Base Word
מוּסָר
Short Definitionproperly, chastisement; figuratively, reproof, warning or instruction; also restraint
Long Definitiondiscipline, chastening, correction
Derivationfrom H3256
International Phonetic Alphabetmuːˈsɔːr
IPA modmuˈsɑːʁ
Syllablemûsār
Dictionmoo-SAWR
Diction Modmoo-SAHR
Usagebond, chastening(-eth), chastisement, check, correction, discipline, doctrine, instruction, rebuke
Part of speechn-m

Deuteronomy 11:2
ଆଜି ମନରେଖ ତକ୍ସ୍ଟମ୍ଭଙ୍କକ୍ସ୍ଟ ଶିକ୍ଷା ଦବୋ ପାଇଁ ତୁମ୍ଭର ସଦାପ୍ରଭୁ ପରମେଶ୍ବର ଯେଉଁସବୁ ଆଶ୍ଚର୍ୟ୍ଯଜନକ କର୍ମ କରିଛନ୍ତି। ସେ ହେଉଛି ତୁମ୍ଭେ ଏବଂ ତୁମ୍ଭର ପିଲାମାନେ ନକ୍ସ୍ଟହଁନ୍ତି ସହେି ସମସ୍ତ ବିଷଯ ଘଟିବାର ଦେଖିଲ ଏବଂ ତା ମାଧ୍ଯମ ରେ ବଞ୍ଚିଲ। ତୁମ୍ଭେ ଦେଖିଛ ସେ କେତେ ଶକ୍ତିଶାଳୀ ଏବଂ ଆଶ୍ଚର୍ୟ୍ଯ କର୍ମ ସେ କରନ୍ତି।

Job 5:17
ଯେଉଁ ମନୁଷ୍ଯକୁ ପରମେଶ୍ବର ସଂ ଶାଧେନ କରନ୍ତି, ସେ ଭାଗ୍ଯବାନ। ତେଣୁ ସହେି ସର୍ବଶକ୍ତିମାନ ପରମେଶ୍ବର ଯେତବେେଳେ ତୁମ୍ଭକୁ ଦଣ୍ଡ ଦିଅନ୍ତି, ତାଙ୍କ ବିରୁଦ୍ଧ ରେ ଅଭିଯୋଗ କରନାହିଁ।

Job 12:18
ରାଜା ଲୋକମାନଙ୍କୁ ବନ୍ଦୀ ଗୃହ ରେ ନିକ୍ଷପେ କରନ୍ତି। କିନ୍ତୁ ପରମେଶ୍ବର ସହେି ଲୋକମାନଙ୍କୁ ମୁକ୍ତି ଦଇେ ଆହୁରି ଅଧିକ ଶକ୍ତିଶାଳୀ କରି ଦିଅନ୍ତି।

Job 20:3
ତୁମ୍ଭେ ତୁମ୍ଭର ଉତ୍ତର ରେ ଆମ୍ଭକୁ ଅପମାନିତ କରିଛ। କିନ୍ତୁ ମୁଁ ଜ୍ଞାନୀ, ତେଣୁ ତୁମ୍ଭକୁ କିପରି ଉତ୍ତର ଦବୋକୁ ହବେ ମୁଁ ଜାଣେ।

Job 36:10
ପରମେଶ୍ବର ତାଙ୍କ ଚତାବେନୀ ଶୁଣିବାକୁ ସମାନଙ୍କେୁ ବାଧ୍ଯ କରିବେ। ସେ ତାଙ୍କୁ ପାପ ବନ୍ଦ କରିବାକୁ ନିର୍ଦ୍ଦଶେ ଦବେେ।

Psalm 50:17
କାରଣ ତୁମ୍ଭମାନେେ ଆନନ୍ଦିତ ନୁହଁ, ଯେତବେେଳେ ମୁଁ ତୁମ୍ଭମାନଙ୍କୁ ଦଣ୍ଡିତ କରେ। ତୁମ୍ଭମାନେେ ମାରେ କଥାକୁ ଘୃଣା କର। ତୁମ୍ଭମାନେେ ମାରେ କଥାକୁ ଅବଜ୍ଞା କର।

Proverbs 1:2
ଏହି ହିତାପଦେେଶ ଲୋକମାନଙ୍କୁ ବୁଦ୍ଧିମାନ କରିବ। ଏବଂ ସମାନେେ ଜାଣିପାରିବେ କେଉଁ କାର୍ୟ୍ଯଟି ଠିକ୍। ଜ୍ଞାନ ଓ ଉପଦେଶ ବୁଝିବାକୁ ଏହି ବାକ୍ଯମାନ ସାହାୟ୍ଯ କରିବ।

Proverbs 1:3
ଏହି ଉପଦେଶ ଲୋକମାନଙ୍କର ନିର୍ଦ୍ଦେଶ ଠିକ୍ ବାଟରେ କରିବ। ଏହାଦ୍ବାରା ଲୋକମାନେ ସଚ୍ଚୋଟତା, ସାଧୁତା ଓ ନ୍ଯାଯ ଶିକ୍ଷା କରିବେ।

Proverbs 1:7
ପ୍ରଥମେ ସଦାପ୍ରଭୁଙ୍କୁ ସମ୍ମାନ କରିବା ଏବଂ ସଦାପ୍ରଭୁଙ୍କ ବାକ୍ଯ ମାନି ଚଳିବା ଜଣେ ବ୍ଯକ୍ତି ଏହା ଶିକ୍ଷା କରିବା ଉଚିତ୍। ଏଥି ରେ ତୁମ୍ଭର ବାସ୍ତବ ଜ୍ଞାନ ବୃଦ୍ଧି ଘଟିବ। କିନ୍ତୁ ନିର୍ ବୋଧ ଲୋକମାନେ ଜ୍ଞାନ ଓ ଉପଦେଶକୁ ତୁଚ୍ଛ କରନ୍ତି।

Proverbs 1:8
ହେ ମାରେ ପୁତ୍ର, ତୁମ୍ଭର ପିତାଙ୍କର ଉପଦେଶ ଶୁଣ, ଯେତବେେଳେ ସେ ତୁମ୍ଭକୁ ଶୃଙ୍ଖଳିତ କରନ୍ତି ଏବଂ ତୁମ୍ଭ ମାତାଙ୍କର ଉପଦେଶ ପରିତ୍ଯାଗ କର ନାହିଁ।

Occurences : 50

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்