No lexicon data found for Strong's number: 824

Luke 23:41
ତୁ ଓ ମୁଁ ଉଭୟ ଅପରାଧୀ। ଆମ୍ଭେ ଦୋଷ କରିଥିଲୁ। ତେଣୁ ଆମ୍ଭେ ଯାହା ପାଇବାକୁ ଯୋଗ୍ଯ ଆମ୍ଭେ ତାହା ପାଇଛୁ। କିନ୍ତୁ ଏହି ଲୋକ କୌଣସି ଦୋଷ କରି ନାହାନ୍ତି।

Acts 25:5
ତୁମ୍ଭମାନଙ୍କ ମଧ୍ଯରୁ କେତକେ ନେତା ମଧ୍ଯ ମାେ ସହିତ ଚ଼ାଲନ୍ତୁ। ଯଦି ପାଉଲ କିଛି ଭୁଲ୍ କରିଛନ୍ତି, ତବେେ ସମାନେେ ତାହାଙ୍କ ବିରୁଦ୍ଧ ରେ ଅଭିଯୋଗ ଆଣନ୍ତୁ।

Acts 28:6
ଲୋକେ ଆଶା କରିଥିଲେ ସେ ଫୁଲି ୟିବା ବା ତଳେ ପଡ଼ି ମରିୟିବ। କିନ୍ତୁ ବହୁତ ସମୟ ପରେ ମଧ୍ଯ ତାହାଙ୍କର କିଛି କ୍ଷତି ହବୋର ସମାନେେ ଦେଖିଲେ ନାହିଁ। ତେଣୁ ପାଉଲଙ୍କ ପ୍ରତି ସମାନଙ୍କେର ଧାରଣା ବଦଳିଗଲା। ତାହାଙ୍କୁ ପରମେଶ୍ବର ବୋଲି ଭାବିଲେ।

2 Thessalonians 3:2
ଆହୁରି ମଧ୍ଯ ପ୍ରାର୍ଥନା କର, ଯେ ଆମ୍ଭେ ଭ୍ରଷ୍ଟ ଓ ମନ୍ଦ ଲୋକମାନଙ୍କଠାରୁ ଯେପରି ସୁରକ୍ଷିତ ରହୁ। (କାରଣ ସମସ୍ତଙ୍କର ତ ପ୍ରଭୁଙ୍କଠା ରେ ବିଶ୍ବାସ ନ ଥାଏ।)

Occurences : 4

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்