Base Word
גַּיְא
Short Definitiona gorge (from its lofty sides; hence, narrow, but not a gully or winter-torrent)
Long Definitionvalley, a steep valley, narrow gorge
Derivationor (shortened) גַּי; probably (by transmutation) from the same root as H1466 (abbreviated)
International Phonetic Alphabetɡɑi̯ˈʔ
IPA modɡɑi̯ˈʔ
Syllablegayʾ
Dictionɡai
Diction Modɡai
Usagevalley
Part of speechn

Numbers 21:20
ବାମାେତରୁ ମାୟୋବ କ୍ଷେତ୍ରସ୍ଥିତ ଉପତ୍ୟକା ଦଇେ ପିସ୍ଗା ପର୍ବତର ଶୃଗଂକୁ ୟାତ୍ରା କଲେ। ତାହା ମରୁଭୂମି ଆଡକୁ ଥିଲା।

Deuteronomy 3:29
ଏହିରୂପେ ଆମ୍ଭମାନେେ ବୈତ୍ପିୟୋର ସମ୍ମକ୍ସ୍ଟଖସ୍ଥିତ ଉପତ୍ୟକା ରେ ବାସକଲକ୍ସ୍ଟ।

Deuteronomy 4:46
ସିୟୋନ ଦେଶ ରେ ଇ ମାରେୀଯମାନଙ୍କର ରାଜା ୟିଏକି ୟର୍ଦ୍ଦନ ନଦୀର ବିପରିତ ପାଶର୍‌ବ ରେ ଥିବା ବୈତପିୟୋର ସମ୍ମକ୍ସ୍ଟଖ ରେ ହିଷ୍ବୋନ୍ ଇପତ୍ଯକା ରେ ଶାସନ କରୁଥିଲେ। କାରଣ ମିଶରରକ୍ସ୍ଟ ବାହାରି ଆସିବା ବେଳେ ମାଶାେ ଓ ଇଶ୍ରାୟେଲର ଲୋକମାନେ ତାଙ୍କୁ ପରାସ୍ତ କଲେ।

Deuteronomy 34:6
ସଦାପ୍ରଭୁ ମାୟୋବ ଦେଶ ରେ ବୈତ୍ପିଯୋର ସମ୍ମକ୍ସ୍ଟଖସ୍ଥ ଉପତ୍ୟକା ରେ ତାହାଙ୍କକ୍ସ୍ଟ କରବ ଦେଲେ। ମାତ୍ର ତାଙ୍କର କବର ସ୍ଥାନ ଆଜି ପର୍ୟ୍ଯନ୍ତ କହେି ଜାଣି ନାହାଁନ୍ତି।

Joshua 8:11
ସମସ୍ତ ସୈନ୍ଯ ଯେଉଁମାନେ କି ଯିହାଶୂେୟଙ୍କ ସହିତ ଥିଲେ, ସମାନେେ ଅଯ ଆଡକକ୍ସ୍ଟ ଅଗ୍ରସର ହେଲେ। ସମାନେେ ନଗରର ସମ୍ମକ୍ସ୍ଟଖ ରେ ରହିଲେ। ସୈନ୍ଯମାନେ ସମାନଙ୍କେର ଛାଉଣୀ ଉତ୍ତର ପଟେ ପ୍ରସ୍ତକ୍ସ୍ଟତ କଲେ। ସୈନ୍ଯ ଛାଉଣୀ ଓ ଅଯର ମଧିଅରେ ଏକ ଉପତ୍ୟକା ମଧ୍ଯ ଥିଲା।

Joshua 15:8
ସହେି ସୀମା ହିନ୍ନୋମ ଉପତ୍ୟକା ଦଇେ ଉଠି ଦକ୍ଷିଣ ଦିଗ ରେ ୟିବୂଷ ନଗର ଆଡକକ୍ସ୍ଟ ଗଲା, ଏହାକକ୍ସ୍ଟ ୟିରକ୍ସ୍ଟଶାଲମ କହନ୍ତି। ଏହିପରି ସହେି ସୀମା ପଶ୍ଚିମ ରେ ହିନ୍ନୋମ ଉପତ୍ୟକା ପର୍ୟ୍ଯନ୍ତ ଗଲା। ଏହା ରଫାଯିମ ଉପତ୍ୟକାର ଉତ୍ତର ପ୍ରାନ୍ତସ୍ଥିତ ପର୍ୟ୍ଯନ୍ତ ଥିଲା।

Joshua 18:16
ଏହାର ସୀମା ରଫାଯୀମ୍ ତଳ ଭୂମିର ଉତ୍ତର ଦିଗସ୍ଥ ହିନ୍ନୋମ ପକ୍ସ୍ଟତ୍ରର ଉପତ୍ୟକା ସମକ୍ସ୍ଟଖସ୍ଥ ପର୍ବତର ପ୍ରାନ୍ତ ପର୍ୟ୍ଯନ୍ତ ଲାଗିଥିଲା ଓ ଏହାର ସୀମା ହିନ୍ନୋମ ଉପତ୍ୟକାଠାରକ୍ସ୍ଟ ୟିବୂଷର ଦକ୍ଷିଣ ପାଶର୍‌ବ ପର୍ୟ୍ଯନ୍ତ ଲାଗିଥିଲା। ଏବଂ ଏହାର ସୀମା ଐନ ରୋଗଲକେକ୍ସ୍ଟ ଲାଗିଥିଲା।

Joshua 19:14
ଉତ୍ତର ଦିଗ ରେ ସହେି ସୀମା ଘରେି ରହିଥିଲା ହନ୍ନାଥୋନ ପର୍ୟ୍ଯନ୍ତ। ଏହାର ସୀମା ୟିଲ୍ଗଦେଲ୍ ଉପତ୍ୟକା ପର୍ୟ୍ଯନ୍ତ ଲାଗିଥିଲା।

Occurences : 60

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்