ୍ଥ ହାଇଗେଲା।

Occurences : 7

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்