Base Word
חָח
Short Definitiona ring for the nose (or lips)
Long Definitionhook, ring, fetter, brooch
Derivationonce (Ezekiel 29:4) חָחִי; from the same as H2336
International Phonetic Alphabetħɔːħ
IPA modχɑːχ
Syllableḥāḥ
Dictionhaw
Diction Modhahk
Usagebracelet, chain, hook
Part of speechn-m

Exodus 35:22
ପୁରୁଷ ଓ ସ୍ତ୍ରୀ ଯେତେ ଲୋକ ସ୍ବଚ୍ଛନ୍ଦମନା ଥିଲେ, ସେ ସମସ୍ତ ଆସି ଉରୋମଣି ଓ କୁଣ୍ଡଳ ଓ ଅଙ୍ଗୁରୀଯ ହାର ପ୍ରଭୃତି ସ୍ବର୍ଣ୍ଣ ଅଳଙ୍କାରସବୁ ଆଣିଲେ। ପ୍ରେତ୍ୟକକ ଲୋକ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ସୁବର୍ଣ୍ଣର ମହାନ ଉପହାର ଉତ୍ସର୍ଗ କଲେ।

2 Kings 19:28
ତୁମ୍ଭେ ଆମ୍ଭ ବିରୁଦ୍ଧ ରେ କୋରଧ କରିଅଛ ଓ ତୁମ୍ଭର ଅହମିକା ପୂର୍ଣ୍ଣ ଧିକ୍କାର ଆମ୍ଭର କର୍ଣ୍ଣଗୋଚର ହାଇେଅଛି। ଏଣୁ ଆମ୍ଭେ ତୁମ୍ଭ ନାସିକା ରେ ଅଙ୍କୁଶ ଓ ତୁମ୍ଭ ଓଷ୍ଠଧାର ରେ ଲଗାମ ଦବୋ। ପୁଣି ତୁମ୍ଭେ ଯେଉଁ ବାଟରେ ଆସିଥିଲ ସହେି ବାଟରେ ତୁମ୍ଭଙ୍କୁ ଫରୋଇ ଦବୋ।

Isaiah 37:29
ହଁ, ତୁମ୍ଭେ ଆମ୍ଭ ବିରୁଦ୍ଧ ରେ କୋର୍ଧ କରିଅଛ ଓ ତୁମ୍ଭର ଦମ୍ଭ ଓ ଗର୍ବିତ କଥା ଆମ୍ଭର କର୍ଣ୍ଣଗୋଚର ହାଇେଅଛି। ଏଣୁ ଆମ୍ଭେ ତୁମ୍ଭ ନାକରେ ଅଙ୍କୁଶ ଓ ଓଠ ରେ ଲଗାମ ହବେ। ପୁଣି ତୁମ୍ଭେ ଯେଉଁ ବାଟରେ ଆସିଥିଲ, ସହେି ବାଟରେ ତୁମ୍ଭମାନେେ ଫରେିୟିବ।

Ezekiel 19:4
ନାନା ଦେଶୀଯମାନେ ତାହା ବିଷଯ ରେ ଶୁଣିଲେ ଓ ସମାନେେ ତାକୁ ୟନ୍ତା ରେ ଧରିଲେ। ସମାନେେ ତା' ପାଟି ରେ ଆଙ୍କୁଶ ଦଇେ ତାହାକୁ ମିଶରକୁ ଆଣିଲେ।

Ezekiel 19:9
ଆଉ ସମାନେେ ତାକୁ ଅଙ୍କୁଶ ଦ୍ବାରା ପିଞ୍ଜରା ରେ ରଖି ବାବିଲ ରାଜା ନିକଟକୁ ନଇଗେଲେ। ଇଶ୍ରାୟେଲର ପର୍ବତ ସମୂହର ତାହାର ହୁଙ୍କାର ଶବ୍ଦ ଆଉ ଶୁଣା ନ ଯାଉ, ଏଥିପାଇଁ ସମାନେେ ତାହାକୁ ଦୃଢ଼ ଗଡ଼ ମଧ୍ଯକୁ ନଇଗେଲେ।

Ezekiel 29:4
'ମାତ୍ର ମୁଁ ତୁମ୍ଭ ମାଢ଼ି ରେ ଅଙ୍କୁଶ ଦବେି ଓ ତୁମ୍ଭ ସୋର୍ତ ସମୂହର ମତ୍ସ୍ଯ ସକଳକୁ ତୁମ୍ଭ ଦହରେ କାତି ରେ ଲଗାଇବି। ଆଉ ସହେି ସୋର୍ତ ସମୂହ ମଧ୍ଯରୁ ତୁମ୍ଭକୁ ଓ ତୁମ୍ଭ କାତି ରେ ଲାଗିଥିବା ସମସ୍ତ ମତ୍ସ୍ଯଙ୍କୁ ବାହାର କରି ଉପରକୁ ଆଣିବା।

Ezekiel 38:4
ମୁଁ ତୁମ୍ଭକୁ ବନ୍ଦୀ କରିବି, ତୁମ୍ଭ କଳପାଟି ରେ ଅଙ୍କୁଶ ଦବେି। ଆଉ ମୁଁ ତୁମ୍ଭକୁ, ତୁମ୍ଭର ସୈନ୍ଯମାନଙ୍କୁ ଓ ଅଶ୍ବ ଏବଂ ଅଶ୍ବାରୋହୀଗଣଙ୍କୁ ବାହାର କରି ଆଣିବି। ସମାନେେ ସମସ୍ତେ ସମ୍ପୂର୍ଣ୍ଣ ୟୁଦ୍ଧ ବେଶ ରେ ସୁସଜ୍ଜିତ ଥିବେ ଏବଂ ସମାନେେ ସମସ୍ତ ଫଳକ, ଢ଼ାଲ ଓ ଖଡ୍ଗ ଧାରଣ କରିଥିବେ।

Occurences : 7

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்