Base Word
יִתְרוֹ
Short DefinitionJethro, Moses' father-in-law
Long Definitionfather-in-law of Moses; also 'Jether'
Derivationfrom H3499 with pron. suffix; his excellence
International Phonetic Alphabetjɪt̪ˈro
IPA modjitˈʁo̞w
Syllableyitrô
Dictionyit-ROH
Diction Modyeet-ROH
UsageJethro
Part of speechn-pr-m

Exodus 3:1
ଯିଥ୍ରୋ ମାଶାଙ୍କେର ଶ୍ବଶୁର ଥିଲେ। ଯିଥ୍ରୋମିଦିଯନୀଯମାନଙ୍କ ଯାଜକ ଥିଲେ। ମାଶାେ ତାଙ୍କ ଶ୍ବଶୁରଙ୍କର ମଷେପଲମାନଙ୍କର ଯତ୍ନ ନେଉଥିଲେ। ଦିନେ ମାଶାେ ତାଙ୍କ ମଷେପଲଙ୍କୁ ମରୁଭୂମିର ପଶ୍ଚିମପଟକୁ ଆଗଇେ ନେଲେ। ମାଶାେ ହାରେବେ ନାମକ ଏକ ପର୍ବତକୁ ଗଲେ, ଯାହାକି ପରମେଶ୍ବରଙ୍କର ପର୍ବତ ଥିଲା।

Exodus 4:18
ଏହାପରେ ମାଶାେ ତାଙ୍କର ଶ୍ବଶୁର ୟିଥ୍ରୋଙ୍କ ନିକଟକୁ ଫରେିଗଲେ। ମାଶାେ ୟିଥ୍ରୋଙ୍କୁ କହିଲେ, ଦୟାକରି ମାେତେ ମିଶରକୁ ୟିବାକୁ ଦିଅ। ମୁଁ ମାରେ ଲୋକମାନଙ୍କୁ ଦେଖିବା ପାଇଁ ଚାହୁଁଛି ଏବଂ ଜାଣିବା ପାଇଁ ଚାହୁଁଛି, ସମାନେେ ବର୍ତ୍ତମାନ କିପରି ଅଛନ୍ତି। ସମାନେେ ଆଜି ପର୍ୟ୍ଯନ୍ତ ଜୀବିତ ଅଛନ୍ତି କି ନାହିଁ?

Exodus 4:18
ଏହାପରେ ମାଶାେ ତାଙ୍କର ଶ୍ବଶୁର ୟିଥ୍ରୋଙ୍କ ନିକଟକୁ ଫରେିଗଲେ। ମାଶାେ ୟିଥ୍ରୋଙ୍କୁ କହିଲେ, ଦୟାକରି ମାେତେ ମିଶରକୁ ୟିବାକୁ ଦିଅ। ମୁଁ ମାରେ ଲୋକମାନଙ୍କୁ ଦେଖିବା ପାଇଁ ଚାହୁଁଛି ଏବଂ ଜାଣିବା ପାଇଁ ଚାହୁଁଛି, ସମାନେେ ବର୍ତ୍ତମାନ କିପରି ଅଛନ୍ତି। ସମାନେେ ଆଜି ପର୍ୟ୍ଯନ୍ତ ଜୀବିତ ଅଛନ୍ତି କି ନାହିଁ?

Exodus 18:1
ମିଦିଯନୀଯମାନଙ୍କର ଯାଜକ ୟିଥ୍ରୋ, ମାଶାଙ୍କେର ଶ୍ବଶୁର ଥିଲେ। ଯିଥ୍ରୋଶୁଣିବାକୁ ପାଇଲେ, ସଦାପ୍ରଭୁ ବିଭିନ୍ନ ପ୍ରକା ରେ ମାଶାେ ଏବଂ ତାଙ୍କର ଇଶ୍ରାୟେଲୀୟ ଲୋକମାନଙ୍କୁ ସାହାୟ୍ଯ କରିଛନ୍ତି। ଏବଂ ଯିଥ୍ରୋଶୁଣିବାକୁ ପାଇଲେ, ସଦାପ୍ରଭୁ ମିଶରରୁ ଇଶ୍ରାୟେଲୀୟମାନଙ୍କୁ ବାହାର କରି ଆଣିଛନ୍ତି।

Exodus 18:2
ତେଣୁ ଯିଥ୍ରୋ ମାଶାଙ୍କେ ନିକଟକୁ ଗଲେ। ଯେତବେେଳେ ମାଶାେ ପରମେଶ୍ବରଙ୍କ ପର୍ବତ ସୀନ ରେ ଥିଲେ। ଯିଥ୍ରୋ ମାଶାଙ୍କେର ସ୍ତ୍ରୀ ସିପୋରାକୁ ସାଙ୍ଗ ରେ ନଇଗେଲେ। ସିପୋରା ମାଶାଙ୍କେ ପଖ ରେ ନଥିଲେ କାରଣ ମାଶାେ ତାଙ୍କୁ ତାଙ୍କ ପିତାଙ୍କ ଗୃହକୁ ପଠାଇ ଦଇେଥିଲେ।

Exodus 18:5
ତେଣୁ ଯିଥ୍ରୋ ମାଶାଙ୍କେ ନିକଟକୁ, ମାଶାଙ୍କେର ଦୁଇପୁତ୍ର ଓ ସ୍ତ୍ରୀ ସହିତ ଗଲେ। ସହେି ସମୟରେ ମାଶାେ ପରମେଶ୍ବରଙ୍କର ପର୍ବତ ନିକଟରେ ଛାଉଣୀ ପକାଇଥିଲେ।

Exodus 18:6
ଯିଥ୍ରୋ ମାଶାଙ୍କେ ନିକଟକୁ ଏକ ବାର୍ତ୍ତା ପଠାଇଲେ ଯିଥ୍ରୋକହିଲେ, ମୁଁ ତୁମ୍ଭର ଶ୍ବଶୁର ଯିଥ୍ରୋଏବଂ ତୁମ୍ଭର ସ୍ତ୍ରୀ ଓ ତୁମ୍ଭର ଦୁଇପୁତ୍ର ସହିତ ତୁମ୍ଭ ନିକଟକୁ ଆସିଅଛୁ।

Exodus 18:9
ଯିଥ୍ରୋବହୁତ ଖୁସି ହେଲେ, ଯେତବେେଳେ ଜାଣିଲେ ସଦାପ୍ରଭୁ ଇଶ୍ରାୟେଲବାସୀମାନଙ୍କ ପାଇଁ ବହୁତ ଭଲ କର୍ମମାନ କରିଛନ୍ତି। ଏବଂ ସେ ବହୁତ ଖୁସି ହେଲେ ଯେ ସଦାପ୍ରଭୁ ମିଶରଠାରୁ ଇଶ୍ରାୟେଲକୁ ମୁକ୍ତ କରିଛନ୍ତି।

Exodus 18:10
ଯିଥ୍ରୋକହିଲେ, ସଦାପ୍ରଭୁଙ୍କର ପ୍ରଶଂସା କର! ସେ ତୁମ୍ଭମାନଙ୍କୁ ମିଶରର ଶକ୍ତି ନିକଟରୁ ଉଦ୍ଧାର କରିଛନ୍ତି। ସଦାପ୍ରଭୁ ତୁମ୍ଭମାନଙ୍କୁ ଫାରୋଙ୍କ ନିକଟରୁ ରକ୍ଷା କରିଛନ୍ତି

Exodus 18:12
ଯିଥ୍ରୋପରମେଶ୍ବରଙ୍କୁ ନବୈେଦ୍ଯ ଅର୍ପଣ କଲେ। ହାରୋଣ, ମାଶାେ ଓ ଇଶ୍ରାୟେଲର ସମସ୍ତ ପ୍ରାଚୀନବର୍ଗ ଆସି ପରମେଶ୍ବରଙ୍କ ସମ୍ମୁଖ ରେ ମାଶାଙ୍କେ ଶ୍ବଶୁର ସଙ୍ଗେ ଭୋଜନ କଲେ।

Occurences : 10

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்