Base Word
מְחִיר
Short Definitionprice, payment, wages
Long Definitionprice, hire
Derivationfrom an unused root meaning to buy
International Phonetic Alphabetmɛ̆ˈħɪi̯r
IPA modmɛ̆ˈχiːʁ
Syllablemĕḥîr
Dictionmeh-HEER
Diction Modmeh-HEER
Usagegain, hire, price, sold, worth
Part of speechn-m

Deuteronomy 23:18
ତୁମ୍ଭେ କୌଣସି ମାନତ ନିମନ୍ତେ କୌଣସି ବେଶ୍ଯାର ବତନେ କିଅବା କକ୍ସ୍ଟକକ୍ସ୍ଟରର ମୂଲ୍ଯ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବରଙ୍କ ଗୃହକକ୍ସ୍ଟ ଆଣିବ ନାହିଁ। କାରଣ ସେ ଉଭୟ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବରଙ୍କ ଘୃଣ୍ଯ ଅଟନ୍ତି।

2 Samuel 24:24
ତହିଁରେ ରାଜା ଅରୌଣାକକ୍ସ୍ଟ କହିଲେ, ନା, ମୁ ଅବଶ୍ଯ ମୂଲ୍ଯ ଦଇେ ତକ୍ସ୍ଟମ୍ଭଠାରକ୍ସ୍ଟ ଏସବୁ କିଣିବି ଆଉ ମୁ ସଦାପ୍ରଭୁ ମାେ ପରମେଶ୍ବରଙ୍କ ଉଦ୍ଦେଶ୍ଯ ରେ ବିନା ମୂଲ୍ଯର ହାମବେଳି ଉତ୍ସର୍ଗ କରିବି ନାହିଁ।

1 Kings 10:28
ଶଲୋମନଙ୍କର ଅଶ୍ବଗୁଡିକ ବଣିକମାନଙ୍କ ଦ୍ବାରା ମିଶରରୁ ଓ କ୍ଯୁଏରୁ ଅଣାଗଲା, ଯେଉଁମାନେ କି ସଗେୁଡିକ ସଠାରୁେ କିଣିଥିଲେ।

1 Kings 21:2
ଦିନେ ନାବୋତକୁ ରାଜା ଆହାବ୍ ଡାକି କହିଲେ, ମାେତେ ତୁମ୍ଭର ଏହି ଦ୍ରାକ୍ଷାକ୍ଷେତ୍ରଟି ଦିଅ, ମୁଁ ସେଥି ରେ ପନିପରିବା କରିବି। କାରଣ ଏହା ମାେ ପ୍ରାସାଦ ନିକଟରେ ଅଛି। ଏହି କ୍ଷେତ୍ର ବଦଳ ରେ ମୁଁ ତୁମ୍ଭକୁ ଏକ ଭଲ ଦ୍ରାକ୍ଷାକ୍ଷେତ୍ର ଦବେି। ନଚେତ୍ ତୁମ୍ଭେ ଯଦି ଇଚ୍ଛା କରିବ, ତବେେ ମୁଁ ଏହାର ମୂଲ୍ଯ ରେ ୗପ୍ୟ-ମୁଦ୍ରା ଆକାର ରେ ଦବେି।

2 Chronicles 1:16
କ୍ଯୁଏ ଏବଂ ମିଶରରୁ ଶଲୋମନ ଘାଡ଼ୋସବୁ କିଣିଲେ। ରାଜାଙ୍କର ବଣିକମାନେ ଘାଡ଼ାସବୁ କିଣିବାକୁ କ୍ଯୁଏକୁ ଗଲେ।

Job 28:15
ତୁମ୍ଭେ ଜ୍ଞାନକୁ ଶୁଦ୍ଧ ସୁବର୍ଣ୍ଣର ବିନିମଯ ରେ କିଣି ପାରିବ ନାହିଁ। ପୃଥିବୀ ରେ ଏତେ ରୂପା ମହଜୁଦ ନାହିଁ ଜ୍ଞାନକୁ କିଣିବା ପାଇଁ।

Psalm 44:12
ହେ ପରମେଶ୍ବର, ତୁମ୍ଭେ ଆପଣା ଲୋକଙ୍କୁ ବିନା ମୂଲ୍ଯରେ ବିକ୍ରୀ କରି ଦେଉଛି ଓ ସମାନଙ୍କେର ଉଚିତ୍ ଦାମ ପାଇଁ ମଧ୍ଯ ଆଲୋଚନା କରି ନାହିଁ।

Proverbs 17:16
ଜ୍ଞାନ କ୍ରଯ କରିବା ନିମନ୍ତେ ମୂର୍ଖ ହାତ ରେ ଧନ ଥିଲେ ତାହା ମୂଲ୍ଯହୀନ ଅଟେ। କାରଣ ମୂର୍ଖ ଲୋକ ଧନ ବଦଳ ରେ ଜ୍ଞାନ କ୍ରଯ କରିପା ରେ ନାହିଁ।

Proverbs 27:26
ମଷେ ଛୁଆମାନେ ତୁମ୍ଭର ବସ୍ତ୍ର ଦବେେ। ମାତ୍ର ଛଳେି ତୁମ୍ଭ କ୍ଷେତ୍ରର ମୂଲ୍ଯ ସ୍ବରୂପ ଅଟେ।

Isaiah 45:13
ଆମ୍ଭେ ତାଙ୍କୁ ଭଲ କାର୍ୟ୍ଯ ଉଦ୍ଦେଶ୍ଯ ରେ ଜାଗରିତ କରୁ, ସେ ଆମ୍ଭର ନଗର ନିର୍ମାଣ କରିବ। ସେ ଆମ୍ଭର ନିର୍ବାସିତ ଲୋକମାନଙ୍କୁ ମୁକ୍ତ କରିବ। ସେଥିପାଇଁ ସେ କୌଣସି ମୂଲ୍ଯ ବା ପୁରସ୍କାର ଆମ୍ଭଠାରୁ ନବେ ନାହିଁ। ସର୍ବଶକ୍ତିମାନ ସଦାପ୍ରଭୁ ଏହି କଥା କୁହନ୍ତି।

Occurences : 15

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்