No lexicon data found for Strong's number: 4317

Luke 9:41
ତା'ପରେ ଯୀଶୁ କହିଲେ, ତୁମ୍ଭମାନେେ ବିଶ୍ବାସ ବିହିନ ଜୀବନ ଯାପନ କରୁଛ ଓ କୁପଥଗାମୀ ହେଉଛ। ଆଉ କେତେ ଦିନ ପର୍ୟ୍ଯନ୍ତ ମୁଁ ତୁମ୍ଭମାନଙ୍କ ସହିତ ରହିଥିବି? ତା'ପରେ ଯୀଶୁ ଲୋକଟିକୁ କହିଲେ, ତୁମ୍ଭ ପୁଅକୁ ଏଠାକୁ ଆଣ।

Acts 16:20
ସମାନଙ୍କେୁ ନଗରପାଳମାନଙ୍କ ପାଖ ରେ ପହଞ୍ଚାଇ କହିଲେ, ଏମାନେ ଯିହୂଦୀ ଯେଲାକ। ଏମାନେ ଆମ୍ଭ ନଗର ରେ ବହୁତ ଉପଦ୍ରବ ସୃଷ୍ଟି କରୁଛନ୍ତି।

Acts 27:27
ଝଡ଼ର ଚ଼ଉଦ ଦିନ ରେ ପ୍ରାୟ ମଧ୍ଯ ରାତ୍ରି ସମୟରେ ଆମ୍ଭ ଜାହାଜ ଆଦ୍ରିଯା ସମୁଦ୍ରର ପାଖ ରେ ଭାସୁଥିଲା। ଆମ୍ଭ ନାବିକମାନେ କୌଣସି ସ୍ଥଳ ଭାଗ ରେ ନିକଟବର୍ତ୍ତୀ ହାଇେଛନ୍ତି ବୋଲି ସନ୍ଦହେ କଲେ।

1 Peter 3:18
ଖ୍ରୀଷ୍ଟ ନିଜେ ତୁମ୍ଭ ପାଇଁ ମଲେ। ସହେି ମୂଲ୍ଯ ତୁମ୍ଭର ପାପ ପାଇଁ ମୂଲ୍ଯ ଦଲୋ। ସେ ନିଜେ ଦୋଷୀ ନ ଥିଲେ କିନ୍ତୁ ଦୋଷୀ ଲୋକଙ୍କ ଲାଗି ମୃତ୍ଯୁ ବରଣ କଲେ। ସେ ତୁମ୍ଭ ସମସ୍ତଙ୍କୁ ପରମେଶ୍ବରଙ୍କ ପାଖକୁ ଆଣିବା ପାଇଁ ଏପରି କଲେ। ତାହାଙ୍କର ଶରୀରକୁ ବଧ କରାଗଲା, କିନ୍ତୁ ଆତ୍ମା ରେ ସେ ପୁନର୍ଜୀବିତ ହେଲେ,

Occurences : 4

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்