Base Word
הָדַף
Short Definitionto push away or down
Long Definitionto thrust, push, drive, cast away, cast out, expel, thrust away
Derivationa primitive root
International Phonetic Alphabethɔːˈd̪ɑp
IPA modhɑːˈdɑf
Syllablehādap
Dictionhaw-DAHP
Diction Modha-DAHF
Usagecast away (out), drive, expel, thrust (away)
Part of speechv

Numbers 35:20
ଆଉ ଯବେେ କହେି ହିଂସା କରି କାହାକୁ ଆପଣା ହସ୍ତ ରେ ଆଘାତ କରେ, ଅବା କିଛି ଗୋଟିଏ ତା' ଉପରକୁ ଫିଙ୍ଗିଦିଏ ଓ ସେଥି ରେ ସହେି ଅନ୍ୟ ବ୍ଯକ୍ତି ମ ରେ, ତବେେ ଆଘାତକାରୀ ହତ୍ଯାକାରୀ ବୋଲି ବିବଚେିତ ହବେ ଓ ସେ ପ୍ରାଣଦଣ୍ତ ରେ ଦଣ୍ତିତ ହବେ।

Numbers 35:22
ମାତ୍ର ଯବେେ କହେି ବିନା ଶତୃତା ରେ ହଠାତ୍ କାହାକୁ ଆଘାତ କରେ, ଅବା କାହା ଉପରକୁ ଅନିଚ୍ଛା ରେ କିଛି ଫୋପାଡି ଦିଏ ଏବଂ ସେଥି ରେ ସହେି ବ୍ଯକ୍ତିକୁ ହତ୍ଯା କରେ,

Deuteronomy 6:19
ଏବଂ ସଦାପ୍ରଭୁ ତୁମ୍ଭମାନଙ୍କର ସମସ୍ତ ଶତୃମାନଙ୍କୁ ତୁମ୍ଭମାନଙ୍କ ସମ୍ମକ୍ସ୍ଟଖରକ୍ସ୍ଟ ଦୂପ କରି ଦବେେ, ଯେ ରୂପେ ସେ କହିଛନ୍ତି।

Deuteronomy 9:4
ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତକ୍ସ୍ଟମ୍ଭ ସମ୍ମକ୍ସ୍ଟଖରକ୍ସ୍ଟ ସମାନଙ୍କେୁ ତଡି ଦଲୋପରେ ତୁମ୍ଭେ ଏପରି କକ୍ସ୍ଟହନାହିଁ ଯେ, 'ଆମ୍ଭମାନଙ୍କର ଧାର୍ମୀକତା ୟୋଗକ୍ସ୍ଟଁ ସଦାପ୍ରଭୁ ଆମ୍ଭକକ୍ସ୍ଟ ଏହି ଦେଶ ଅଧିକାର କରିବା ପାଇଁ ଏପରି କହିଛନ୍ତି।' ଯେ ହତେକ୍ସ୍ଟ ସହେି ଗୋଷ୍ଠୀଯ ଲୋକମାନଙ୍କ ଦକ୍ସ୍ଟଷ୍ଟତା ସକାଶକ୍ସ୍ଟ ସଦାପ୍ରଭୁ ତକ୍ସ୍ଟମ୍ଭ ସମ୍ମକ୍ସ୍ଟଖରକ୍ସ୍ଟ ସମାନଙ୍କେୁ ତଡି ଦବେେ।

Joshua 23:5
କିନ୍ତୁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭମାନଙ୍କ ସମ୍ମକ୍ସ୍ଟଖରକ୍ସ୍ଟ ସଠାେରେ ବାସ କରିଥିବା ଲୋକମାନଙ୍କୁ ଘଉଡାଇ ଦବେେ! ଯାହାଫଳ ରେ ତୁମ୍ଭମାନେେ ସମାନଙ୍କେର ଦେଶକକ୍ସ୍ଟ ନଇେପାରିବ। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଏପରି କରିବାକୁ ପ୍ରତିଜ୍ଞା କରିଛନ୍ତି।

2 Kings 4:27
ଅନନ୍ତର ସେ ପରମେଶ୍ବରଙ୍କ ଲୋକ ନିକଟକୁ ଆସି ତାଙ୍କର ଚରଣ ତଳେ ପଡିଲା। ଏଥି ରେ ଗି ହଜେୀ ତାକୁ ଟାଣିବାରୁ ପରମେଶ୍ବରଙ୍କ ଲୋକ କହିଲେ, ତାହାକୁ ଛାଡିଦିଅ। କାରଣ ତା'ର ପ୍ରାଣ ଶାେକାକୁଳ। ମାତ୍ର ସଦାପ୍ରଭୁ ମାେତେ ଜାଣାଇଲେ ନାହିଁ କ'ଣ ବାଳକ ପ୍ରତି ଘଟିଅଛି। ସେ ଏହା ମାଠାରୁେ ଗୋପନ ରଖିଲେ।

Job 18:18
ଲୋକମାନେ ତାକୁ ଆଲୁଅରୁ ଅନ୍ଧାରକୁ ଠଲେି ଦବେେ। ସମାନେେ ତାକୁ ଏ ପୃଥିବୀରୁ ତଡ଼ି ଦବେେ।

Proverbs 10:3
ସଦାପ୍ରଭୁ ଧାର୍ମିକମାନଙ୍କର ଯତ୍ନ ନିଅନ୍ତି। ସେ ଆବଶ୍ଯକ ପରିମାରଣର ଖାଦ୍ୟ ଯୋଗନ୍ତି। କିନ୍ତୁ ସଦାପ୍ରଭୁ ଦୁଷ୍ଟମାନଙ୍କର କାମନା କ୍ଷୁର୍ଣ୍ଣ କରନ୍ତି।

Isaiah 22:19
ପୁଣି ମୁଁ ତୁମ୍ଭକୁ ତୁମ୍ଭର ପଦରୁ ତଡ଼ି ଦବେି ଏବଂ ସେ ତୁମ୍ଭକୁ ତୁମ୍ଭ ସ୍ଥାନରୁ ଟାଣି ତଳକୁ ପକାଇବେ।

Jeremiah 46:15
ହେ ମିଶର, ତୁମ୍ଭର ବଳବାନ୍ ଲୋକମାନେ ମୃତ୍ଯୁବରଣ କରିବେ ଓ ସମାନେେ ସ୍ଥିର ହାଇେ ଛିଡ଼ା ହାଇପୋରିବେ ନାହିଁ। କାରଣ ସଦାପ୍ରଭୁ ସମାନଙ୍କେୁ ତଳେ ଠଲେି ପକାଇ ଦବେେ।

Occurences : 11

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்