Base Word
בַּרְזֶל
Short Definitioniron (as cutting); by extension, an iron implement
Long Definitioniron
Derivationperhaps from the root of H1269
International Phonetic Alphabetbɑrˈd͡zɛl
IPA modbɑʁˈzɛl
Syllablebarzel
Dictionbahr-DZEL
Diction Modbahr-ZEL
Usage(ax) head, iron
Part of speechn-m

Genesis 4:22
ସିଲ୍ଲାର ଗର୍ଭରୁ ତୁବଲ-କଯିନ ଜନ୍ମ ହେଲା। ସେ ପିତ୍ତଳ ଓ ଲୌହର ନାନାପ୍ରକାର ଅସ୍ତ୍ର ନିର୍ମାଣକାରୀ ଥିଲା। ତୁବଲ-କଯିନର ନଯମା ନାମ୍ନୀ ଏକ ଭଉଣୀ ଥିଲା।

Leviticus 26:19
ପୁଣି ଆମ୍ଭେ ତୁମ୍ଭର ବଳର ଗର୍ବକୁ ଖର୍ବ କରିବା ଓ ଆମ୍ଭେ ତୁମ୍ଭମାନଙ୍କ ଆକାଶକୁ ଲୌହତୁଲ୍ଯ ଓ ଭୂମିକୁ ପିତଳତୁଲ୍ଯ ତରିବା।

Numbers 31:22
ତୁମ୍ଭମାନେେ ସୁନା, ରୂପା, ପିତ୍ତଳ, ଲୁହା, ଦସ୍ତା ଓ ସୀସା ଆଦି ଦ୍ରବ୍ଯ ଅଗ୍ନି ରେ ଦଗ୍ଧ କରି ଶୁଚି କରିବା ଉଚିତ୍ ଓ ଶୁଚି କରିବା ନିମନ୍ତେ ଧୋଇବ ଉଚିତ୍।

Numbers 35:16
ଯଦି କହେି ଲୌହ ନିର୍ମିତ ଅସ୍ତ୍ରଦ୍ବାରା କରିବାକୁ ବଧ କଲେ, ତବେେ ସେ ନରହତ୍ଯାକାରୀ ଓ ସେ ପ୍ରାଣଦଣ୍ତ ପାଇବ।

Deuteronomy 3:11
ଅବଶିଷ୍ଟ ରଫାଯୀଯମାନଙ୍କ ମଧ୍ଯରକ୍ସ୍ଟ କବଳେ ବାଶନରାଜା ଓଗ୍ ଅବଶିଷ୍ଟ ରହିଲା। ଓଗ୍ର ଖଟଟି ଲକ୍ସ୍ଟହା ରେ ତିଆରି ହାଇେଥିଲା। ଏହାର ଲମ୍ବ ଥିଲା ନଅ ହାତ ଓ ପ୍ରସ୍ଥ ଥିଲା ଚାରିହାତ। ସହେି ଖଟଟି ଏବେ ମଧ୍ଯ ରହବୋ ରେ ଅଛି ଯେଉଁଠା ରେ ଅମ୍ମାନେ ସନ୍ତାନଗଣ ବାସ କରୁଛନ୍ତି।

Deuteronomy 4:20
କିନ୍ତୁ ସଦାପ୍ରଭୁ ତୁମ୍ଭମାନଙ୍କୁ ଏକ ଲକ୍ସ୍ଟହା ତରଳା ଯାଉଥିବା ଚକ୍ସ୍ଟଲ୍ଲାରକ୍ସ୍ଟ କାଢି ଆଣିବା ତକ୍ସ୍ଟଲ୍ଯ, ମିଶରରକ୍ସ୍ଟ ବାହାର କରି ଆଣିଛନ୍ତି। ଏବଂ ସେ ତୁମ୍ଭମାନଙ୍କୁ ତାଙ୍କର ମୂଲ୍ଯବାନ ଲୋକ ହବୋ ପାଇଁ ଆଣିଛନ୍ତି, ତୁମ୍ଭମାନେେ ଯେପରି ଆଜି ହାଇେଛ।

Deuteronomy 8:9
ସଠାେରେ ତୁମ୍ଭମାନେେ ପ୍ରଚକ୍ସ୍ଟର ପରିମାଣର ଖାଦ୍ୟ ପାଇବ। ସଠାେରେ ତୁମ୍ଭମାନଙ୍କର ଆବଶ୍ଯକ ଦ୍ରବ୍ଯମାନ ଉପଲବ୍ଧ ହବେ। ସହେି ଦେଶର ପଥର ଲକ୍ସ୍ଟଟା ଅଟେ, ତୁମ୍ଭମାନେେ ସଠାେକାର ପର୍ବତରକ୍ସ୍ଟ ପିତ୍ତଳ ଖୋଳି ପାରିବ।

Deuteronomy 19:5
ଉଦାହରଣ ସ୍ବରୂପ ଜଣେ ଲୋକ ଅନ୍ୟ ଜଣେ ଲୋକଙ୍କ ସହିତ ଜଙ୍ଗଲକକ୍ସ୍ଟ କାଠ କାଟିବାକକ୍ସ୍ଟ ୟାଏ। କାଠ କାଟିବା ସମୟରେ ଯଦି ପଶାଟି ବେଣ୍ଟରକ୍ସ୍ଟ ବାହାରି କାଠ ରେ ନ ବାଜି ଅନ୍ୟ ଲୋକ ଜଣଙ୍କକ୍ସ୍ଟ ଆଘାତ କରେ ଏବଂ ସହେି ଲୋକ ଜଣଙ୍କର ମୃତକ୍ସ୍ଟ୍ଯ ଘଟେ। ଯେଉଁଲୋକ ଟାଙ୍ଗିଆ ବକ୍ସ୍ଟଲାଉଥିଲା। ସେ ସହେି ତିନି ନଗରକକ୍ସ୍ଟ ପଳାଇୟାଇ ନିରାପଦ ରେ ରହିପାରିବ।

Deuteronomy 27:5
ଆଉ ତୁମ୍ଭେ ସଠାେରେ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବରଙ୍କ ଇଦ୍ଦେଶ୍ଯ ରେ ଏକ ୟଜ୍ଞବଦେୀ ଅର୍ଥାତ୍ ପଥର ରେ ଏକ ୟଜ୍ଞବଦେୀ ନିର୍ମାଣ କରିବ। ସହେି ପଥର କାଟିବା ରେ ଲକ୍ସ୍ଟହା ବ୍ଯବହାର କରିବ ନାହିଁ।

Deuteronomy 28:23
ଆକାଶ ପିତ୍ତଳ ପରି ଦଖାୟିବେ ଏବଂ ଭୂମି ଲକ୍ସ୍ଟହାପରି ଦଖାୟିବେ।

Occurences : 76

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்