Base Word
מְזוּזָה
Short Definitiona door-post (as prominent)
Long Definitiondoorpost, gatepost
Derivationor מְזֻזָה; from the same as H2123
International Phonetic Alphabetmɛ̆.d͡zuːˈd͡zɔː
IPA modmɛ̆.zuˈzɑː
Syllablemĕzûzâ
Dictionmeh-dzoo-DZAW
Diction Modmeh-zoo-ZA
Usage(door, side) post
Part of speechn-f

Exodus 12:7
ତୁମ୍ଭମାନେେ ସହେି ପଶୁର ରକ୍ତ ନଇେ ତୁମ୍ଭେ ଯେଉଁ ଘ ରେ ମଷେ ଖାଉଥିବ, ସହେି ଫାଟକର ଦ୍ବାରବନ୍ଧର ଉପର ଓ ବାଜୁବନ୍ଧ ପାଖ ରେ ସହେି ରକ୍ତ ଲଗାଇବ।

Exodus 12:22
ବିଡାଏ ଏସୋବ୍ ନଇେ ପାତ୍ର ରେ ଥିବା ରକ୍ତ ରେ ବୁଡାଇ ଦ୍ବାରର କପାଳି ଓ ଦୁଇ ବାଜୁବନ୍ଧ ଉପରେ ପାତ୍ରସ୍ଥିତ ରକ୍ତ ଲଗାଅ। ପୁଣି ପ୍ରଭାତ ୟାଏ ତୁମ୍ଭମାନଙ୍କର କହେିଗୃହ ଦ୍ବାର ରେ ବାହାରକୁ ନଯାଉ।

Exodus 12:23
ସହେି ସମୟରେ ସଦାପ୍ରଭୁ ମିଶର ମଝି ରେ ଯିବେ ଏବଂ ମିଶରୀଯମାନଙ୍କୁ ହତ୍ଯା କରିବେ। ସଦାପ୍ରଭୁ ଯେଉଁ ଦ୍ବାର ରେ ରକ୍ତ ଚିହ୍ନ ଦେଖିବେ ସହେି ଘରକୁ ଛାଡି ଦବେେ। ସେ ମୃତ୍ଯୁ ଦୂତକୁ ତୁମ୍ଭ ଘ ରେ ପଶି ତୁମ୍ଭକୁ ହତ୍ଯା କରିବାକୁ ଦବେେ ନାହିଁ।

Exodus 21:6
ଯଦି ଏପରି ଘଟେ, ତବେେ ତା'ର ମୁନିବ ତାଙ୍କୁ ପରମେଶ୍ବରଙ୍କ ସମ୍ମୁଖକୁ ଆଣିବ, ତା'ର ମୁନିବ ତାକୁ କବାଟ ବା ବାଜୁବନ୍ଧ ନିକଟକୁ ଆଣି ବିନ୍ଧାଣୀ ରେ ତା'ର କାନ ବିନ୍ଧିବ, ତହିଁରେ ସେ ସଦାକାଳ ତା'ର ସବୋ କରିବ।

Deuteronomy 6:9
ଆହକ୍ସ୍ଟରି ତୁମ୍ଭେ ଆପଣା ଗୃହ ଦ୍ବାର ଚଉକାଠ ରେ ଓ ବାହାର ଦ୍ବାର ରେ ତାହା ଲେଖିବ।

Deuteronomy 11:20
ତୁମ୍ଭେ ଆପଣା ଗୃହଦ୍ବାର ରେ ଥିବା ଚଉକାଠ ରେ ଓ ବାହାର ଦ୍ବାର ରେ ତାହା ଲେଖିବ।

Judges 16:3
କିନ୍ତୁ ଶାମ୍ଶାେନ୍ ସେ ବେଶ୍ଯା ପାଖ ରେ ମଧ୍ଯ ରାତ୍ରି ପର୍ୟ୍ଯନ୍ତ ରହିଲେ ଓ ମଧ୍ଯ ରାତ୍ରି ରେ ନଗର ଫାଟକ ଭାଙ୍ଗି ବାହାରି ଆସିଲେ। ସେ ସଗେୁଡିକୁ କାନ୍ଥରକ୍ସ୍ଟ ଓ ଦକ୍ସ୍ଟଇ ବାଜକ୍ସ୍ଟବନ୍ଧରକ୍ସ୍ଟ ଉପାଡି ପକାଇଲେ। ସେ ଫାଟକର ଦକ୍ସ୍ଟଇଟି ଖମ୍ବକକ୍ସ୍ଟ ତା'ର ବାଜକ୍ସ୍ଟବନ୍ଧକକ୍ସ୍ଟ ହିବ୍ରୋଣ ପର୍ବତ ପାଖକକ୍ସ୍ଟ ନଇଗେଲେ।

1 Samuel 1:9
ସେ ଖାଇପିଇ ସାରିବା ପରେ ହାନ୍ନା ଚକ୍ସ୍ଟପ୍ ଗ୍ଭପ୍ ଭାବରେ ଉଠିୟାଇ ସଦାପ୍ରଭୁଙ୍କ ପ୍ରାଙ୍ଗଣକକ୍ସ୍ଟ ପ୍ରାର୍ଥନା କରିବାକୁ ଗଲା। ଏଲି ୟିଏ କି ଧର୍ମଯାଜକ ଥିଲେ, ସେ ସହେି ସଦାପ୍ରଭୁଙ୍କ ପବିତ୍ର ମନ୍ଦିରର ଫାଟକ ନିକଟରେ ବସି ରହିଥିଲେ।

1 Kings 6:31
ମାହାପବିତ୍ର ସ୍ଥାନର କବାଟ ଜିତ କାଠ ରେ ନିର୍ମିତ ହାଇେଥିଲା, ଦୁଆରବନ୍ଧଟିର ପାଞ୍ଚଟି ପାଖ ଥଲା।

1 Kings 6:33
ମୁଖ୍ଯ କଠାେରୀର ପ୍ରବେଶ ଦ୍ବାର ରେ ଜିତ କାଠର କବାଟ ନିର୍ମାଣ କଲେ। ଦୁଆରବନ୍ଧଟି ବର୍ଗାକାର ଥିଲା।

Occurences : 19

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்