Base Word
מָצָא
Short Definitionproperly, to come forth to, i.e., appear or exist; transitively, to attain, i.e., find or acquire; figuratively, to occur, meet or be present
Long Definitionto find, attain to
Derivationa primitive root
International Phonetic Alphabetmɔːˈt͡sˤɔːʔ
IPA modmɑːˈt͡sɑːʔ
Syllablemāṣāʾ
Dictionmaw-TSAW
Diction Modma-TSA
Usage+ be able, befall, being, catch, × certainly, (cause to) come (on, to, to hand), deliver, be enough (cause to) find(-ing, occasion, out), get (hold upon), × have (here), be here, hit, be left, light (up-)on, meet (with), × occasion serve, (be) present, ready, speed, suffice, take hold on
Part of speechv

Genesis 2:20
ମନୁଷ୍ଯ ବଡ଼ ପ୍ରାଣୀମାନଙ୍କର ନାମ, ଆକାଶ ରେ ଉଡୁଥିବା ପକ୍ଷୀ ଏବଂ ପ୍ରେତ୍ୟକକ ଜୀବିତ ପ୍ରାଣୀଙ୍କର ନାମ ରଖିଲା। କିନ୍ତୁ ତା' ଭିତରୁ କାହାକୁ ତାଙ୍କର ଅନୁରୂପ ସହକାରିଣୀ ଭାବେ ବାଛି ପାରି ନଥିଲେ।

Genesis 4:14
ଆଜି ତୁମ୍ଭେ ମାେତେ ଭୂମିରୁ ତଡ଼ି ଦଲେ, ତହିଁରେ ମୁଁ ତୁମ୍ଭଠାରୁ ଲୁକାଯିତ ହବେି। ମୁଁ ଏକ ପଳାତକ ଓ ପୃଥିବୀ ରେ ଭ୍ରମଣକାରୀ ହବେି। ଏପରି ହବେ ଯେ କୌଣସି ଲୋକ ମାେତେ ପାଇଲେ ବଧ କରିବ।

Genesis 4:15
ଏହାପରେ ସଦାପ୍ରଭୁ କଯିନକୁ କହିଲେ, ମୁଁ ଏପରି ଘଟିବାକୁ ଦବେି ନାହିଁ! ଯଦି କୌଣସି ଲୋକ ତୁମ୍ଭକୁ ହତ୍ଯା କରେ ତବେେ ମୁଁ ତାକୁ ଅଧିକରୁ ଅଧିକ ଦଣ୍ଡ ବିଧାନ କରିବି। ଏହାପରେ ସଦାପ୍ରଭୁ ପରମେଶ୍ବର କଯିନଙ୍କୁ ଏକ ଚି଼ହ୍ନଟ ଦେଲେ। ଚ଼ିହ୍ନଟି ଦର୍ଶାଇଲା ଯେ, କହେି ତାକୁ ମାରିବା ଉଚ଼ିତ୍ ନୁହେଁ।

Genesis 6:8
କିନ୍ତୁ ନୋହ ସଦାପ୍ରଭୁଙ୍କ ଦୃଷ୍ଟି ରେ ଅନୁଗ୍ରହର ପାତ୍ର ଥିଲେ।

Genesis 8:9
ସହେି କପୋତଟି କୌଣସିଠା ରେ ବିଶ୍ରାମ ନବୋକୁ ସ୍ଥାନ ନପାଇ ଫରେିଆସିଲା। କାରଣ ସେ ପର୍ୟ୍ଯନ୍ତ ପୃଥିବୀ ଉପରେ ଜଳରାଶି ବୁଡ଼ି କରିଥିଲା। ନୋହ ହାତ ବଢ଼ାଇ କପୋତକୁ ଧରି ଜାହାଜ ମଧ୍ଯକୁ ନେଲେ।

Genesis 11:2
ଲୋକମାନେ ପୂର୍ବ ଦିଗ ରେ ଭ୍ରମଣ କରୁ କରୁ ସମାନେେ ଶିନିଯର ଦେଶ ରେ ଏକ ସମତଳ ଭୂମି ପାଇଲେ। ଲୋକମାନେ ସଠାେରେ ବସତି ଆରମ୍ଭ କଲେ।

Genesis 16:7
ସଦାପ୍ରଭୁଙ୍କର ଦୂତ ତାହାଙ୍କୁ ଏକ ମରୁଭୂମିର ଝରଣା ନିକଟରେ ଦେଖିଲେ। ସହେି ଝରଣାଟି, ଶୂରକୁ ଯାଉଥିବା ରାସ୍ତାର ପାଖ ରେ ଥିଲା।

Genesis 18:3
ଅବ୍ରହାମ କହିଲେ, ମହାଶୟଗଣ, ଯଦି ତୁମ୍ଭମାନେେ ମାେ ଉପରେ ସନ୍ତୁଷ୍ଟ ଦୟାକରି ତୁମ୍ଭର ଦାସ ନିକଟରେ କିଛି କ୍ଷଣ ରୁହ।

Genesis 18:26
ଏହାପରେ ସଦାପ୍ରଭୁ କହିଲେ, ମୁଁ ଯଦି ପଚାଶ ଜଣ ଭଲ ବ୍ଯକ୍ତି ସଦୋମ ରେ ଦେଖିବି, ମୁଁ ସହେି ସହରକୁ ଧ୍ବଂସ କରିବି ନାହିଁ।

Genesis 18:28
ହାଇପୋ ରେ ସହେି ପଚାଶ ଜଣଙ୍କ ମଧ୍ଯରୁ ପାଞ୍ଚଜଣ ଉଣା ହାଇପୋରନ୍ତି, ତୁମ୍ଭେ କ'ଣ ଏହି ପାଞ୍ଚଜଣଙ୍କ କାରଣରୁ ସହେି ସହରକୁ ଧ୍ବଂସ କରିବେ କି?

Occurences : 455

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்