Base Word
מֶרְחָב
Short Definitionenlargement, either literally (an open space, usually in a good sense), or figuratively (liberty)
Long Definitionbroad or roomy place, wide, expanses
Derivationfrom H7337
International Phonetic Alphabetmɛrˈħɔːb
IPA modmɛʁˈχɑːv
Syllablemerḥāb
Dictionmer-HAWB
Diction Modmer-HAHV
Usagebreadth, large place (room)
Part of speechn-m

2 Samuel 22:20
ସଦାପ୍ରଭୁ ମାେତେ ଭଲ ପାଆନ୍ତି, ତେଣୁ ସେ ମାେତେ ରକ୍ଷା କଲେ, ସେ ମାେତେ ନିରାପଦ ସ୍ଥାନକକ୍ସ୍ଟ ନଇଗେଲେ।

Psalm 18:19
ସଦାପ୍ରଭୁ ମାେତେ ଭଲ ପାଆନ୍ତି। ତଣେୁ ସେ ମାେତେ ଉଦ୍ଧାର କଲେ, ସେ ମାେତେ ନିରାପଦ ସ୍ଥାନକୁ ନଇଗେଲେ।

Psalm 31:8
ତୁମ୍ଭେ ମାରେ ଶତ୍ରୁଙ୍କ ହସ୍ତରେ ମାେତେ ଅର୍ପଣ କରିବ ନାହିଁ। ତୁମ୍ଭେ ସମାନଙ୍କେ ୟନ୍ତାରୁ ମାେତେ ମୁକ୍ତ କରିବ।

Psalm 118:5
ମୁଁ ସଙ୍କଟରେ ଥିଲି, ତଣେୁ ସଦାପ୍ରଭୁଙ୍କର ସାହାୟ୍ଯ ପାଇଁ ଡ଼ାକିଲି। ସଦାପ୍ରଭୁ ଉତ୍ତର ଦେଲେ ଏବଂ ମାେତେ ସେଥିରୁ ମୁକ୍ତ କଲେ।

Hosea 4:16
ଇଶ୍ରାୟେଲ ଏକ ଜିଦ୍ଖୋର ବାଛୁରୀ ତୁଲ୍ଯ ବିଦ୍ରୋହ କରେ। ତେଣୁ ସଦାପ୍ରଭୁ ତାକୁ ଖାେଲା ପଡିଆ ରେ ଥିବା ଗୋଟିଏ ମେଣ୍ତାଛୁଆ ପରି ଗ୍ଭରଣ ଭୂମିକୁ ନଇେ ଗଲେ।

Habakkuk 1:6
ଆମ୍ଭେ ବାବିଲୋନୀଯମାନଙ୍କୁ ଗୋଟିଏ ଶକ୍ତିଶାଳୀ ଗୋଷ୍ଠୀ ରେ ପରିଣତ କରିବା। ସହେି ଲୋକମାନେ ଦୁଷ୍ଟ ଓ କ୍ଷିପ୍ର। ଯୋଦ୍ଧା। ସମାନେେ ସମଗ୍ର ପୃଥିବୀ ରେ ମାଡିଯିବେ। ସମାନେେ ଅନ୍ୟ ଲୋକମାନଙ୍କର ଗୃହ ଓ ନଗରଗୁଡିକୁ ଅଧିକାର କରିବେ।

Occurences : 6

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்