Base Word
זוּלָה
Short Definitionprobably scattering, i.e., removal; used adverbially, except
Long Definition(n f) a removal, a putting away
Derivationfrom H2107
International Phonetic Alphabetd͡zuːˈlɔː
IPA modzuˈlɑː
Syllablezûlâ
Dictiondzoo-LAW
Diction Modzoo-LA
Usagebeside, but, only, save
Part of speechn-f

Deuteronomy 1:36
କବଳେ ୟିଫକ୍ସ୍ଟନ୍ନିର ପକ୍ସ୍ଟତ୍ର କାଲେବ୍ ସହେି ଦେଶକକ୍ସ୍ଟ ଦେଖିବେ। ମୁ କାଲବକେକ୍ସ୍ଟ ସହେିଦେଶ ଦବେି, ଯେଉଁ ଦେଶ ଦଇେ ସେ ଗଲା। ତାଙ୍କର ଭବିଷ୍ଯତ୍ ବଂଶଧରମାନେ ମଧ୍ଯ ତାହା ପାଇବେ। କାରଣ କାଲବେ ସଦାପ୍ରଭୁଙ୍କୁ ସଐୂର୍ଣଭାବରେ ଅନକ୍ସ୍ଟସରଣ କରୁଛନ୍ତି।'

Deuteronomy 4:12
ଏହାପରେ ସଦାପ୍ରଭୁ ସହେି ଅଗ୍ନି ମଧ୍ଯରକ୍ସ୍ଟ ତୁମ୍ଭମାନଙ୍କୁ କଥା କହିଲେ। ତୁମ୍ଭମାନେେ ବାକ୍ଯର ଶଦ୍ଦ ଶକ୍ସ୍ଟଣିଲ। ମାତ୍ର କୌଣସି ମୂର୍ତ୍ତି ଦେଖିଲ ନାହିଁ।

Joshua 11:13
ମାତ୍ର ନିଜ ନିଜ କକ୍ସ୍ଟଦ ଉପରେ ସ୍ଥାପିତ ନଗରମାନ ମଧ୍ଯରକ୍ସ୍ଟ କବଳେ ହାତ୍ସୋର ବିନା ଆଉ କୌଣସି ନଗର ଇଶ୍ରାୟେଲ ଦଗ୍ଧ କଲେ ନାହିଁ। ତାହା ଯିହାଶୂେୟ ଦଗ୍ଧ କଲେ।

Ruth 4:4
ଏଠା ରେ ଥିବା ଲୋକମାନଙ୍କ ସମ୍ମକ୍ସ୍ଟଖ ରେ ଓ ମାରେ ଲୋକମାନଙ୍କର ପ୍ରାଚୀନମାନଙ୍କ ସମ୍ମକ୍ସ୍ଟଖ ରେ ମୁ ତୁମ୍ଭକୁ କହିବା ପାଇଁ ନିଷ୍ପତ୍ତି କରିଛି। ଯଦି ତୁମ୍ଭେ ଏହାକକ୍ସ୍ଟ କିଣିବାକକ୍ସ୍ଟ ଗ୍ଭହଁ, ତବେେ ଏହାକକ୍ସ୍ଟ କିଣ! ଯଦି ଏହା ତୁମ୍ଭେ କିଣିବାକକ୍ସ୍ଟ ନଗ୍ଭହଁ, ତବେେ ମାେତେ କକ୍ସ୍ଟହ ଓ ମୁ ଏହାକକ୍ସ୍ଟ କିଣିବି କାରଣ ଯେ ହତେକ୍ସ୍ଟ ତୁମ୍ଭେ ଜାଣ, ତୁମ୍ଭେ ପରେ ମୁ ଯଥାର୍ଥ ଲୋକ ଯାହାର ଏହି ଜାଗାକକ୍ସ୍ଟ କିଣିବା ପାଇଁ ଅଧିକାର ଅଛି। ଯଦି ତୁମ୍ଭେ କିଣିବାକକ୍ସ୍ଟ ଗ୍ଭହଁ ନାହିଁ, ତବେେ ମୁ ଏହାକକ୍ସ୍ଟ କିଣିବି।

1 Samuel 21:9
ଦାଉଦ ଅହୀମଲକେକକ୍ସ୍ଟ କହିଲେ, ଏଠା ରେ ତକ୍ସ୍ଟମ୍ଭ ହାତ ରେ ଖଣ୍ତା କିମ୍ବା ବର୍ଚ୍ଛା ନାହିଁତ? ମୁ ଆପଣା ଖଡ୍ଗ ବା ଅସ୍ତ୍ରଶସ୍ତ୍ର ସାଥି ରେ ଆଣି ନାହିଁ। ଯେଣକ୍ସ୍ଟ ରାଜାଙ୍କ ଅଭିୟାନ ଶିଘ୍ର କରିବାକୁ ପଡିବ।

2 Samuel 7:22
ହେ! ପରମେଶ୍ବର, ତୁମ୍ଭେ ମହାନ। ତକ୍ସ୍ଟମ୍ଭପରି ଅନ୍ୟ କହେି ନକ୍ସ୍ଟ ହେଁ। ତକ୍ସ୍ଟମ୍ଭ ବ୍ଯତୀତ ଅନ୍ୟ ପରମେଶ୍ବର କହେି ନକ୍ସ୍ଟହଁନ୍ତି। ଆମ୍ଭେ ତାହା ଜାଣକ୍ସ୍ଟ, ଯେ ହତେକ୍ସ୍ଟ ଆମ୍ଭମାନେେ ତୁମ୍ଭର କାର୍ୟ୍ଯକଳାପ ବିଷଯ ରେ ଶକ୍ସ୍ଟଣିଅଛକ୍ସ୍ଟ।

1 Kings 3:18
ମାହେର ପ୍ରସବର ତୃତୀୟ ଦିବସ ରେ ଏହି ସ୍ତ୍ରୀ ଲୋକ ମଧ୍ଯ ଏକ ସନ୍ତାନ ପ୍ରସବ କଲା। ସହେି ଘ ରେ ଆମ୍ଭ ଦୁହିଁଙ୍କ ବ୍ଯତୀତ ଅନ୍ୟ କୌଣସି ଲୋକ ନଥିଲେ।

1 Kings 12:20
ଇଶ୍ରାୟେଲର ସମସ୍ତ ଲୋକ ଜାଣିବାକୁ ପାଇଲେ ଯେ ୟାରବିଯାମ ଫରେି ଆସିଛନ୍ତି। ସମାନେେ ଲୋକ ପଠାଇ ତାଙ୍କୁ ଡକାଇଲେ ଓ ସମୁଦାଯ ଇଶ୍ରାୟେଲ ଉପରେ ତାହାଙ୍କୁ ରାଜା କଲେ। କବଳେ ଯିହୁଦା ପରିବାରବର୍ଗ ଗୋଟିଏ ପରିବାର ଦାଉଦ ପରିବାରର ଅନୁଗାମୀ ହେଲ।

2 Kings 24:14
ଆଉ ସେ ୟିରୁଶାଲମ୍ର ସମସ୍ତ ଲୋକଙ୍କୁ, ସମସ୍ତ ଅଧିପତିଙ୍କୁ ଓ ମହାବିକ୍ରମଶାଳୀ ଲୋକମାନଙ୍କୁ ଏପରି 10,000 ଲୋକଙ୍କୁ ବନ୍ଦୀ କଲେ। ଆଉ ସେ ସମସ୍ତ ଦକ୍ଷ ଶିଳ୍ପୀ ଓ କର୍ମକାରୀମାନଙ୍କୁ ନଇଗେଲେ କବଳେ ଦେଶ ରେ ନିତାନ୍ତ ଦରିଦ୍ର ଲୋକ ଛଡା ଆଉ ଅବଶିଷ୍ଟ କହେି ରହିଲେ ନାହିଁ।

1 Chronicles 17:20
ହେ ସଦାପ୍ରଭୁ, ତୁମ୍ଭ ତୁଲ୍ଯ ଆଉ କହେି ନାହାନ୍ତି। ଆଉ କୌଣସି ପରମେଶ୍ବର ନାହାନ୍ତି। ଆଉ କୌଣସି ଦବୋଦବେୀ ଏପରି ମହତ୍ କର୍ମମାନ କରିବା ଆମ୍ଭମାନେେ କବେେ ଶୁଣି ନାହୁଁ।

Occurences : 16

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்