Base Word
יָחַשׂ
Short Definitionto enroll by pedigree
Long Definition(Hithpael) to reckon genealogically, enrol on a genealogy, enrol, be enrolled
Derivationa primitive root; to sprout; used only as denominative from H3188
International Phonetic Alphabetjɔːˈħɑɬ
IPA modjɑːˈχɑs
Syllableyāḥaś
Dictionyaw-HAHS
Diction Modya-HAHS
Usage(number after, number throughout the) genealogy (to be reckoned), be reckoned by genealogies
Part of speechv

1 Chronicles 4:33
ବାଲ ପରି କତେୋଟି ସୁଦୂରବର୍ତ୍ତୀ ଗ୍ରାମ ମଧ୍ଯ ଥିଲା। ଏହିସବୁ ସ୍ଥାନ ରେ ସମାନେେ ବାସ କରୁଥିଲେ। ଆହୁରି ମଧ୍ଯ ସମାନେେ ନିଜର ପରିବାରର ଇତିହାସ ଲେଖି ରଖୁଥିଲେ।

1 Chronicles 5:1
ରୁବନ୍େ ଇଶ୍ରାୟେଲଙ୍କର ପ୍ରଥମଜାତ ପୁତ୍ର ଥିଲେ। ସେଥିପାଇଁ ସେ ବିଶଷେ ଆଶୀର୍ବାଦ ପାଇବାର ଉଚିତ୍ ଥିଲା, କିନ୍ତୁ ସେ ନିଜ ପିତାଙ୍କର ସ୍ତ୍ରୀଙ୍କ ସହିତ ୟୌନ ସମ୍ପର୍କ ସ୍ଥାପନ କରିଥିଲେ। ତେଣୁ ଏହି ସମସ୍ତ ଆଶୀର୍ବାଦ ଯୋଷଫଙ୍କେ ପୁତ୍ରଙ୍କୁ ଦିଆଗଲା।

1 Chronicles 5:7
ପରିବାରର ଇତିହାସ ରେ ଯେଉଁପରି ଲଖାେ ୟାଇଅଛି, ଠିକ୍ ସହେିପରି ଯାୟେଲଙ୍କ ଭ୍ରାତୃଗଣ ଓ ତାହାଙ୍କ ପରିବାରବର୍ଗ ତାଲିକା କରା ୟାଇଅଛି। ୟିଯିଯଲେ ପ୍ରଥମ ପୁତ୍ର ଥିଲେ, ତା'ପରେ ଜିଖରିଯ।

1 Chronicles 5:17
ଯୋଥମ୍ ଓ ୟାରବିଯାମଙ୍କ ସମୟରେ, ଗାଦ୍ଙ୍କ ଗୋଷ୍ଠୀ ଇତିହାସ ରେ ଏହି ବ୍ଯକ୍ତିମାନଙ୍କର ନାମ ଲିଖିତ ହାଇେଥିଲା। ଯୋଥମ୍ ଯିହୁଦାର ରାଜା ଓ ୟାରବିଯାମ ଇଶ୍ରାୟେଲର ରାଜା ଥିଲେ।

1 Chronicles 7:5
ପରିବାରର ଇତିହାସରୁ ଜଣାପଡ଼େ ଯେ, ଇଷାଖରର ସମସ୍ତ ଗୋଷ୍ଠୀ ମଧିଅରେ 87,000 ଜଣ ବଳଶାଳୀ ଯୋଦ୍ଧା ଥିଲେ।

1 Chronicles 7:7
ବଲୋଙ୍କର ପାଞ୍ଚପୁତ୍ର ଥିଲେ। ସମାନଙ୍କେର ନାମ ଥିଲା : ଇଷବୋନ୍, ଉଷ, ଉଷୀଯଲେ, ଯିରମୋେତ୍ ଓ ଈରୀ। ସମାନେେ ସମାନଙ୍କେ ପରିବାରର ମୁଖ୍ଯ ଥିଲେ। ସମାନଙ୍କେ ପରିବାରର ଇତିହାସରୁ ଜଣାୟାଏ ଯେ, ସମାନଙ୍କେ ମଧିଅରେ 22,034 ଜଣ ସୈନିକ ଥିଲେ।

1 Chronicles 7:9
ସମାନଙ୍କେ ପରିବାରର ଇତିହାସ ଜଣାଏ ଯେ, ସମାନଙ୍କେର ମଧ୍ଯ 20,000 ଜଣ ସୈନିକ ଥିଲେ।

1 Chronicles 7:40
ଏହି ବ୍ଯକ୍ତିମାନେ ଆଶରଙ୍କେ ବଂଶଧର ଥିଲେ। ସମାନେେ ସମାନଙ୍କେ ପରିବାରର ମୁଖ୍ଯ ଥିଲେ। ସମାନେେ ସର୍ବୋତ୍ତମ ବ୍ଯକ୍ତି ଥିଲେ। ସମାନେେ ସମସ୍ତେ ଯୋଦ୍ଧା ଓ ମହାନ୍ ନେତାଗଣ ଥିଲେ। ସମାନଙ୍କେ ପରିବାରର ଇତିହାସ ଜଣାଏ ଯେ, 26,000 ସୈନ୍ଯ ୟୁଦ୍ଧ ନିମନ୍ତେ ପ୍ରସ୍ତୁତ ହାଇେ ରହିଥିଲେ।

1 Chronicles 9:1
ଇଶ୍ରାୟେଲର ସମସ୍ତ ଲୋକଙ୍କର ନାମ ସମାନଙ୍କେ ପରିବାରର ଇତିହାସ ରେ ଲିଖିତ ହାଇେଅଛି। ସହେି ପାରିବାରିକ ଇତହାସକୁ ଇଶ୍ରାୟେଲର ରାଜାମାନଙ୍କ ଇତିହାସ ପୁସ୍ତକରେ ଅନ୍ତଭୁର୍କ୍ତ କରାୟାଇଛି।

1 Chronicles 9:22
ପ୍ରବେଶ ଦ୍ବାରର ଦ୍ବାରପାଳ ନିମନ୍ତେ ସମୁଦାଯ 212 ଜଣ ଲୋକଙ୍କୁ ମନୋନୀତ କରାୟାଇଥିଲା। ସମାନଙ୍କେର ନାମ ସମାନଙ୍କେ ପରିବାର ଇତିହାସ ରେ ଓ ସମାନଙ୍କେ ଗ୍ରାମଗୁଡ଼ିକରେ ଲଖାୟୋଇଅଛି। ଦାଉଦ ଓ ଦର୍ଶକ ଶାମୁଯଲେ ସମାନଙ୍କେୁ ସହେି ଜାଗା ରେ ନିୟୁକ୍ତ କରିଥିଲେ। କାରଣ ସମାନେେ ବିଶ୍ବସ୍ତ ଥିଲେ।

Occurences : 20

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்