Base Word
כֵּן
Short Definitiona stand, i.e., pedestal or station
Long Definitionbase, stand, pedestal, office, foot, place, estate
Derivationthe same as H3651, used as a noun
International Phonetic Alphabetken̪
IPA modken
Syllablekēn
Dictionkane
Diction Modkane
Usagebase, estate, foot, office, place, well
Part of speechn-m

Genesis 40:13
ଦିନିଦିନ ମଧିଅରେ ଫାରୋ ତୁମ୍ଭର ସମ୍ତକ ଉଠାଇ ତୁମ୍ଭକୁ ନିଜ ପଦ ରେ ପୁନ୍ନର୍ବାର ନିୟୁକ୍ତ ଦବେେ। ତହି ରେ ତୁମ୍ଭେ ପୂର୍ବପରି ପାନପାତ୍ର ବାହକ ହାଇେ ପୁନ୍ନର୍ବର ଫାରୋଙ୍କ ହସ୍ତ ରେ ପାନପାତ୍ର ଦବେ।

Genesis 41:13
ସେ ଆମ୍ଭମାନଙ୍କୁ ଯାହା ସବୁ କହିଥିଲଲେ ତାହା ସତ୍ଯ ହେଲା। ସେ କହିଥିଲେ ମୁଁ ମୁକ୍ତ ହବେି ଏବଂ ମାରେ କର୍ମ ରେ ନିୟୁକ୍ତ ହବେି। ଏବଂ ସହେିପରି ହେଲା। ସେ କହିଥିଲେ ସୂପକାର ମରିବ। ସେ ମଧ୍ଯ ମଲା।

Exodus 30:18
ପ୍ରକ୍ଷାଳନ କୁଣ୍ଡ ଏବଂ ଏହାର ଆଧାର ସବୁ କଂସା ରେ ତିଆରି କର। ପୁଣି ସମାଗମ ତମ୍ବୁ ଓ ୟଜ୍ଞବଦେୀ ମଧିଅରେ ପ୍ରକ୍ଷାଳନ କୁଣ୍ଡ ରଖ ଓ ତହିଁ ମଧିଅରେ ଜଳ ପୂର୍ଣ୍ଣ କର।

Exodus 30:28
ହାମବେଳିର ବଦେୀ ଓ ତହିଁର ସକଳ ଅଂଶ, ପ୍ରକ୍ଷାଳନ ପାତ୍ର ଓ ତହିଁର ରୁଖା।

Exodus 31:9
ହାମବେଳି ବଦେୀ ଓ ତହିଁର ସମସ୍ତ ପାତ୍ର, ପ୍ରକ୍ଷାଳନ ପାତ୍ର ଓ ତହିଁର ବୈଠକି,

Exodus 35:16
ନବୈେଦ୍ଯ ଉତ୍ସର୍ଗ ନିମନ୍ତେ ୟଜ୍ଞବଦେୀ ତାର କଂସା ଜାଲି, ସାଙ୍ଗୀ ଓ ତାର ସାମଗ୍ରୀ, ପ୍ରକ୍ଷାଳନ ପାତ୍ର ଏବଂ ତାର ଆଧାର।

Exodus 38:8
ସ୍ତ୍ରୀ ଲୋକଟି ଦଇେଥିବା ପିତ୍ତଳ ନିର୍ମିତ ଦର୍ପଣରୁ କଂସାର ପ୍ରକ୍ଷାଳନ ପାତ୍ର ଓ ଏକ କଂସାର ରୂଖା ତିଆରି କଲେ। ସହେି ସ୍ତ୍ରୀଲୋକ ସମାଗମ ତମ୍ବୁର ଦ୍ବାର ସମୀପରେ ସବୋ କରୁଥିଲେ।

Exodus 39:39
କଂସାର ୟଜ୍ଞବଦେୀ, କଂସାର ଜଞ୍ଜିର, ତା'ର ସାଙ୍ଗୀ ଓ ସକଳ ଆସବାବ ପତ୍ର, ପ୍ରକ୍ଷାଳନ ପାତ୍ର ଓ ତହିଁର ଆଧାର।

Exodus 40:11
ଆଉ ତୁମ୍ଭେ ପ୍ରକ୍ଷାଳନ ପାତ୍ର ଓ ତହିଁର ବୈଠକି ଅଭିଷକେ କରି ପବିତ୍ର କରିବ।

Leviticus 8:11
ତା'ପରେ ସେ ଅଭିଷକୋର୍ଥକ ତୈଳ ପାଇଁ ରଖାୟିଇଥିବା ତୈଳ ନେଲେ ଏବଂ ଏହା ୟଜ୍ଞବଦେୀ ଉପରେ ସାତଥର ଛିଞ୍ଚିଲେ। ସେ ୟଜ୍ଞବଦେୀ, ତା'ର ସମସ୍ତ ପାତ୍ର, ପ୍ରକ୍ଷାଳନ ପାତ୍ର ଓ ରୂଖା ଅନ୍ଯାନ୍ଯ ବସ୍ତୁକୁ ପବିତ୍ର କରିବାକୁ ଅଭିଷକେ କଲେ।

Occurences : 17

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்