Base Word
גָּדַף
Short Definitionto hack (with words), i.e., revile
Long Definitionto revile men, blaspheme God
Derivationa primitive root
International Phonetic Alphabetɡɔːˈd̪ɑp
IPA modɡɑːˈdɑf
Syllablegādap
Dictionɡaw-DAHP
Diction Modɡa-DAHF
Usageblaspheme, reproach
Part of speechv

Numbers 15:30
ଯଦି ଯେଉଁ ବ୍ଯକ୍ତି ଉବ୍ଦେଶ୍ଯମୂଳକ ଭାବରେ ପାପକର୍ମ କରେ ସେ ଇଶ୍ରାୟେଲୀୟ କି ବିଦେଶୀ ମୂଳ ସ୍ଥାଯୀ ବାସୀନ୍ଦା ହେଉ, ଯଦି ସଦାପ୍ରଭୁଙ୍କର ନିନ୍ଦା କରେ, ତବେେ ସେ ବ୍ଯକ୍ତି ଆପଣା ଲୋକଙ୍କଠାରୁ ବହିସ୍କାର ହବେ।

2 Kings 19:6
ଯିଶାଇୟ ସମାନଙ୍କେୁ କହିଲେ, ତୁମ୍ଭର ମହାଶୟ ହିଜିକିଯଙ୍କୁ ଏହି ସମ୍ବାଦ ଦିଅ, 'ସଦାପ୍ରଭୁ କହନ୍ତି, ଅଶୂରୀଯ ରାଜାର ଅଧିକାରୀମାନେ ଆମ୍ଭମାନଙ୍କୁ ନିନ୍ଦା କରିବାର କଥା ତୁମ୍ଭେ ଶୁଣି ଅଛ, ସେ କଥା ରେ ଭୀତ ହୁଅନାହିଁ।

2 Kings 19:22
କିନ୍ତୁ ତୁମ୍ଭକୁ କିଏ ଅପମାନିତ ଓ ନିନ୍ଦା କଲା? କିଏ ତୁମ୍ଭ ବିରୁଦ୍ଧ ରେ କହିଲା। ତେଣୁ ତୁମ୍ଭେ ଇଶ୍ରାୟେଲର ଧର୍ମସ୍ବରୂପଙ୍କ ବିରୁଦ୍ଧ ରେ ଥିଲ। ତୁମ୍ଭେ ତାଙ୍କଠାରୁ ଅଧିକ ଭଲ ବୋଲି ତୁମ୍ଭେ କାର୍ୟ୍ଯ କଲ।

Psalm 44:16
ଲୋକମାନେ ୟାହା କହୁଛନ୍ତି ସେଥିପାଇଁ ମୁଁ ଲଜ୍ଜିତ, ଏହିସବୁ ଯେଉଁ ଲୋକମାନେ କହୁଛନ୍ତି ଏ ମାରେ ଶତ୍ରୁ।

Isaiah 37:6
ଯିଶାଇୟ ସମାନଙ୍କେୁ କହିଲେ, ଏହି କଥା ତୁମ୍ଭର ପ୍ରଭୁ ହିଜକିଯଙ୍କୁ ଦିଅ। ସଦାପ୍ରଭୁ କୁହନ୍ତି, ଅଶୂର ରାଜାର ଦାସମାନେ ବାଳକମାନଙ୍କୁ' ନିନ୍ଦା କରିବାର ଯେଉଁ କଥା ଶୁଣିଅଛ ! ତହିଁରେ ଭୟଭୀତ ହୁଅ ନାହିଁ।

Isaiah 37:23
ମାତ୍ର ତୁମ୍ଭେ କାହାକୁ ଅପମାନିତ ଓ ନିନ୍ଦା କରିଛ ? କାହା ବିରୁଦ୍ଧ ରେ ତୁମ୍ଭେ ନିଜର ଅଭିଯୋଗ ବାଢ଼ିଛ ? ପୁଣି ଗର୍ବ ରେ ଦୃଷ୍ଟି ଉର୍ଦ୍ଧ୍ବକୁ କରିଅଛ। ଏସବୁ ଇଶ୍ରାୟେଲ ପବିତ୍ର ସ୍ବରୂପ ବିରୁଦ୍ଧ ରେ ନୁହେଁ କି ?

Ezekiel 20:27
ଏଣୁ ହେ ମନୁଷ୍ଯ ପୁତ୍ର, ତୁମ୍ଭେ ଇଶ୍ରାୟେଲର ଲୋକମାନଙ୍କୁ କୁହ, 'ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହିଛନ୍ତି, ତୁମ୍ଭମାନଙ୍କର ପିତୃପୁରୁଷମାନେ ସମାନଙ୍କେର ଅବିଶ୍ବସ୍ତତା ରେ ମାରେ ନିନ୍ଦା କରିଅଛନ୍ତି।

Occurences : 7

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்