Base Word
הֵיכָל
Short Definitiona large public building, such as a palace or temple
Long Definitionpalace, temple, nave, sanctuary
Derivationprobably from H3201 (in the sense of capacity)
International Phonetic Alphabethei̯ˈkɔːl
IPA modhei̯ˈχɑːl
Syllablehêkāl
Dictionhay-KAWL
Diction Modhay-HAHL
Usagepalace, temple
Part of speechn-m

1 Samuel 1:9
ସେ ଖାଇପିଇ ସାରିବା ପରେ ହାନ୍ନା ଚକ୍ସ୍ଟପ୍ ଗ୍ଭପ୍ ଭାବରେ ଉଠିୟାଇ ସଦାପ୍ରଭୁଙ୍କ ପ୍ରାଙ୍ଗଣକକ୍ସ୍ଟ ପ୍ରାର୍ଥନା କରିବାକୁ ଗଲା। ଏଲି ୟିଏ କି ଧର୍ମଯାଜକ ଥିଲେ, ସେ ସହେି ସଦାପ୍ରଭୁଙ୍କ ପବିତ୍ର ମନ୍ଦିରର ଫାଟକ ନିକଟରେ ବସି ରହିଥିଲେ।

1 Samuel 3:3
ପରମେଶ୍ବରଙ୍କ ପବିତ୍ର ସିନ୍ଦକ୍ସ୍ଟକ ଯେଉଁ ସ୍ଥାନ ରେ ଥାଏ, ଏମନ୍ତ ସଦାପ୍ରଭୁଙ୍କ ପବିତ୍ର ମନ୍ଦିର ରେ ସଦାପ୍ରଭୁଙ୍କ ପ୍ରଦୀପ ଲିଭିବା ପୂର୍ବରକ୍ସ୍ଟ ଯେତବେେଳେ ଶାମକ୍ସ୍ଟଯଲେ ଶାଇେଥିଲେ,

2 Samuel 22:7
ମୁ ଫାନ୍ଦ ରେ ପଡି ସହାୟତା ପାଇଁ ମୁ ସଦାପ୍ରଭୁଙ୍କୁ ଡାକିବାକକ୍ସ୍ଟ ଲାଗିଲି। ହଁ ମୁ ମାରେ ପରମେଶଓରଙ୍କୁ ଡାକିଲି, ସେ ଆପଣା ମନ୍ଦିର ରେ ଥାଇ ମାରେ ଡାକ ଶୁଣିଲେ। ସେ ମାରେ ଆର୍ତ୍ତାନାଦ ଶୁଣିବାକୁ ଲାଗିଲେ।

1 Kings 6:3
ଆଉ ମନ୍ଦିରର ପବିତ୍ରସ୍ଥାନ ସମ୍ମୁଖସ୍ଥ ବାରଣ୍ତା, କୋଡିଏ ହାତ ଦୀର୍ଘ ଓ ପ୍ରସ୍ଥ ଦଶ ହାତ ଥିଲା।

1 Kings 6:5
ଶଲୋମନ ମନ୍ଦିର ମୂଖ୍ଯ ପାଶର୍‌ବ ରେ ଏକ ଧାଡି ରେ କଠାେରୀ ନିର୍ମାଣ କଲେ। ଏହା କଠାେରୀଗୁଡିକ ଗୋଟିଏ ଉପରେ ଆଉ ଗୋଟିଏ ରହିଲା। ସହେି ଧାଡିର କୋଠରିଗୁଡିକ ତିନି ମହଲା ଉଚ୍ଚ ଥିଲା।

1 Kings 6:17
ମହାପବିତ୍ର ସ୍ଥାନର ସମ୍ମୁଖସ୍ଥ କଠାେରୀ ମନ୍ଦିରର ମୁଖ୍ଯ ଅଂଶ ଥିଲା ଓ ଏହା ଗ୍ଭଳିଶ ହାତ ଲମ୍ବ ଥିଲା।

1 Kings 6:33
ମୁଖ୍ଯ କଠାେରୀର ପ୍ରବେଶ ଦ୍ବାର ରେ ଜିତ କାଠର କବାଟ ନିର୍ମାଣ କଲେ। ଦୁଆରବନ୍ଧଟି ବର୍ଗାକାର ଥିଲା।

1 Kings 7:21
ହୀରମ୍ସସହି ସ୍ତମ୍ଭ ଦୁଇଟିକୁ ମନ୍ଦିରର ବାରଣ୍ତାସର ସ୍ଥାପନ କଲଲ।ସଗାଟିଏ ସ୍ତମ୍ଭ ଦକ୍ଷିଣ ପାଶର୍‌ବର ପ୍ରଲବଶ ଦ୍ବାରସର ଓ ଅନ୍ୟ ସ୍ତମ୍ଭଟି ବାମ ପାଶର୍‌ବସର ରହିଲା। ଦକ୍ଷିଣ ସ୍ତମ୍ଭର ନାମ ୟାଖୀନ୍ ଓ ବାମ ସ୍ତମ୍ଭର ନାମ ବୋଯସ୍ସଦଲା।

1 Kings 7:50
ସୁବର୍ଣ୍ଣର ଫୁଲସବୁ, ଖାଣ୍ଟି ସୁନାର ଗ୍ଭମଚ ଓ ପାତ୍ରସବୁ ଯଥା, କଇଁଚି, କୁଣ୍ତସବୁ, ଅଙ୍ଗାରଧାନୀ ଏବଂ ଭିତର ପାଖର କବାଟ ପାଇଁ ଅର୍ଥାତ୍ ମହାପବିତ୍ର ସ୍ଥାନର ଓ ମନ୍ଦିରର ମୂଖ୍ୟ କୋଠରୀର କବାଟ ପାଇଁ ସୁବର୍ଣ୍ଣର କ‌ବ୍‌ଜା ନିର୍ମାଣ କଲେ।

1 Kings 21:1
ଶମରିଯା ନଗରସ୍ଥ ରାଜା ଆହାବଙ୍କ ପ୍ରାସାଦ ନିକଟରେ ଏକ ଦ୍ରାକ୍ଷାକ୍ଷେତ୍ର ଥିଲା। ୟିଷ୍ରିଯଲେୀଯ ନିବାସୀ ନାବୋତ ଏହି ଦ୍ରାକ୍ଷାକ୍ଷେତ୍ରର ଅଧିକାରୀ ଥିଲେ।

Occurences : 80

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்