Base Word
חָגוֹר
Short Definitionbelted
Long Definitionclothed, girded, girt
Derivationfrom H2296
International Phonetic Alphabetħɔːˈɡor
IPA modχɑːˈɡo̞wʁ
Syllableḥāgôr
Dictionhaw-ɡORE
Diction Modha-ɡORE
Usagegirded with
Part of speechn-m

2 Samuel 20:8
ସମାନେେ ଗିବିଯୋନସ୍ଥ ବୃହତ ପ୍ରସ୍ତର ନିକଟରେ ଉପସ୍ଥିତ ହେଲା ବେଳେ ଅମାସା ସମାନଙ୍କେର ସମ୍ମକ୍ସ୍ଟଖକକ୍ସ୍ଟ ଆସିଲା। ବର୍ତ୍ତମାନ ଯୋୟାବ ଆପଣା ପରିହିତ ୟକ୍ସ୍ଟଦ୍ଧବସ୍ତ୍ର ଭିଡି ପିନ୍ଧିଥିଲା। ତହିଁ ଉପରେ ଏକ କଟିବନ୍ଧନ ଓ କୋଷବଦ୍ଧ ଖଡ୍ଗ ତାହାର କଟି ଦେଶ ରେ ବନ୍ଧାଥିଲା। ପକ୍ସ୍ଟଣି ସେ ଯାଉ ଯାଉ ତାହା ପଡିଗଲା। ତେଣୁ ଯୋୟାବ ଏହାକକ୍ସ୍ଟ ଉଠାଇଲା ଓ ଧରିଲା।

Proverbs 31:24
ସେ ଜଣେ ଉତ୍ତମ ବ୍ଯବସାଯୀ ସ୍ତ୍ରୀ ଅଟେ। ସେ ଲୁଗା ଓ ବେଲ୍ଟ୍ ପ୍ରସ୍ତୁତ କରେ ଓ ତାକୁ ବ୍ଯବସାଯୀମାନଙ୍କୁ ବିକେ।

Ezekiel 23:15
ସମାନଙ୍କେ କଟୀ ରେ ଅଣ୍ଟାବିନ୍ଧା ଥିଲା, ମସ୍ତକରେ ରଙ୍ଗ ଚିତ୍ରିତ ଭୂଷଣ ଥିଲା। ସମାନେେ ସମସ୍ତେ କଲଦୀଯ ଦେଶଜାତ ବାବିଲୋନୀଯମାନଙ୍କ ରୂପ ବିଶିଷ୍ଟ ଅଧିପତିଗଣର ତୁଲ୍ଯ ଥିଲେ।

Occurences : 3

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்