Base Word
συζητέω
Short Definitionto investigate jointly, i.e., discuss, controvert, cavil
Long Definitionto seek or examine together
Derivationfrom G4862 and G2212
Same asG2212
International Phonetic Alphabetsy.zeˈtɛ.o
IPA modsju.ze̞ˈte̞.ow
Syllablesyzēteō
Dictionsoo-zay-TEH-oh
Diction Modsyoo-zay-TAY-oh
Usagedispute (with), enquire, question (with), reason (together)

Mark 1:27
ଏହା ଦେଖି ଲୋକେ ଆଶ୍ଚର୍ୟ୍ଯ ହାଇଗେଲେ। ସମାନେେ ପରସ୍ପର କୁହାକୁହି ହେଲେ, ଏଠା ରେ କ'ଣ ସବୁ ଘଟୁଛି? ଏ ଲୋକଟି ଆମ୍ଭକୁ କିଛି ନୂଆ ଶିକ୍ଷା ଦେଉଛି। ଏବଂ ସେ ଅଧିକାର ସହିତ ଶିକ୍ଷା ଦେଉଛି। ସେ ଭୂତମାନଙ୍କୁ ମଧ୍ଯ ଆଜ୍ଞା ଦେଉଛି ଓ ଭୂତମାନେ ତା' କଥା ମାନୁଛନ୍ତି।

Mark 8:11
ଫୀରୂଶୀମାନେ ଯୀଶୁଙ୍କ ପାଖକୁ ଆସି ଯୀଶୁଙ୍କୁ ପରୀକ୍ଷା କରିବାକୁ ପ୍ରଶ୍ନ ପଚାରିଲେ। ସମାନେେ ଯୀଶୁଙ୍କୁ ପରୀକ୍ଷା କରିବାକୁ ଚାହୁଁଥିଲେ। ତେଣୁ ସମାନେେ ଯୀଶୁଙ୍କୁ, ସେ ପରମେଶ୍ବରଙ୍କ ପାଖରୁ ଆସିଛନ୍ତି ବୋଲି ପ୍ରମାଣିତ କରୀବା ପାଇଁ ଆଶ୍ଚର୍ୟ୍ଯ-କର୍ମ କରିବାକୁ କହିଲେ।

Mark 9:10
ତେଣୁ ଶିଷ୍ଯମାନେ ଯୀଶୁଙ୍କ କଥା ମାନିଲେ ଓ ସମାନେେ ଯାହା ଦେଖିଲେ ତାହା କାହାରି ଆଗ ରେ ପ୍ରକାଶ କଲେ ନାହିଁ। କିନ୍ତୁ ସମାନେେ କଥାବାର୍ତ୍ତା କରୁଥିଲେ ଯେ ମୃତ୍ଯୁରୁ ପୁନରୁଥିତ ହବୋର ଅର୍ଥ କ'ଣ?

Mark 9:14
ତା'ପରେ ଯୀଶୁ ପିତର, ଯାକୁବ ଓ ଯୋହନ ଅନ୍ୟ ଶିଷ୍ଯମାନଙ୍କ ପାଖକୁ ଗଲେ। ସମାନେେ ଦେଖିଲେ ଯେ ଅନକେ ଲୋକ ସମାନଙ୍କେୁ ଘରେି ରହିଛନ୍ତି। ସମାନଙ୍କେ ସହିତ ଧର୍ମଶାସ୍ତ୍ରୀମାନେ ୟୁକ୍ତିତର୍କ କରୁଛନ୍ତି।

Mark 9:16
ଯୀଶୁ ପଚାରିଲେ, ତୁମ୍ଭମାନେେ ଧର୍ମଶାସ୍ତ୍ରୀମାନଙ୍କ ସହିତ କେଉଁ ବିଷୟ ରେ ୟୁକ୍ତିତର୍କ କରୁଥିଲ?

Mark 12:28
ଜଣେ ଧର୍ମଶାସ୍ତ୍ରୀ ଯୀଶୁଙ୍କ ପାଖକୁ ଆସିଲେ। ସାଦ୍ଦୁକୀ ଓ ଫାରୂଶୀମାନଙ୍କ ସହିତ ଯୀଶୁଙ୍କୁ ୟୁକ୍ତିତର୍କ କରୁଥିବାର ସେ ଶୁଣିଲେ। ସେ ଦେଖିଲେ ଯେ, ଯୀଶୁ ସମାନଙ୍କେ ପ୍ରଶ୍ନର ଯଥାର୍ଥ ଉତ୍ତର ଦଇେଛନ୍ତି। ତେଣୁ ସେ ଯୀଶୁଙ୍କୁ ପଚାରିଲେ, କେଉଁ ଆଦେଶଟି ସବୁଠାରୁ ଅଧିକ ମହତ୍ତ୍ବପୂର୍ଣ୍ଣ?

Luke 22:23
ତା'ପରେ ପ୍ ରରେିତମାନେ ପରସ୍ପର ପଚରା ଉଚରା ହେଲେ, ଆମ୍ଭ ଭିତରୁ କିଏ ଯୀଶୁଙ୍କ ପ୍ରତି ଏପରି ଆଚରଣ କରିବ?

Luke 24:15
ସେ ସବୁ ବିଷୟ ସମାନେେ ଆଲୋଚନା କଲା ବେଳେ ନିଜେ ଯୀଶୁ ତାହାଙ୍କ ପାଖକୁ ଆସିଲେ ଓ ତାହାଙ୍କ ସହିତ ଚାଲିବାକୁ ଲାଗିଲେ।

Acts 6:9
କେତକେ ଯିହୂଦୀ ଆସି ସ୍ତିଫାନଙ୍କ ସହିତ ୟୁକ୍ତିତର୍କ କଲେ। ସମାନେେ କୁରୀଣୀୟ, ଲିବର୍ତ୍ତାନ, କିଲିକାଆ ଓ ଏସିଆ ଦେଶର ଯିହୂଦୀ ଥିଲେ। ସମାନେେ ଯିହୂଦୀମାନଙ୍କର ଆଲକଜୋଣ୍ଡ୍ରୀୟ ସମାଜଗୃହର ସଭ୍ଯ ଥିଲେ।

Acts 9:29
ସେ ଗ୍ରୀକ୍ ଭାଷାଭାଷୀ ଯିହୂଦୀମାନଙ୍କ ସହିତ କଥାବାର୍ତ୍ତା କରୁଥିଲେ, ଏବଂ ବାଦାନୁବାଦ ମଧ୍ଯ କରୁଥିଲେ। କିନ୍ତୁ ସମାନେେ ତାହାଙ୍କୁ ମାରିବା ପାଇଁ ଚେ଼ଷ୍ଟା କଲେ।

Occurences : 10

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்