Base Word
יִזְרְעֵאלִי
Short Definitiona Jizreelite or native of Jizreel
Long Definitionan inhabitant of Jezreel
Derivationpatronymically from H3157
International Phonetic Alphabetjɪd͡z.rɛ̆.ʕeʔˈlɪi̯
IPA modjiz.ʁɛ̆.ʕeʔˈliː
Syllableyizrĕʿēʾlî
Dictionyidz-reh-ay-LEE
Diction Modyeez-reh-ay-LEE
UsageJezreelite
Part of speecha

1 Kings 21:1
ଶମରିଯା ନଗରସ୍ଥ ରାଜା ଆହାବଙ୍କ ପ୍ରାସାଦ ନିକଟରେ ଏକ ଦ୍ରାକ୍ଷାକ୍ଷେତ୍ର ଥିଲା। ୟିଷ୍ରିଯଲେୀଯ ନିବାସୀ ନାବୋତ ଏହି ଦ୍ରାକ୍ଷାକ୍ଷେତ୍ରର ଅଧିକାରୀ ଥିଲେ।

1 Kings 21:4
ନାବୋତଙ୍କ କଥା ଆହାବ୍ଙ୍କୁ ବହୁତ ବାଧିଲା। ସେ ଅସନ୍ତୁଷ୍ଟ ହେଲେ ଓ ରାଗିଗଲେ। କାରଣ ନାବୋତ ତାଙ୍କର, ପୈତୃକ ସମ୍ପତ୍ତି ଦବେେ ନାହିଁ ବୋଲି ମନା କଲେ। ତେଣୁ ଏପରି ଖରାପ ମିଜାସ ରେ ସେ ଘରକୁ ଫରେିଲେ। ଏଣୁ ଆହାବ୍ ନ ଖାଇ ନ ପିଇ ଶୟ୍ଯା ରେ ପଡି ରହିଲେ।

1 Kings 21:6
ଆହାବ୍ ଉତ୍ତର ରେ କହିଲେ, ମୁଁ ୟିଷ୍ରିଯଲେୀଯ ନାବୋତକୁ କହିଲି, ତୁମ୍ଭ ଦ୍ରାକ୍ଷାକ୍ଷେତ୍ରଟି ମାେତେ ଦିଅ ଓ ତା' ବଦଳ ରେ ରେ ୗପ୍ୟମୁଦ୍ରା ନିଅ ନଚେତ୍ ତୁମ୍ଭର ପସନ୍ଦ ମୁତାବକ ତା'ରି ଅନୁରୂପ ଏକ ଦ୍ରାକ୍ଷାକ୍ଷେତ୍ର ନିଅ। ମାତ୍ର ସେ କହିଲା, ମୁଁ ତୁମ୍ଭକୁ ମାରେ ଦ୍ରାକ୍ଷାକ୍ଷେତ୍ର ଦବୋକୁ ଯାଉନାହିଁ।

1 Kings 21:7
ତାଙ୍କର ପତ୍ନୀ ଈଷବଲେ ତାଙ୍କୁ କହିଲେ, ତୁମ୍ଭେ କ'ଣ ଇଶ୍ରାୟେଲର ରାଜା ନୁହଁ? ଉଠ, ଭୋଜନ କର ଓ ତୁମ୍ଭର ମନ ଓ ଶରୀର ପୁଲକିତ ହେଉ। ମୁଁ ତୁମ୍ଭକୁ ୟିଷ୍ରିଯଲେୀଯ ନାବୋତର ଦ୍ରାକ୍ଷାକ୍ଷେତ୍ର ଦବେି।

1 Kings 21:15
ଯେତବେେଳେ ଈଷବଲେ ନାବୋତର ମୃତ୍ଯୁ ସମ୍ବାଦ ଶୁଣିଲେ, ସେ ଆହାବ୍ଙ୍କୁ କହିଲେ, ୟିଷ୍ରିଯଲେୀଯ ନାବୋତ ଯେ କି ରେ ୗପ୍ୟ ମୁଦ୍ରା ଦଇେ ଦ୍ରାକ୍ଷାକ୍ଷେତ୍ର ଦବୋକୁ ନାସ୍ତି କରିଥିଲା ସେ ବର୍ତ୍ତମାନ ମୃତ। ଏଣିକି ତୁମ୍ଭେ ତା'ର ଦ୍ରାକ୍ଷାକ୍ଷେତ୍ର ଅଧିକାର କର।

1 Kings 21:16
ତେଣୁ ଆହାବ୍ ଦ୍ରାକ୍ଷାକ୍ଷେତ୍ରକୁ ଗଲେ ଓ ସେ କ୍ଷତକେୁ ଅଧିକାର କଲେ।

2 Kings 9:21
ଏଥି ରେ ଯୋରାମ କହିଲେ, ମାରେ ରଥ ପ୍ରସ୍ତୁତ କର।

2 Kings 9:25
ଯହେୂ ତାଙ୍କର ସାରଥି ବିଦ୍କରକୁ କହିଲେ, ତାକୁ ଉଠାଇ ନଇେ ୟିଷ୍ରିଯଲେୀଯ ନାବୋତ କ୍ଷେତ୍ର ଭୂମିରେ ପକାଇ ଦିଅ। କାରଣ ଆରୋହଣ କରି ଏକତ୍ର ତାହାର ପିତା ଆହାବର ପଶ୍ଚାତ ଗମନ କରିବା ବେଳେ, ସଦାପ୍ରଭୁ କି ପ୍ରକା ରେ ମୁଁ ଓ ତୁମ୍ଭେ ତାହା ଉପରେ ଏହି ଭାରକ୍ତି ଥୋଇଥିଲେ ତାହା ସ୍ମରଣ କର।

Occurences : 8

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்