Base Word
אֲחִיטוּב
Short DefinitionAchitub, the name of several priests
Long Definitiona grandson of Eli
Derivationfrom H0251 and H2898; brother of goodness
International Phonetic Alphabetʔə̆.ħɪi̯ˈt̪’uːb
IPA modʔə̆.χiːˈtuv
Syllableʾăḥîṭûb
Dictionuh-hee-TOOB
Diction Moduh-hee-TOOV
UsageAhitub
Part of speechn-pr-m

1 Samuel 14:3
ଐକାବୋଦର ଭ୍ରାତା ଅହୀଟକ୍ସ୍ଟବର ପକ୍ସ୍ଟତ୍ର ଯାଜକ ଅହିଯ ଏଫୋଦ ପିନ୍ଧି ସଠାେରେ ଥିଲା। ଐକାବୋଦ ପୀନହସର ପକ୍ସ୍ଟତ୍ର, ପୀନହସ ଶୀଲୋର ଯାଜକ ଏଲିର ପକ୍ସ୍ଟତ୍ର।

1 Samuel 22:9
ଶାଉଲଙ୍କର ଦାସ ନିକଟରେ ଛିଡା ହାଇେଥିବା ଇଦୋମୀଯ ଦୋଯଗ ଉତ୍ତର ଦେଲେ, ମୁ ୟିଶୀର ପକ୍ସ୍ଟତ୍ରକକ୍ସ୍ଟ ନୋବ ରେ ଅହୀଟୂବର ପକ୍ସ୍ଟତ୍ର ଅହୀମଲେକ୍ ନିକଟକକ୍ସ୍ଟ ୟିବାର ଦେଖିଥିଲି।

1 Samuel 22:11
ତେଣୁ ରାଜା ଅହୀଟୂବର ପକ୍ସ୍ଟତ୍ର ଅହୀମଲକେ ଯାଜକକକ୍ସ୍ଟ ଓ ନୋବ ନିବାସୀ ତା'ର ପିତୃବଂଶିଯ ସମସ୍ତ ଯାଜକକକ୍ସ୍ଟ ଡାକିବା ପାଇଁ ଲୋକ ପଠାଇଲେ, ତହିଁରେ ସମସ୍ତେ ରାଜାଙ୍କ ନିକଟକକ୍ସ୍ଟ ଆସିଲେ।

1 Samuel 22:12
ଏଥି ରେ ଶାଉଲ କହିଲେ, ହେ ଅହୀଟୂବର ପକ୍ସ୍ଟତ୍ର, ତୁମ୍ଭେ ଶକ୍ସ୍ଟଣ,

1 Samuel 22:20
କିନ୍ତୁ ଅହିଟୂବର ପକ୍ସ୍ଟତ୍ର ଅହୀମଲକରେ ପକ୍ସ୍ଟତ୍ରମାନଙ୍କ ମଧ୍ଯରକ୍ସ୍ଟ ଅବିଯାଥର ନାମ ରେ ଜଣେ ରକ୍ଷା ପାଇ ଦାଉଦଙ୍କ ଆଡକକ୍ସ୍ଟ ପଳାଇଲା।

2 Samuel 8:17
ଅହୀଟକ୍ସ୍ଟବର ପକ୍ସ୍ଟତ୍ର ସାଦୋକ୍ ଓ ଅବିଯାଥରର ପକ୍ସ୍ଟତ୍ର ଅହୀମଲକେ ଯାଜକ ଥିଲେ। ସରାଯ ଲେଖକ ଥିଲେ।

1 Chronicles 6:7
ମରାଯୋତ ଅମରିଯଙ୍କ ପିତା ଥିଲେ। ଅମରିଯ ଅହୀଟୂବ୍ଙ୍କ ପିତା ଥିଲେ।

1 Chronicles 6:8
ଅହୀଟୂବ୍ ସାଦୋକ୍ଙ୍କ ପିତା ଥିଲେ। ସାଦୋକ୍ ଅହୀମାସ୍ଙ୍କ ପିତା ଥିଲେ।

1 Chronicles 6:11
ଅସରିଯ ଅମରିଯଙ୍କ ପିତା ଥିଲେ। ଅମରିଯ ଅହୀଟୂବ୍ଙ୍କ ପିତା ଥିଲେ।

1 Chronicles 6:12
ଅହୀଟୂବ୍ ସାଦୋକଙ୍କ ପିତା ଥିଲେ। ସାଦୋକ ଶଲ୍ଲୁମ୍ଙ୍କ ପିତା ଥିଲେ।

Occurences : 15

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்