Base Word
βίος
Short Definitionlife, i.e., (literally) the present state of existence; by implication, the means of livelihood
Long Definitionlife
Derivationa primary word
Same as
International Phonetic Alphabetˈβi.os
IPA modˈvi.ows
Syllablebios
DictionVEE-ose
Diction ModVEE-ose
Usagegood, life, living

Mark 12:44
କାରଣ ଧନୀ ଲୋକମାନଙ୍କ ପାଖ ରେ ପ୍ରଚୁର ଅଛି। ସମାନେେ ତାହାଙ୍କର ଦରକାର ନଥିବା ବଳକା ଅର୍ଥରୁ ହିଁ ଦାନ ଦଇେଛନ୍ତି। କିନ୍ତୁ ଏହି ବିଧବାଟି ବହୁତ ଗରିବ। ଏହି ଗରିବଟି ନିକଟରେ ଯାହା ଥିଲା, ସେ ସବୁତକ ଦାନ ସ୍ବରୂପ ଦଇେ ଦଇେଛି। ତାର ଚଳିବା ପାଇଁ ସତେିକି ମାତ୍ର ସମ୍ବଳ ଥିଲା।

Luke 8:14
ଯେଉଁ ବୀଜ କଣ୍ଟା ବୁଦା ରେ ପଡିଥିଲା, ତାହା ସହେି ଲୋକମାନଙ୍କ ଭଳି, ଯେଉଁମାନେ ପରମେଶ୍ବରଙ୍କ ବାକ୍ଯ ଶୁଣନ୍ତି କିନ୍ତୁ ଚିନ୍ତା, ଧନ, ସମ୍ପତ୍ତି, ଜୀବନର ଭୋଗ ବିଳାସ ଆଦି ସମାନଙ୍କେୁ ବଢିବାରୁ ବାଧାଦିଏ। ତା' ଫଳ ରେ ସେଥିରୁ ଭଲ ଫଳ ମିଳି ପା ରନୋହିଁ।

Luke 8:43
ସଠାେରେ ଜଣେ ସ୍ତ୍ରୀ ଲୋକ ମଧ୍ଯ ଥିଲା। ତା'ର ବାର ବର୍ଷ ହେଲା ରକ୍ତସ୍ରାବ ହେଉଥିଲା। ସେ ତାର ସମସ୍ତ ଅର୍ଥ ଔଷଧ ରେ ଖର୍ଚ୍ଚ କରି ସାରିଥିଲା। କିନ୍ତୁ କୌଣସି ଡାକ୍ତର ତାକୁ ଭଲ କରିଦବୋ ପାଇଁ ସମର୍ଥ ହାଇେ ନଥିଲେ।

Luke 15:12
ଦିନେ ସାନ ପୁଅ ତା' ବାପାଙ୍କୁ କହିଲା, 'ବାପା, ତୁମ୍ଭେ ମତେ ତୁମ୍ଭର ସବୁ ସମ୍ପତ୍ତିରୁ ମାେ ଭାଗତକ ଦଇଦେିଅ।' ତେଣୁ ତା' ବାପା ତାହାଙ୍କର ସବୁ ସମ୍ପତ୍ତିକୁ ଦୁଇ ପୁଅଙ୍କ ମଧିଅରେ ବାଣ୍ଟି ଦେଲେ।

Luke 15:30
କିନ୍ତୁ ତୁମ୍ଭର ଏହି ପୁଅଟି ତୁମ୍ଭର ସବୁତକ ସମ୍ପତ୍ତି ବେଶ୍ଯାମାନଙ୍କ ପାଇଁ ନଷ୍ଟ କରି ଦଇେଛି। ତା' ପରେ ସେ ଘରକୁ ଫରେି ଆସିଲା। ଆଉ ତା' ପାଇଁ ତୁମ୍ଭେ ମାଟୋ ବାଛୁରୀଟିକୁ ମାରିଲ!'

Luke 21:4
ଧନୀଲୋକମାନଙ୍କର ପ୍ରଚୁର ଅର୍ଥ ଅଛି। ସମାନେେ ସମାନଙ୍କେର ଦରକାର ନଥିବା ଅର୍ଥ ଦାନ କଲେ। ଏ ସ୍ତ୍ରୀଲୋକଟି ବହୁତ ଗରିବ। କିନ୍ତୁ ସେ ତାର ସର୍ବସ୍ବ ଦାନ କରି ଦଲୋ। ସହେି ଅର୍ଥ ତା'ର ବଞ୍ଚିବା ପାଇଁ ଦରକାର ଥିଲା।

1 Timothy 2:2
ତୁମ୍ଭେ ରାଜା ଓ ଅଧିକାରୀମାନଙ୍କ ଲାଗି ପ୍ରାର୍ଥନା କରିବା ଉଚିତ। ତବେେ ଆମ୍ଭେ ଏକ ଶାନ୍ତିପୂର୍ଣ୍ଣ, ସ୍ଥିର ଜୀବନ ପରମେଶ୍ବରଙ୍କ ପାଇଁ ସମ୍ମାନ ଓ ଭକ୍ତି ଭରା ଜୀବନ ବିତଇେ ପାରିବା।

2 Timothy 2:4
ଜଣେ ସୈନିକ ତାର ନାୟକକୁ ଖୁସି କରିବାକୁ ଚେଷ୍ଟା କରେ। ଅତଏବ ଦୈନିକ ଜୀବନର ଘଟଣା ରେ ସେ ନିଜର ସମୟ ଅତିବାହିତ କରେ ନାହିଁ।

1 Peter 4:3
ଅତୀତ ରେ ଅବିଶ୍ବାସୀ ଲୋକଙ୍କ କଥା ରେ କାମ କରି ତୁମ୍ଭେ ଅନକେ ସମୟ ନଷ୍ଟ କରିସାରିଛ। ତୁମ୍ଭେ ୟୌନପାପ କରୁଥିଲ। ନିଜ ଇଚ୍ଛାନୁସା ରେ ମନ୍ଦକାମ କରୁଥିଲ। ତୁମ୍ଭେ ମାତାଲ ହେଉଥିଲ, ନାନାଦି ହିଂସ୍ରକ ଓ ଧ୍ବଂସର କାର୍ୟ୍ଯ କରୁଥିଲ, ମଦ୍ଯପାନ ଦଳ ରେ ଯୋଗ ଦେଉଥିଲ, ଓ ମୂର୍ତ୍ତିମାନଙ୍କୁ ଉପାସନା କରି ମନ୍ଦକାମ କରୁଥିଲ।

1 John 2:16
ସଂସାରର ଏହି ବିଷୟଗୁଡ଼ିକ ମନ୍ଦ ଅଟେ। ଯଥା :

Occurences : 11

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்