Base Word
גֹּבַהּ
Short Definitionelation, grandeur, arrogance
Long Definitionheight, exaltation
Derivationfrom H1361
International Phonetic Alphabetɡoˈbɑh
IPA modɡo̞wˈvɑh
Syllablegōbah
Dictionɡoh-BA
Diction Modɡoh-VA
Usageexcellency, haughty, height, high, loftiness, pride
Part of speechn-m

1 Samuel 17:4
ଗାଥ ନିବାସୀ ଗଲିଯାତ ନାମକ ଏକ ମଲ୍ଲ ଯୋଦ୍ଧା ପଲେଷ୍ଟୀୟମାନଙ୍କ ଛାଉଣୀରକ୍ସ୍ଟ ବାହାର ହେଲା, ସେ ସାଢେ ଛଅ ହାତ ଉଚ୍ଚ।

2 Chronicles 3:4
ମନ୍ଦିରର ସାମ୍ନା ଭାଗ ଅଗଣା କୋଡ଼ିଏ ହାତ ମନ୍ଦିର ସହିତ ସମାନ ପ୍ରସ୍ଥ ଥିଲା ଓ 120 ହାତ ଉଚ୍ଚତା ବିଶିଷ୍ଟ ଥିଲା। ଏହି ଅଗଣାର ସାମ୍ନା ଭାଗର ଭିତର ଅଂଶକୁ ଶଲୋମନ ଶୁଦ୍ଧ ସୁବର୍ଣ୍ଣ ରେ ଢାଙ୍କି ଥିଲେ।

2 Chronicles 32:26
କିନ୍ତୁ ହିଜକିଯ ଓ ୟିରୁଶାଲମ ରେ ବାସ କରୁଥିବା ଲୋକମାନେ ସମାନଙ୍କେର ହୃଦଯ ଓ ଜୀବନକୁ ପରିବର୍ତ୍ତିତ କଲେ। ସମାନେେ ନିଜକୁ ନମ୍ର କଲେ ଓ ଆଉ ଗର୍ବ କଲେ ନାହିଁ। ତେଣୁ ହିଜକିଯ ଜୀବିତ ଥିବା ପର୍ୟ୍ଯନ୍ତ ସଦାପ୍ରଭୁ ସମାନଙ୍କେ ଉପରେ କୋରଧ କଲେ।

Job 11:8
ସଗେୁଡ଼ିକ ସ୍ବର୍ଗ ଅପେକ୍ଷା ଉଚ୍ଚ ରେ। ସଗେୁଡ଼ିକ ବିଷଯ ରେ ତୁମ୍ଭେ କ'ଣ କରିପାରିବ ? ସଗେୁଡ଼ିକ କବର ଅପେକ୍ଷା ଗଭୀର। ତୁମ୍ଭେ ସହେି ବିଷଯ ରେ କ'ଣ ଜାଣ ?

Job 22:12
ପରମେଶ୍ବରଙ୍କ ନିବାସସ୍ଥାନ ସ୍ବର୍ଗର ସବୁଠୁ ଉର୍ଦ୍ଧ ରେ ନୁହଁ କି ? ଦେଖ ନକ୍ଷତ୍ରଗଣ ମଧ୍ଯ କେତେ ଉଚ୍ଚ ରେ ଅଛନ୍ତି।

Job 40:10
ଯଦି ତୁମ୍ଭେ ପରମେଶ୍ବରଙ୍କ ପରି, ତା' ହେଲେ ତୁମ୍ଭେ ଗର୍ବ କରିପାର। ଯଦି ତୁମ୍ଭେ ପରମେଶ୍ବରଙ୍କ ସହ ସମକକ୍ଷ, ତା' ହେଲେ ତୁମ୍ଭେ ପରମେଶ୍ବରଙ୍କ ପରି ମହିମା ଓ ସମ୍ମାନର ବସ୍ତ୍ର ପରିଧାନ କରିପାର।

Psalm 10:4
ଦୁଷ୍ଟମାନେ ଅହଂକାର ବଶତଃ ପରମେଶ୍ବରଙ୍କୁ ଅନୁସରଣ କରନ୍ତି ନାହିଁ। ସମାନେେ ସମାନଙ୍କେର ମନ୍ଦ ଯୋଜନାରେ ବ୍ଯସ୍ତ ରହନ୍ତି। ସମାନେେ ଭାବନ୍ତି ୟେ ପରମେଶ୍ବର ଜାଣନ୍ତି ନାହିଁ।

Proverbs 16:18
ଅହଙ୍କାର ସର୍ବନାଶର ସମ୍ମୁଖ ରେ ଆ ସେ ଏବଂ ଅହଙ୍କାରୀ ପ୍ରକୃତି ପତନର ସମ୍ମୁଖ ରେ ଆ ସେ।

Jeremiah 48:29
ମାଯାେବ ବଡ଼ ଅହଙ୍କାରୀ, ଆମ୍ଭମାନେେ ତାହାର ଅହଙ୍କାରର କଥା, ତାହାର ଉଦ୍ଧତ ଭାବ, ତାହାର ଗର୍ବ, ତାହାର ଦର୍ପ ଓ ତାହାର ଚିତ୍ତର ଅହମିକା କଥା ଶୁଣିଅଛୁ।

Ezekiel 1:18
ସମାନଙ୍କେର ଘରେ ଉଚ୍ଚ ଓ ଭୟଙ୍କର ଥିଲା ; ପୁଣି ସହେି ଚାରି ଘରରେ ଚତୁର୍ଦ୍ଦିଗ ଚକ୍ଷୁ ରେ ପରିପୂର୍ଣ୍ଣ ଥିଲା।

Occurences : 17

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்