Base Word
זָלַל
Short Definitionto shake (as in the wind), i.e., to quake
Long Definitionto be worthless, be vile, be insignificant, be light
Derivationa primitive root (compare H2107)
International Phonetic Alphabetd͡zɔːˈlɑl
IPA modzɑːˈlɑl
Syllablezālal
Dictiondzaw-LAHL
Diction Modza-LAHL
Usageblow down, glutton, riotous (eater), vile
Part of speechv
Base Word
זָלַל
Short Definitionfiguratively, to be loose morally, worthless or prodigal
Long Definitionto be worthless, be vile, be insignificant, be light
Derivationa primitive root (compare H2107)
International Phonetic Alphabetd͡zɔːˈlɑl
IPA modzɑːˈlɑl
Syllablezālal
Dictiondzaw-LAHL
Diction Modza-LAHL
Usageblow down, glutton, riotous (eater), vile
Part of speechv

Deuteronomy 21:20
ସମାନେେ ନଗରର ପ୍ରାଚୀନବର୍ଗମାନଙ୍କୁ କହନ୍ତକ୍ସ୍ଟ, 'ଆମ୍ଭ ପକ୍ସ୍ଟତ୍ର ଅବାଧ୍ଯ ଓ ଆଦେଶ ପାଳନ ପାଇଁ ଅବଜ୍ଞା କରୁଛି। ସେ ଅତ୍ଯଧିକ ଖାଦ୍ୟ ଓ ପ୍ରଚକ୍ସ୍ଟର ଦ୍ରାକ୍ଷାରସ ପାନ କରୁଛି।'

Proverbs 23:20
ସହେି ଜଣଙ୍କ ପରି ହୁଅ ନାହିଁ, ୟିଏ ଦ୍ରାକ୍ଷାରସ ପାନ କରେ ଆସକ୍ତ ଓ ପଟେୁ ମାଂସ ଭକ୍ଷକ ଅଟେ।

Proverbs 23:21
ମାତାଲମାନେ ଓ ପଟେୁ ଦରିଦ୍ର ପିଡ଼ୀତ ହବେ। ପୁଣି ସମାନଙ୍କେୁ ଚିରା ବସ୍ତ୍ର ରେ ଘାଡ଼ୋଇ ଦିଏ।

Proverbs 28:7
ଯେଉଁ ଲୋକ ବ୍ଯବସ୍ଥା ମାନେ, ସେ ବୁଦ୍ଧିମାନ ପୁତ୍ର ପୁଣି ଯେ ଭୋକିଲାମାନଙ୍କର ସଙ୍ଗୀ ହୁଏ, ସେ ଆପଣା ପିତାକୁ ଲଜ୍ଜ୍ଯା ଦିଏ।

Isaiah 64:1
ତୁମ୍ଭେ ଯଦି ଆକାଶକୁ ବିଦୀର୍ଣ୍ଣ କରି ପୃଥିବୀକୁ ଆସନ୍ତ, ତବେେ ସବୁ କିଛି ପରିବର୍ତ୍ତନ ହୁଅନ୍ତା ଓ ପର୍ବତଗୁଡ଼ିକ ତୁମ୍ଭ ସମ୍ମୁଖ ରେ ପ୍ରବାହିତ ହୁଅନ୍ତେ।

Isaiah 64:3
ଯେତବେେଳେ ତୁମ୍ଭେ ଆଶ୍ଚର୍ୟ୍ଯ କାର୍ୟ୍ଯମାନ କଲ, ଆମ୍ଭେ ଆଶାକରି ନ ଥିଲୁ। ତାପ ରେ ତୁମ୍ଭେ ଓହ୍ଲାଇ ଆସିଲ ଓ ପର୍ବତ ତୁମ୍ଭ ଆଗ ରେ କମ୍ପନ କରିବାକୁ ଆରମ୍ଭ କରିବ।

Jeremiah 15:19
ଏହାପ ରେ ସଦାପ୍ରଭୁ କହିଲେ, ହେ ଯିରିମିୟ, ତୁମ୍ଭେ ଯଦି ଫରେିବ ଓ ଆମ୍ଭର ସବୋ କରିବ, ତବେେ ଆମ୍ଭେ ତୁମ୍ଭକୁ ପୁନର୍ବାର ଫରୋଇ ଆଣିବା। ପୁଣି ତୁମ୍ଭେ ଯଦି ମୂଲ୍ଯହୀନ କଥା ନ କହି ମୂଲ୍ଯବାନ୍ କଥା କହିବ, ତବେେ ତୁମ୍ଭେ ଆମ୍ଭର ମୁଖ ସ୍ବରୂପ ହବେ। ସମାନେେ ତୁମ୍ଭ ପାଖକୁ ଫରେିଆସିବେ। ମାତ୍ର ତୁମ୍ଭେ ସମାନଙ୍କେ ପାଖକୁ ଫରେିୟିବ ନାହିଁ।

Lamentations 1:11
ତାହାର ସମସ୍ତ ଲୋକ ବିଳାପ କରି ଆହାର ଖୋଜୁଛନ୍ତି। ସମାନେେ ବଞ୍ଚିବା ଉଦ୍ଦେଶ୍ଯ ରେ ଖାଦ୍ୟ ପାଇଁ ସମାନଙ୍କେର ମ ନୋହର ସାମଗ୍ରୀସବୁ ଦେଉଛନ୍ତି। ୟିରୁଶାଲମ କ ହେ, ହେ ସଦାପ୍ରଭୁ, ଦେଖ, ମାେତେ ନିରୀକ୍ଷଣ କର, ଆଉ ଦେଖ ଲୋକମାନେ ମାେତେ ଘୃଣା କରୁଛନ୍ତି।

Occurences : 8

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்