Base Word
מִצְפָּה
Short DefinitionMitspah, the name of two places in Palestine
Long Definitiona place in Gilead north of Jabbok and location of Laban's cairn
Derivationfeminine of H4708
International Phonetic Alphabetmɪt͡sˤˈpɔː
IPA modmit͡sˈpɑː
Syllablemiṣpâ
Dictionmits-PAW
Diction Modmeets-PA
UsageMitspah
Part of speechn-pr-f

Genesis 31:49
ଏହାପରେ ଲାବନ କହିଲେ, ସଦାପ୍ରଭୁ ଆମ୍ଭର ପର୍ୟ୍ଯବେକ୍ଷଣ କରନ୍ତୁ ଏବଂ ଆମ୍ଭର ମଧ୍ଯସ୍ଥ ହୁଅନ୍ତୁ। ଯେତବେେଳେ ଆମ୍ଭମାନେେ ପରସ୍ପରଠାରୁ ଦୂର ରେ ରହିବୁ। ତା'ପରେ ସେ ଏହାକୁ ମଧ୍ଯ ଡାକିଲେ: ମିସ୍ପା।

Joshua 11:3
ୟାବୀନ୍ ପୂର୍ବ ଓ ପଶ୍ଚିମ ଦେଶୀଯ କିଣାନୀଯମାନଙ୍କ ଓ ଇମାରେୀୟମାନଙ୍କ ଓ ହିତ୍ତୀଯମାନଙ୍କ ଓ ପରିଷୀଯମାନଙ୍କ ଓ ପର୍ବତସ୍ଥ ୟିବୂଷୀଯମାନଙ୍କ ଓ ହର୍ମୋଣର ଅଧଃସ୍ଥିତ ମିସ୍ପି ଦେଶୀଯ ହିଦ୍ଦୀଯମାନଙ୍କ ନିକଟକକ୍ସ୍ଟ ବାର୍ତ୍ତା ପଠାଇଲେ।

Judges 10:17
ଅେମ୍ମାନୀୟମାନେ ଗିଲିଯଦ ରେ ସମାନଙ୍କେର ଛାଉଣୀ ସ୍ଥାପନ କଲେ ଏବଂ ଇଶ୍ରାୟେଲ ଲୋକମାନେ, ଏକତ୍ରୀତ ହେଲେ ଓ ମୀସ୍ପୀ ରେ ସମାନଙ୍କେର ଛାଉଣୀ ସ୍ଥାପନ କଲେ।

Judges 11:11
ତେଣୁ ଗିଲିଯଦର ପ୍ରାଚୀନ ନତେୃବର୍ଗମାନଙ୍କ ସହିତ ୟିଲ୍ଗହ ଗଲେ। ଲୋକମାନେ ତାଙ୍କୁ ସମାନଙ୍କେର ମକ୍ସ୍ଟଖ୍ଯ ରୂପେ ଓ ଶାସକ ରୂପେ ଗ୍ରହଣ କଲେ। ମିସ୍ପୀ ରେ ସଦାପ୍ରଭୁଙ୍କ ସମ୍ମକ୍ସ୍ଟଖ ରେ ଆପଣାର ସମସ୍ତ କଥା ପକ୍ସ୍ଟନରାବୃତ୍ତି କଲେ।

Judges 11:34
ୟିଲ୍ଗହ ମିସ୍ପୀକକ୍ସ୍ଟ ଗଲେ, ସେ ତାଙ୍କ ଘ ରେ ପହଞ୍ଚିବା ମାତ୍ ରେ ତାଙ୍କର ଝିଅ ତାଙ୍କୁ ଦେଖିବାକକ୍ସ୍ଟ ପ୍ରଥମେ ବାହାରି ଆସିଲା। ତାଙ୍କର ଝିଅ ଦାରାଦଇେ ନାଚି ନାଚି କରି ଆସିଥିଲା। ସେ ଥିଲା ୟିଲ୍ଗହଙ୍କର ଏକମାତ୍ର ଅଲିଅଳି କନ୍ଯା। ଯାହାଙ୍କକ୍ସ୍ଟ ସେ ଅତ୍ଯନ୍ତ ଭଲ ପାଉଥିଲେ। ୟିଲ୍ଗହଙ୍କର ଏହି ଝିଅ ବ୍ଯତୀତ ଆଉ କୌଣସି ପକ୍ସ୍ଟଅଝିଅ ନ ଥିଲେ।

Judges 20:1
ଏଣୁ ଇଶ୍ରାୟେଲର ସମସ୍ତ ଲୋକ ଏକତ୍ରୀତ ହେଲେ। ସମାନେେ ସମସ୍ତେ ମିସ୍ପୀ ରେ ସଦାପ୍ରଭୁଙ୍କଠା ରେ ଏକତ୍ରୀତ ହେଲେ। ଇଶ୍ରାୟେଲୀୟମାନେ ଦାନଠାରକ୍ସ୍ଟ ବରେଶବୋ ପର୍ୟ୍ଯନ୍ତ ଓ ଗିଲିଯଦଠାରକ୍ସ୍ଟ ମଧ୍ଯ ଆସିଲେ।

Judges 20:3
ବିନ୍ଯାମୀନୀଯ ପରିବାରବର୍ଗର ଲୋକମାନେ ଶୁଣିବାକୁ ପାଇଲେ ଯେ ଇଶ୍ରାୟେଲର ସମସ୍ତ ଲୋକ ମିସ୍ପୀ ରେ ଏକତ୍ରୀତ ହାଇେଛନ୍ତି। ଇଶ୍ରାୟେଲର ଲୋକମାନେ କହିଲେ, ଆମ୍ଭମାନଙ୍କୁ କକ୍ସ୍ଟହ ଏପରି ଭୟଙ୍କର ଅବସ୍ଥା କିପରି ହେଲା?

Judges 21:1
ମିପୀ ରେ ଇଶ୍ରାୟେଲର ସୈନ୍ଯମାନେ ଏକ ପ୍ରତିଜ୍ଞା କଲେ। ସମାନଙ୍କେର ପ୍ରତିଜ୍ଞା ଏହିପରି ଥିଲା, ଆମ୍ଭମାନଙ୍କ ମଧ୍ଯରକ୍ସ୍ଟ କହେି ବିନ୍ଯାମୀନ ପରିବାରବର୍ଗକକ୍ସ୍ଟ ଆମ୍ଭମାନଙ୍କର କନ୍ଯାକକ୍ସ୍ଟ ବିବାହ ଦବେେ ନାହିଁ।

Judges 21:5
ଏହାପରେ ସମାନେେ ପଚାରିଲେ, ଯେଉଁ ପରିବାରବର୍ଗଟି ଯାହା ସଦାପ୍ରଭୁଙ୍କ ଆଡେ ଫରେିଲା ନାହିଁ? ସମାନେେ ଏହି ପ୍ରଶ୍ନ ପଚାରିଲେ କାରଣ ସମାନେେ ଏକ ଗମ୍ଭୀର ଶପଥ କରିଥିଲେ। ସମାନେେ ସହେି ଲୋକମାନଙ୍କ ହତ୍ଯା କରିବାକୁ ପ୍ରତିଜ୍ଞା କରିଥିଲେ, ଯେଉଁମାନେ ଦର୍ଶନ କରିବାକୁ ସଦାପ୍ରଭୁଙ୍କୁ ମିସ୍ପୀକକ୍ସ୍ଟ ଆସିଲେ ନାହିଁ।

Judges 21:8
ଇଶ୍ରାୟେଲର ପରିବାରବର୍ଗ ମଧ୍ଯରକ୍ସ୍ଟ ଏପରି କେଉଁ ପରିବାରବର୍ଗ, ମିସ୍ପୀର ସଦାପ୍ରଭୁଙ୍କ ନିକଟକକ୍ସ୍ଟ ଆସିଲା ନାହିଁ। ଏବଂ ବାସ୍ତବ ରେ ସମାନେେ ଅନ୍ୟ ଇଶ୍ରାୟେଲମାନଙ୍କ ସହିତ ୟାବେଶ ଗିଲିଯଦରକ୍ସ୍ଟ କହେି ମିଶିବାକକ୍ସ୍ଟ ଆସି ନଥିଲେ।

Occurences : 36

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்