Base Word
יוֹחָנָן
Short DefinitionJochanan, the name of nine Israelites
Long Definitiona priest during the high priesthood of Joiakim who returned with Zerubbabel
Derivationa form of H3076
International Phonetic Alphabetjo.ħɔːˈn̪ɔːn̪
IPA modjo̞w.χɑːˈnɑːn
Syllableyôḥānān
Dictionyoh-haw-NAWN
Diction Modyoh-ha-NAHN
UsageJohanan
Part of speechn-pr-m

2 Kings 25:23
ଏହାପରେ ବାବିଲର ରାଜା ଗଦଲିଯକୁ ଶାସନକର୍ତ୍ତା କରିଅଛ ବୋଲି ଶୁଣି ସନୋପତିଗଣ ଓ ସମାନଙ୍କେ ଲୋକମାନେ ଯଥା: ନଥନିଯର ପୁତ୍ର ଇଶ୍ମାଯଲେ, କା ରହରେ ପୁତ୍ର ୟୋହାନନ୍, ନାଟୋଫାତୀଯଠାରୁ ତନହୂମତର ପୁତ୍ର ସରାଯ, ମାଖାତୀଯର ପୁତ୍ର ୟାସନିଯ ଓ ସମାନଙ୍କେର ଲୋକମାନେ ମିସ୍ପାର ଗଦଲିଯ ନିକଟକୁ ଆସିଲେ।

1 Chronicles 3:15
ଯୋଶିୟଯଙ୍କ ପୁତ୍ରମାନଙ୍କର ତାଲିକା ଏହି : ପ୍ରଥମ ପୁତ୍ର ୟୋହାନନ୍, ଦ୍ବିତୀୟ ପୁତ୍ର, ଯିହାୟୋଦାରକୀମ୍, ତୃତୀୟ ପୁତ୍ର ସିଦିକିଯ, ଚତୁର୍ଥ ପୁତ୍ର ଶଲ୍ଲୁମ୍।

1 Chronicles 3:24
ଇଲୀଯୋ-ଐନଯଙ୍କର ସାତ ପୁତ୍ର ଥିଲେ। ସମାନେେ ହେଲେ ହୋଦବିଯ, ଇଲୀଯାଶୀବ, ପ୍ଲାଯ, ଅକ୍ଲବ୍, ୟୋହାନନ୍, ଦଳୀଯ ଓ ଅନାନି।

1 Chronicles 6:9
ଅହୀମାସ ଅସରିଯଙ୍କ ପିତା ଥିଲେ। ଅସରିଯ ୟୋହାନନ୍ଙ୍କ ପିତା ଥିଲେ।

1 Chronicles 6:10
ୟୋହାନନ୍ ଅସରିଯଙ୍କ ପିତା ଥିଲେ (ଶଲୋମନ୍ ୟିରୁଶାଲମ ରେ ଯେଉଁ ମନ୍ଦିର ନିର୍ମାଣ କରିଥିଲେ ସଠାେରେ ଏହି ଅସରିଯ ଯାଜକ ଭାବେ କାର୍ୟ୍ଯ କରୁଥିଲେ)।

1 Chronicles 12:4
ଗିବିଯୋନ ୟିଶ୍ମଯିଯ ତିରିଶ ଜଣ ବୀରଙ୍କ ମଧିଅରେ ବଳଶାଳୀ ଥିଲେ ଓ ସେ ଏହି ତିରିଶ ଜଣ ବୀରଙ୍କର ଜଣେ ନେତା ଥିଲେ। ଗଦରୋଥୀଯ ଲୋକମାନଙ୍କ ମଧ୍ଯରୁ ଯିରିମିୟ, ୟହସୀଯଲେ, ୟୋହାନନ ଓ ୟୋଷାବଦ୍ ଥିଲେ।

1 Chronicles 12:12
ୟୋହାନନ ଅଷ୍ଟମ ସନୋଧ୍ଯକ୍ଷ ଥିଲେ, ଇଲ୍ସାବଦ୍ ନବମ ସନୋଧ୍ଯକ୍ଷ ଥିଲେ,

Ezra 8:12
ଅସ୍ଗଦର ବଂଶଧରମାନଙ୍କ ମଧ୍ଯରୁ ହକାଟନର ପୁତ୍ର ୟୋହାନନ୍ ଓ ତାହା ସଙ୍ଗେ 110ପୁରୁଷ।

Nehemiah 12:22
ଇଲିଯାଶୀବ, ୟୋଯାଦ ଓ ୟୋହାନନ ଓ ୟଦ୍ଦୂଯ ସମୟରେ ଲବେୀୟମାନେ ମଧ୍ଯ ପାରସିକ ଦାରିଯାବସର ଅଧିକାର ସମୟରେ ଯାଜକମାନେ ପୂର୍ବପୁରୁଷ ଗୃହର ମୁଖ୍ଯ ରୂପେ ବଂଶାବଳି ରେ ଲିଖିତ ହେଲେ।

Nehemiah 12:23
ଲବେୀ ବଂଶଜାତ ପିତୃବଂଶ ପ୍ରଧାନମାନଙ୍କ ନାମ ଇଲିଯାଶୀବର ପୁତ୍ର ୟୋହାନନର ସମୟ ପର୍ୟ୍ଯନ୍ତ ବଂଶାବଳି ପୁସ୍ତକରେ ଲିଖିତ ହେଲା।

Occurences : 24

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்