Base Word
בָּנִי
Short DefinitionBani, the name of five Israelites
Long Definitiona Gadite, one of David's mighty warriors
Derivationfrom H1129; built
International Phonetic Alphabetbɔːˈn̪ɪi̯
IPA modbɑːˈniː
Syllablebānî
Dictionbaw-NEE
Diction Modba-NEE
UsageBani
Part of speechn-pr-m

2 Samuel 23:36
ସୋବା ନିବାସୀ ନାଥନର ପକ୍ସ୍ଟତ୍ର ୟିଗାଲ, ଗାଦୀଯ, ବାନୀ,

1 Chronicles 6:46
ହିଲ୍କିଯ ଅମ୍ସିଙ୍କ ପୁତ୍ର ଥିଲେ। ଅମ୍ସି ବାନିଙ୍କ ପୁତ୍ର ଥିଲେ। ବାନି ଶମରଙ୍କେ ପୁତ୍ର ଥିଲେ।

1 Chronicles 9:4
ଊଥଯ ଅମ୍ମୀହୂଦ୍ଙ୍କ ପୁତ୍ର ଥିଲେ। ଅମ୍ମୀହୂଦ୍ ଅମ୍ରିଙ୍କ ପୁତ୍ର ଥିଲେ। ଅମ୍ରି ଇମ୍ରିଙ୍କ ପୁତ୍ର ଥିଲେ। ଇମ୍ରି ବାନିଙ୍କ ପୁତ୍ର ଥିଲେ। ବାନି ପରେସ୍ଙ୍କ ଜଣେ ବଂଶଧର ଥିଲେ। ପରେସ୍ ଯିହୁଦାଙ୍କ ପୁତ୍ର ଥିଲେ।

Ezra 2:10
ବାନିର ବଂଶଧର 642 ଜଣ।

Ezra 10:29
ଆଉ ବାନିର ବଂଶଧରଗଣ ମଧ୍ଯରୁ ମଶୁଲ୍ଲମ୍, ମଲ୍ଲକ ଓ ଅଦାଯା, ଯାଶୂବ୍, ଶାଲ ଓ ଯି ରମୋେତ୍।

Ezra 10:34
ବାନିର ବଂଶଧରଗଣ ମଧ୍ଯରୁ ମାଦଯ, ଅମ୍ରାମ ଓ ଉଯଲେ,

Ezra 10:38
ଏବଂ ବିନ୍ନୁଯି, ଶିମିଯିର ଭବିଷ୍ଯତ୍ ବଂଶଧର ମଧ୍ଯରୁ

Nehemiah 3:17
ତାର ନିକଟକୁ ଲବେୀୟ ପରିବାରବର୍ଗର, ବାନିର ପୁତ୍ର ରହୂମ୍ ଭଗ୍ନ ଅଂଶ ମରାମତି କଲା। ତାପରେ ଅର୍ଦ୍ଧ କିଯୀଲା ପ୍ରଦେଶର ଅଧ୍ଯକ୍ଷ ହଶବିଯ ମରାମତି କଲେ। ତାଙ୍କ ପ୍ରଦେଶ ତରଫରୁ ସେ ମରାମତି କଲେ।

Nehemiah 8:7
ଯଶୂେଯ, ବାନି, ଶେ ରବେିଯ, ୟାମୀନ୍, ଅକ୍କ୍କବ୍, ଶଦ୍ଦଥଯ, ଦୋଦୀଯ, ମା ସଯେ, କଲିଟ୍, ଅସରିଯ, ୟୋଷାବଦ୍, ହାନନ୍, ପଲାଯ ଏହି ଲୋକମାନେ ଲବେୀୟ ଗୋଷ୍ଠୀର ଥିଲେ। ସମାନେେ ଲୋକମାନଙ୍କୁ ବ୍ଯବସ୍ଥା ବୁଝାଇ ଦେଲେ ଏବଂ ଲୋକମାନେ ନିଜ ନିଜ ସ୍ଥାନ ରେ ଛିଡା ହାଇେ ରହିଲେ।

Nehemiah 9:4
ଏହାପରେ, ଯଶୂେଯ, ବାନି, କଦ୍ମୀଯେଲ୍, ଶବନିଯ, ବୁନ୍ନି, ଶେ ରବେିଯ, ବାନି ଓ କନାନି ଲବେୀୟମାନଙ୍କ ପଛ ରେ ଛିଡା ହାଇେ ସଦାପ୍ରଭୁ ସମାନଙ୍କେର ପରମେଶ୍ବରଙ୍କଠା ରେ ଉଚ୍ଚସ୍ବର ରେ କ୍ରନ୍ଦନ କଲେ।

Occurences : 15

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்