Base Word
טַבָּח
Short Definitionproperly, a butcher; hence, a lifeguardsman (because he was acting as an executioner); also a cook (usually slaughtering the animal for food)
Long Definitionexecutioner, cook, bodyguard, guardsman
Derivationfrom H2873
International Phonetic Alphabett̪’ɑb̚ˈbɔːħ
IPA modtɑˈbɑːχ
Syllableṭabbāḥ
Dictiontahb-BAW
Diction Modta-BAHK
Usagecook, guard
Part of speechn-m

Genesis 37:36
ମିଦିଯନୀଯ ବଣିକମାନେ ଯୋଷଫେକୁ ମିଶର ରେ ବିକ୍ରି କଲେ। ସମାନେେ ତାଙ୍କୁ ପୋଟିଫର ନାମକ ଫାରୋର ଅଧିକାରୀ ଅର୍ଥାତ୍ ରକ୍ଷକ ସନୋପତିଙ୍କଠା ରେ ଯୋଷଫେକୁ ବିକ୍ରଯ କଲେ।

Genesis 39:1
ଯୋଷଫେ ମିଶର ଦେଶକୁ ଅଣା ଯାନ୍ତେ ଫାରୋଙ୍କର ଜଣେ ଭୃତ୍ଯ ଅର୍ଥାତ୍ ମିସ୍ରୀଯ ପୋଟୀଫର ନାମକ ରକ୍ଷକ ସନୋପତି ତାଙ୍କର ଅନଯନକାରୀ ଇଶ୍ମାଯଲେୀଯମାନଙ୍କଠାରୁ ଯୋଷଫଙ୍କେୁ କିଣିଲା।

Genesis 40:3
ରକ୍ଷକ ସୈନ୍ଯାଧିପତିର ଯେଉଁ ବନ୍ଦୀ ଗୃହ ରେ ଯୋଷଫେ ବନ୍ଦୀ ଥିଲେ। ସହେିଠା ରେ ସମାନଙ୍କେୁ ବନ୍ଦୀ କରି ରଖିଲେ।

Genesis 40:4
ଯେତବେେଳେ ପ୍ରହରୀମାନଙ୍କର ଅଧିନାଯକ ଯୋଷଫଙ୍କେୁ ତତ୍ତ୍ବାବଧାନ ରେ ରଖିଲେ, ଯୋଷଫେ ସମାନଙ୍କେର ତତ୍ତ୍ବାବଧାନ କଲେ ଓ ଯୋଗ ଦେଲେ। ଏହି ପ୍ରକା ରେ ସମାନେେ ବହୁଦିନ କାରାଗାର ରେ ରହିଲେ।

Genesis 41:10
ଆପଣ ମାେ ପ୍ରତି କୋର୍ଧିତ ହାଇେ ଏବଂ ପ୍ରଧାନ ରୋଟୀବାଲା ଓ ଆମ୍ଭମାନଙ୍କୁ କାରାବାସ କରିଥିଲେ।

Genesis 41:12
ସଠାେରେ ଜଣେ ଏବ୍ରୀଯ ଲୋକ ଯେ କି ଆମ୍ଭମାନଙ୍କ ସହିତ ବନ୍ଦୀଶାଳା ରେ ଥିଲେ। ସେ ହେଉଛନ୍ତି ରକ୍ଷକ ସୈନ୍ଯାଧିପତିର ଦାସ। ଆମ୍ଭେ ଆମ୍ଭମାନଙ୍କର ସ୍ବପ୍ନ ବିଷଯ ରେ ତାଙ୍କୁ କହିଲୁ। ଏବଂ ସେ ଆମ୍ଭକୁ ତାହା ସବୁ ବୁଝାଇ ଦେଲେ। ସେ ଆମ୍ଭ ଦୁଇଜଣଙ୍କର ସ୍ବପ୍ନର ଅର୍ଥ ବୁଝାଇ ଦେଲେ।

1 Samuel 9:23
ଶାମକ୍ସ୍ଟଯଲେ ରୋଷଇେଆକକ୍ସ୍ଟ ନିର୍ଦ୍ଦେଶ ଦେଲେ, ମୁ ତୁମ୍ଭକୁ ରଖିବାକକ୍ସ୍ଟ କହି ଦଇେଥିବା ମାଂସ ଆଣ।

1 Samuel 9:24
ରୋଷଇେଆ ଚଟକ୍ସ୍ଟଆ ମାଂସ ଆଣି ଶାଉଲଙ୍କ ସମ୍ମକ୍ସ୍ଟଖ ରେ ଟବେକ୍ସ୍ଟଲ ଉପରେ ରଖିଲା। ଶାମକ୍ସ୍ଟଯଲେ କହିଲେ, ତୁମ୍ଭେ ତକ୍ସ୍ଟମ୍ଭ ଟବେକ୍ସ୍ଟଲ ରେ ଥିବା ମାଂସ ଖାଅ। ଏହା ତୁମ୍ଭମାନଙ୍କ ପାଇଁ ସଂରକ୍ଷିତ ଥିଲା। ଏହି ବିଶଷେ ସମୟ ପାଇଁ ଯେତବେେଳେ ଏକତ୍ରୀତ ହବୋ ପାଇଁ ମୁ ଲୋକମାନଙ୍କୁ ଡାକିଲି। ତା'ପରେ ଶାଉଲ ଶାମୁୟେଲଙ୍କ ସହ ତାଙ୍କର ଖାଦ୍ୟ ଖାଇଲେ।

2 Kings 25:8
ନବୂଖଦ୍ନିତ୍ସର ରାଜତ୍ବର ଉନବିଂଶ ବର୍ଷ ରେ ପଞ୍ଚମ ମାସର ସପ୍ତମ ଦିନ ରେ ବାବିଲ ରାଜାର ଦାସ ନବୂସରଦନ୍ ଉତ୍ତମ ୟୋଦ୍ଧାବର୍ଗର ସନୋପତି ରୂପେ ୟିରୁଶାଲମ୍କୁ ଆସିଲା।

2 Kings 25:10
ନବୂସରଦନ୍ଙ୍କ ସହିତ ଥିବା ସମସ୍ତ ସୈନ୍ଯ ୟିରୁଶାଲମ୍ର ଚତୁର୍ଦ୍ଦିଗ ରେ ଥିବା ପ୍ରାଚୀରକୁ ଭାଙ୍ଗି ପକାଇଲେ।

Occurences : 32

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்