Matthew 12:20
ନଇଁ ପଡ଼ିଥିବା ଛେଚ଼ାନଳର କାଣ୍ଡଟି ସେ ଭାଙ୍ଗିବେ ନାହିଁ କି ଲିଭି ଆସୁଥିବା ଦୀପଟିକୁ ସେ ଲିଭଇବେେ ନାହିଁ। ନ୍ଯାୟର ବିଜୟ ନ ହବୋ ପର୍ୟ୍ଯନ୍ତ ସେ ଅଟଳ ରହିବେ।
Mark 5:4
କାରଣ ତାହାକୁ ଅଧିକାଂଶ ସମୟରେ ହାତକଡି ଓ ବଡେି ଦ୍ବାରା ବାନ୍ଧି ଦିଆଯାଉଥିଲା। କିନ୍ତୁ ସେ ହାତକଡିକୁ ଛିଣ୍ଡାଇ ଖାଲିେ ଦେଉଥିଲା ଓ ଶିକୁଳିକୁ ଖଣ୍ଡ-ଖଣ୍ଡ କରି ଛିଣ୍ଡାଇ ଦେଉଥିଲା। କହେି ହେଲେ ତାକୁ ନିୟନ୍ତ୍ରିତ କରିପାରୁ ନ ଥିଲେ।
Mark 14:3
ଯୀଶୁ ବେଥନିଆ ରେ କୁଷ୍ଠ ରୋଗୀ ଶିମାନଙ୍କେ ଘ ରେ ଖାଇବାକୁ ବସିଥିବା ସମୟରେ ଜଣେ ସ୍ତ୍ରୀ ଲୋକ ତାହାଙ୍କ ପାଖକୁ ଆସିଲା। ସେ ଗୋଟିଏ ଧଳା, ଚିକ୍କଣ ସ୍ପଟିକ ସିଲଖଡି ପାତ୍ର ରେ ବହୁମୁଲ୍ଯ ଅତର ଭର୍ତ୍ତି କରି ଆଣିଥିଲା। ସେ ଅତର ଖାଣ୍ଟି କଟାମାଂସରୁ ତିଆରି ହାଇେଥିଲା। ସ୍ତ୍ରୀ ଲୋକଟି ପାତ୍ରଟି ଖାଲିଦେଇେ ସବୁତକ ଅତର ଯୀଶୁଙ୍କ ମୁଣ୍ଡ ରେ ଢାଳି ଦଲୋ।
Luke 4:18
ପ୍ରଭୁଙ୍କ ଆତ୍ମା ମାେ' ଠା ରେ ଅଛି। ଦୀନହୀନ ଲୋକଙ୍କ ନିକଟରେ ସୁସମାଚାର ପ୍ରଚାର କରିବା ପାଇଁ ପରମେଶ୍ବର ମାେତେ ବାଛିଛନ୍ତି। ବନ୍ଦୀମାନେ ଯେ ମୁକ୍ତ ହାଇେ ପାରିଛନ୍ତି, ଏହା ସମାନଙ୍କେୁ ଶୁଣାଇବା ପାଇଁ ଅନ୍ଧମାନେ ପୁଣି ଦେଖିପାରିବେ ବୋଲି ସମାନଙ୍କେୁ କହିବା ପାଇଁ, ଦୁଃଖ ଦୁର୍ଦ୍ଦଶାଗ୍ରସ୍ତ ଲୋକଙ୍କ ଦୁଃଖ ଦୂର କରିଦବୋକୁ
Luke 9:39
ସେ ମାରେ ଏକମାତ୍ର ସନ୍ତାନ। ଶୟତାନଠାରୁ ଗୋଟିଏ ଭୂତ ଆସି ତାକୁ କବଳିତ କରି ନେଉଛି ଏବଂ ତା'ପରେ ପୁଅ ଚିତ୍କାର କରି ଉଠୁଛି। ସେ ତା' ନିଜର ନିୟନ୍ତ୍ରଣ ହ ରଇେ ବସୁଛି। ତା ମୁହଁରୁ ଫଣେ ବାହାରି ପଡୁଛି। ସେ ଭୂତ ତାକୁ ବାରମ୍ବାର ୟନ୍ତ୍ରଣା ଦେଉଛି ଓ ପ୍ରାୟ ତାକୁ ଛାଡି ଯାଉନାହିଁ।
John 19:36
ଏସବୁ ଘଟିଛି, ଅତଏବ ଧର୍ମଶାସ୍ତ୍ର ରେ ଯାହା ଲଖାେ ଅଛି, ତାହା ସତ୍ଯ ହବେ, ତାହାଙ୍କର ଗୋଟିଏ ହାଡ ମଧ୍ଯ ଭାଙ୍ଗି ୟିବ ନାହିଁ।
Romans 16:20
ଶାନ୍ତିର ସୋର୍ତ ପରମେଶ୍ବର ଶୀଘ୍ର ଶୟତାନକୁ ହରାଇବେ ଓ ତା' ଉପରେ ତୁମ୍ଭମାନଙ୍କୁ ଶକ୍ତି ପ୍ରଦାନ କରିବେ। ଆମ୍ଭର ପ୍ରଭୁ ଯୀଶୁଙ୍କର ଅନୁଗ୍ରହ ତୁମ୍ଭମାନଙ୍କ ସହିତ ରହୁ।
Revelation 2:27
ସେ ଲୌହଦଣ୍ଡ ରେ ସମାନଙ୍କେୁ ଶାସନ କରିବ। ସେ ସମାନଙ୍କେୁ ମାଟିପାତ୍ର ଭଳି ଭାଙ୍ଗି ଖଣ୍ଡ-ଖଣ୍ଡ କରିଦବେ। ଗୀତସଂହିତା 2:9
Occurences : 8
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்