Base Word
יָחַל
Short Definitionto wait; by implication, to be patient, hope
Long Definitionto wait, hope, expect
Derivationa primitive root
International Phonetic Alphabetjɔːˈħɑl
IPA modjɑːˈχɑl
Syllableyāḥal
Dictionyaw-HAHL
Diction Modya-HAHL
Usage(cause to, have, make to) hope, be pained, stay, tarry, trust, wait
Part of speechv

Genesis 8:12
ସାତଦିନ ଗଲାପରେ ନୋହ ଜାହାଜରୁ ପୂନର୍ବାର କପୋତକୁ ପଠାଇଲେ। କିନ୍ତୁ କପୋତ ଆଉ ଫରେିଲା ନାହିଁ।

1 Samuel 10:8
ମାେ ପୂର୍ବରକ୍ସ୍ଟ ପ୍ରଥମେ ତୁମ୍ଭେ ଗିଲ୍ଗଲ୍କକ୍ସ୍ଟ ୟିବ। ତା'ପରେ ମୁ ସଠାେକକ୍ସ୍ଟ ହାମବେଳି ଓ ମଙ୍ଗଳାର୍ଥକବଳି ରେ ଉତ୍ସର୍ଗ କରିବି। ମୁ ଆସି ତୁମ୍ଭକୁ କଣ କରିବାକୁ ହବେ କହିବା ପର୍ୟ୍ଯନ୍ତ, ତୁମ୍ଭେ ସଠାେରେ ସାତଦିନ ଅପେକ୍ଷା କରିବାକୁ ହବେ।

1 Samuel 13:8
ଶାମକ୍ସ୍ଟଯଲେ କହିଲେ ସେ ଗିଲ୍ଗଲ ରେ ଶାଉଲଙ୍କ ଦଖାେ କରିବାକୁ ଆସିପାରନ୍ତି। ଶାଉଲ ସଠାେରେ ସାତଦିନ ଅପେକ୍ଷା କଲେ କିନ୍ତୁ ଶାମକ୍ସ୍ଟଯଲେ ଗିଲ୍ଗଲ ଆସିଲେ ନାହିଁ। ଏବଂ ସୈନିକମାନେ ଶାଉଲଙ୍କଠାରକ୍ସ୍ଟ ଧି ରେ ଧି ରେ ବିଦାଯନବୋ ଆରମ୍ଭ କଲେ।

2 Samuel 18:14
ଯୋୟାବ କହିଲା, ମୁ ଏଠା ରେ ତକ୍ସ୍ଟମ୍ଭ ସହିତ ସମୟ ନଷ୍ଟ କରି ପାରିବି ନାହିଁ।

2 Kings 6:33
ଇଲୀଶାୟ ଏହିପରି କଥାବାର୍ତ୍ତା କରୁଥିବା ବେଳେ, ସେ ଦୂତ ତାହା ପାଖକୁ ଆସିଲା, ଆଉ ସେ କହିଲା, ଏହି ଅସୁବିଧା ସଦାପ୍ରଭୁଙ୍କଠାରୁ, ମୁଁ କାହିଁକି ଆଉ ସଦାପ୍ରଭୁଙ୍କ ପାଇଁ ଅପେକ୍ଷା କରିବି?

Job 6:11
ମାରେ କ'ଣ ଶକ୍ତି ବାକି ରହିଛି ଯେ ମୁଁ ଆଶା କରିବି ? ମୁଁ ଜାଣନୋ ମାରେ କ'ଣ ହବୋକୁ ଯାଉଛି। ସେଥିପାଇଁ ମାରେ ର୍ଧୈୟ୍ଯ ଧରିବା ପାଇଁ କୌଣସି କାରଣ ନାହିଁ।

Job 13:15
ସେ ମାେତେ ମାରି ଦଇେ ପାରନ୍ତି, ମୁଁ ଭରସା ବିହିନ। ତଥାପି ତାଙ୍କ ସମ୍ମୁଖ ରେ ମାରେ ପକ୍ଷ ପ୍ରସ୍ତୁତ କରିବି।

Job 14:14
ମନୁଷ୍ଯ ମଲେ କ'ଣ ପୁଣି ଆଉ ବଞ୍ଚିବ ? ମୁଁ ନିଶ୍ଚଯ ଅପେକ୍ଷା କରିବି ଯେତଦେିନ ପର୍ୟ୍ଯନ୍ତ ମୁଁ ମୁକ୍ତ ନ ହାଇେଛି।

Job 29:21
ଅତୀତ ରେ ଲୋକେ ମାେ କଥାକୁ ନିରବ ଚାପ ଶୁଣିଥିଲେ। ଯେତବେେଳେ ସମାନେେ ମାେ ପାଖକୁ କୌଣସି ଉପଦେଶ ପାଇଁ ଆସୁଥିଲେ।

Job 29:23
ଲୋକେ ବର୍ଷାକୁ ଅପେକ୍ଷା କଲାପରି ମାେ କଥା ଶୁଣିବାକୁ ଅପେକ୍ଷା କରୁଥିଲେ। ଲୋକେ ମାରେ କଥାକୁ ବସନ୍ତଋତୁର ବର୍ଷାଭଳି ପାନ କରୁଥିଲେ।

Occurences : 40

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்