No lexicon data found for Strong's number: 5111

Matthew 22:46
ଜଣେ ହେଲେ ଫାରୂଶୀ ଯୀଶୁଙ୍କ ପ୍ରଶ୍ନର ଉତ୍ତର ଦଇେ ପାରିଲେ ନାହିଁ। ସହେି ଦିନ ଠାରୁ ଯୀଶୁଙ୍କୁ ଆଉ କୌଣସି ପ୍ରଶ୍ନ ପଚ଼ାରି ଫାନ୍ଦ ରେ ପକାଇବାକୁ କହେି ହେଲେ ଚ଼ଷ୍ଟା କରିବାକୁ ସାହାସ କଲନୋହିଁ।

Mark 12:34
ଯୀଶୁ ଦେଖିଲେ ଯେ ଲୋକଟି ବୁଝିବିଚାରି ଜ୍ଞାନୀ ଭଳି ଉତ୍ତର ଦଇେଛି। ସେ ତାହାକୁ କହିଲେ, ତୁମ୍ଭେ ପରମେଶ୍ବରଙ୍କ ରାଜ୍ଯଠାରୁ ଦୂର ରେ ନାହଁ। ଏହା ପରେ ଆଉ କହେି ହେଲେ ଯୀଶୁଙ୍କୁ କୌଣସି ଅଧିକ ପ୍ରଶ୍ନ ପଚାରିବାକୁ ସାହସ କଲେ ନାହିଁ।

Mark 15:43
ହାରାମାଥୀଯାର ୟହୁଦୀ ୟୋ ସଫେ ମହାସଭାର ଜଣେ ସମ୍ମାନିତ ସଦସ୍ଯ ଥିଲେ ଓ ସେ ପରମେଶ୍ବରଙ୍କ ରାଜ୍ଯ ଆସୁ ବୋଲି ଚାହୁଁଥିଲେ। ସେ ସାହସର ସହିତ ପୀଲାତଙ୍କ ପାଖକୁ ଯାଇ ଯୀଶୁଙ୍କ ଶବକୁ ମାଗିଲେ।

Luke 20:40
ଯୀଶୁଙ୍କୁ ଆଉ ଅଧିକ ପ୍ରଶ୍ନ ପଚାରିବାକୁ କହେି ସାହସ କଲନୋହିଁ।

John 21:12
ଯୀଶୁ ସମାନଙ୍କେୁ କହିଲେ, ଆସ ଓ ଖାଅ। ଶିଷ୍ଯମାନଙ୍କ ଭିତ ରେ କହେି ଜଣେ ହେଲେ ପଚାରିବା ପାଇଁ ସାହାସ କଲେ ନାହିଁ, ତୁମ୍ଭେ କିଏ? କାରଣ ସମାନେେ ଜାଣିଥିଲେ ଯେ, ସେ ପ୍ରଭୁ।

Acts 5:13
ସମାନଙ୍କେ ସହିତ ଏକତ୍ର ଠିଆ ହବୋପାଇଁ କହେି ହେଲେ ସାହାସ କଲେ ନାହିଁ। ସବୁଲୋକ ପ୍ ରରେିତମାନଙ୍କର ଖୁବ୍ ପ୍ରଶଂସା କଲେ।

Acts 7:32
'ମୁଁ ତୁମ୍ଭ ପୂର୍ବପୁରୁଷମାନଙ୍କର ପରମେଶ୍ବର। ଅବ୍ରହାମ, ୟିସ୍ହାକ ଓ ଯାକୁବର ପରମେଶ୍ବର।' ଏହାଶୁଣି ମାଶାେ ଭୟ ରେ ଥରିଲେ ଓ ଆଉ ଦେଖିବା ପାଇଁ ସାହାସ କଲେ ନାହିଁ।

Romans 5:7
ଅନ୍ୟ ଲୋକ ଯେତେ ଭଲ ହେଲେ ମଧ୍ଯ, ଖୁବ କମ୍ ଲୋକ ଅନ୍ୟକୁ ବଞ୍ଚାଇବା ପାଇଁ ମୃତ୍ଯୁ ବରଣ କରିବେ। ଯଦି ଲୋକଟି ଧାର୍ମିକ ହାଇେ ଥାଏ, ତବେେ ତା ନିମନ୍ତେ କିଏ ଜଣେ ମୃତ୍ଯୁ ବରଣ କରିବା ପାଇଁ ସାହାସ କରିବ।

Romans 15:18
ମୁଁ ନିଜେ କରିଥିବା କାର୍ୟ୍ଯ ବିଷୟ ରେ କିଛି କହିବି ନାହିଁ। ମୁଁ କବଳେ ସହେି କଥା ଗୁଡିକ କହିବି, ଯାହା ଖ୍ରୀଷ୍ଟୟିଶୁ ମାେ ଦ୍ବାରା କରିଛନ୍ତି ୟବ୍ଦ୍ବାରା ଅଣଯିହୂଦୀମାନେ ପରମେଶ୍ବରଙ୍କ ବାଧ୍ଯ ହବେେ। ସମାନେେ ମାେ କଥା ଓ କାର୍ୟ୍ଯ ପାଇଁ ପରମେଶ୍ବରଙ୍କୁ ମାନିଛନ୍ତି।

1 Corinthians 6:1
ଯେତବେେଳେ ତୁମ୍ଭର ଅନ୍ୟ ଖ୍ରୀଷ୍ଟ ବିଶ୍ବାସୀ ବିରୁଦ୍ଧ ରେ ଅଭିଯୋଗ ଥାଏ, ସେତବେେଳେ ତୁମ୍ଭମାନେେ କାହିଁକି ବିଚାରାଳୟର ବିଚାରପତି ନିକଟକୁ ଯାଅ ? ପରମେଶ୍ବରଙ୍କ ଦୃଷ୍ଟି ରେ ସମାନେେ ଧାର୍ମିକ ନୁହଁନ୍ତି। ତେଣୁ ସୁବିଚାର ନିମନ୍ତେ ପରମେଶ୍ବରଙ୍କ ଲୋକ ନିକଟକୁ ନ ଯାଇ ବିଜାତୀୟ ଲୋକ ପାଖକୁ ୟିବାକୁ ଲଜ୍ଜାବୋଧ ହୁଏ ନାହିଁ କି ?

Occurences : 16

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்