No lexicon data found for Strong's number: 5040

John 13:33
ଯୀଶୁ କହିଲେ, ମାରେ ସନ୍ତାନମାନେ, ମୁଁ ତୁମ୍ଭମାନଙ୍କ ସହିତ ମାତ୍ର ଅଳ୍ପ ସମୟ ପାଇଁ ରହିବି। ତୁମ୍ଭେ ମାେତେ ଖାଜେିବ। ମୁଁ ଯିହୂଦୀମାନଙ୍କୁ ଯାହା କହିଛି, ତାହା ମୁଁ ବର୍ତ୍ତମାନ ତୁମ୍ଭକୁ କହୁଛି। ମୁଁ ଯେଉଁଠିକୁ ଯାଉଛି, ତୁମ୍ଭେ ସଠାେକୁ ଆସିପାରିବ ନାହିଁ।

Galatians 4:19
ମାେ ପ୍ରିୟ ସନ୍ତାନଗଣ ! ମୁଁ ତୁମ୍ଭମାନଙ୍କ ପାଇଁ ପୁଣି ଥରେ ଜଣେ ମା' ପରି ପ୍ରସବବଦନୋ ଅନୁଭବ କରୁଛି ଓ ତୁମ୍ଭମାନେେ ଯେପର୍ୟ୍ଯନ୍ତ ପ୍ରକୃତ ରେ ଖ୍ରୀଷ୍ଟ ଯୀଶୁଙ୍କ ଭଳି ନ ହାଇେଛ, ସପେର୍ୟ୍ଯନ୍ତ ମୁଁ ଏପ୍ରକାର କଷ୍ଟ ଅନୁଭବ କରୁଥିବି।

1 John 2:1
ମାରେପ୍ରିୟ ପିଲାମାନେ, ମୁଁ ଏହିସବୁ ତୁମ୍ଭମାନଙ୍କୁ ଲେଖୁଅଛି ଯେପରି, ତୁମ୍ଭମାନେେ ପାପ ନ କର। କିନ୍ତୁ ଯଦି କହେି ପାପ କରେ, ଆମ୍ଭର ଯୀଶୁ ଖ୍ରୀଷ୍ଟ ୟିଏ କି ଧାର୍ମିକ ଓ ୟିଏ ପିତାଙ୍କ ଛାମୁ ରେ ଆମ୍ଭମାନଙ୍କର ସପକ୍ଷବାଦୀ ; ସେ ଆମ୍ଭମାନଙ୍କୁ ସାହାୟ୍ଯ କରିବେ।

1 John 2:12
ପ୍ରିୟ ପିଲାମାନେ, ତୁମ୍ଭମାନଙ୍କ ପାପ ଖ୍ରୀଷ୍ଟଙ୍କ ଦ୍ବାରା କ୍ଷମା କରାଯାଇଥିବା କାରଣରୁ ମୁଁ ତୁମ୍ଭମାନଙ୍କୁ ଲେଖୁଛି।

1 John 2:28
ପ୍ରିୟ ପିଲାମାନେ, ତାହାଙ୍କଠା ରେ ରୁହ। ଏହା କଲେ, ଖ୍ରୀଷ୍ଟ ଯେଉଁଦିନ ଆସିବେ ଆମ୍ଭମାନେେ ଭରସାୟୁକ୍ତ ହାଇେ ଭୟ କରିବା ନାହିଁ। ଯେଉଁଦିନ ସେ ଆସିବେ, ସହେିଦିନ ଆମ୍ଭକୁ ଲଜ୍ଜିତ ହବୋକୁ କିମ୍ବା ଆତ୍ମଗୋପନ କରିବାକୁ ପଡ଼ିବ ନାହିଁ।

1 John 3:7
ପ୍ରିୟ ପିଲାମାନେ, କହେି ତୁମ୍ଭମାନଙ୍କୁ ମନ୍ଦ ପଥରେ ୟିବା ପାଇଁ ନ ଭୁଲାଉ। ଖ୍ରୀଷ୍ଟ ଧାର୍ମିକ ଅଟନ୍ତି। ତେଣୁ ଯେକହେି ଖ୍ରୀଷ୍ଟଙ୍କ ପରି ଉତ୍ତମ ହବୋକୁ ଇଚ୍ଛା କରେ, ସେ ଉଚିତ କର୍ମ କରୁ।

1 John 3:18
ପ୍ରିୟ ପିଲାମାନେ, ଆମ୍ଭର ପ୍ ରମେ କବଳେ ଶବ୍ଦ ଓ କଥା ମଧିଅରେ ସୀମିତ ରହିବା ଉଚିତ ନୁହେଁ।

1 John 4:4
ପିଲାମାନେ !ତୁମ୍ଭମାନେେ ପରମେଶ୍ବରଙ୍କର ଅଟ। ସେଥିପାଇଁ ତୁମ୍ଭମାନେେ ସମାନଙ୍କେୁ (ଭଣ୍ଡ ଶିକ୍ଷକମାନଙ୍କୁ) ପରାସ୍ତ କରିଛ କାରଣ ତୁମ୍ଭ ମଧିଅରେ ଯେ ଅଛନ୍ତି, ସେ ଜାଗତିକ ଲୋକମାନଙ୍କଠା ରେ ଥିବା ଶୟତାନଠାରୁ ମଧ୍ଯ ମହାନ୍।

1 John 5:21
ତେଣୁ ପ୍ରିୟ ପିଲାମାନେ, ତୁମ୍ଭମାନେେ ସବୁ ନିଜ ନିଜକୁ ଭଣ୍ଡ ଦବେତାମାନଙ୍କଠାରୁ ଦୂର ରେ ରଖ।

Occurences : 9

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்