Base Word
נָבָא
Short Definitionto prophesy, i.e., speak (or sing) by inspiration (in prediction or simple discourse)
Long Definitionto prophesy
Derivationa primitive root
International Phonetic Alphabetn̪ɔːˈbɔːʔ
IPA modnɑːˈvɑːʔ
Syllablenābāʾ
Dictionnaw-BAW
Diction Modna-VA
Usageprophesy(-ing), make self a prophet
Part of speechv

Numbers 11:25
ତା'ପରେ ସଦାପ୍ରଭୁ ମେଘରୁ ଓହ୍ଲାଇ ମାଶାଙ୍କେୁ କହିଲେ, ଆଉ ଯେଉଁ ଆତ୍ମା ତାଙ୍କଠା ରେ ଥିଲା, ତହିଁରୁ ନଇେ ସତୁରି ପ୍ରାଚୀନବର୍ଗଙ୍କୁ ଦେଲେ। ଯେତବେେଳେ ସମାନଙ୍କେ ଉପରେ ଆତ୍ମା ଅବସ୍ଥାନ କଲା, ସମାନେେ ଭବିଷ୍ଯତ କଥା ପ୍ରଚାର ଆରମ୍ଭ କଲେ, ଏବଂ ସମାନେେ ଆଉ ବନ୍ଦ କଲେ ନାହିଁ।

Numbers 11:26
ମାତ୍ର ଛାଉଣୀ ମଧିଅରେ ଦୁଇଜଣ ପ୍ରାଚୀନ ଇଲଦଦ୍ ଓ ମଦେଦ୍ ରହିଲେ, ଯଦିଓ ସମାନେେ ତାଲିକା ରେ ଥିଲେ, ସମାନେେ ତମ୍ବୁ ବାହାରକୁ ଆସି ନ ଥିଲେ। ସମାନଙ୍କେ ଉପରେ ସହେି ଆତ୍ମା ଅବସ୍ଥାନ କଲା ଓ ସମାନେେ ଛାଉଣୀ ମଧିଅରେ ରହି ଭବିଷ୍ଯତ କଥା ପ୍ରଚାର ଆରମ୍ଭ କଲେ।

Numbers 11:27
ତହୁଁ ଜଣେ ୟୁବକ ଦୌଡି ୟାଇ ମାଶାଙ୍କେୁ କହିଲା, ଇଲଦଦ୍ ଓ ମଦେଦ୍ ଛାଉଣୀ ଭିତ ରେ ରହି ଭବିଷ୍ଯତ କଥା ପ୍ରଚାର କରୁଅଛନ୍ତି।

1 Samuel 10:5
ତା'ପରେ ତୁମ୍ଭମାନେେ ଗିବିଯୋଥ ଓ ଲୋହିମକକ୍ସ୍ଟ ୟିବ। ସଠାେରେ ପଲେଷ୍ଟୀୟମାନଙ୍କ ପ୍ରହରୀଗଣ ଅଛନ୍ତି। ଯେତବେେଳେ ତୁମ୍ଭେ ସହରର ପ୍ରବେଶ ଦ୍ବାର ନିକଟରେ ପହଞ୍ଚିବ, ଉପାସନା ସ୍ଥଳରକ୍ସ୍ଟ ଦଳେ ଯାଜକ ଭବିଷ୍ଯତ ବାକ୍ଯ ପ୍ରଗ୍ଭର କରି ବଇଁଶୀ, ତମ୍ବୁରା ଓ ବୀଣା ବଜାଇ ଆସକ୍ସ୍ଟଥିବାର ଦେଖିବ।

1 Samuel 10:6
ସଦାପ୍ରଭୁଙ୍କର ଆତ୍ମା ତକ୍ସ୍ଟମ୍ଭ ନିକଟକକ୍ସ୍ଟ ବିରାଟ ଶକ୍ତି ରେ ଆସିବା ଏବଂ ତୁମ୍ଭେ ସମାନଙ୍କେ ସହିତ ଭବିଷ୍ଯତବାଣୀ କହିବ ଏବଂ ତୁମ୍ଭେ ଜଣେ ଅଲଗା ବ୍ଯକ୍ତି ହାଇଯେିବ।

1 Samuel 10:10
ଶାଉଲ ଏବଂ ତାଙ୍କର ସବେକ ଜିବେଥ୍ଇଲୋହିମ୍କକ୍ସ୍ଟ ଗଲେ। ସହେି ସ୍ଥାନ ରେ ଶାଉଲ ଦଳେ ଭବିଷ୍ଯଦ୍ବକ୍ତାଙ୍କକ୍ସ୍ଟ ଭଟେିଲେ। ପକ୍ସ୍ଟଣି ପରମେଶ୍ବରଙ୍କ ଆତ୍ମା ତାହାଙ୍କକ୍ସ୍ଟ ଆକ୍ରାନ୍ତ କରନ୍ତେ ସେ ସମାନଙ୍କେ ଭିତ ରେ ନାଚି, ଗାଇ ଭବିଷ୍ଯତ୍ବାଣୀ ପ୍ରଗ୍ଭର କରିବାକୁ ଲାଗିଲେ।

1 Samuel 10:11
ଏଥି ରେ ଯେଉଁମାନେ ପୂର୍ବରକ୍ସ୍ଟ ଶାଉଲଙ୍କକ୍ସ୍ଟ ଜାଣିଥିଲେ ସମାନେେ ଦେଖିଲେ ଯେ, ସେ ଭବିଷ୍ଯଦ୍ବକ୍ତାଙ୍କ ପରି ଅନ୍ୟ ଭବିଷ୍ଯଦ୍ବକ୍ତାମାନଙ୍କ ଗହଣ ରେ ନାଚକ୍ସ୍ଟଥିଲେ ଓ ଗାଉଥିଲେ। ତା'ପରେ ଲୋକମାନେ ପରସ୍ପର କକ୍ସ୍ଟହାକକ୍ସ୍ଟହି ହବୋକକ୍ସ୍ଟ ଲାଗିଲେ, କୀଶର ପକ୍ସ୍ଟତ୍ର ପ୍ରତି କ'ଣ ଘଟିଲା? ଶାଉଲ କ'ଣ ଭବିଷ୍ଯଦ୍ବକ୍ତାମାନଙ୍କ ମଧିଅରେ ଜଣେ?

1 Samuel 10:13
ତା'ପରେ ସେ ଭବିଷ୍ଯତ୍ବାଣୀ କହିବା ବନ୍ଦ କଲେ ଏବଂ ଉପାସନା କରିବାକୁ ଗୃହ ନିକଟସ୍ଥ ଉଚ୍ଚସ୍ଥଳୀକକ୍ସ୍ଟ ଗଲେ।

1 Samuel 18:10
ପରଦିନ ପରମେଶ୍ବରଙ୍କଠାରକ୍ସ୍ଟ ଯେତବେେଳେ ମନ୍ଦ ଆତ୍ମା ଶାଉଲଙ୍କକ୍ସ୍ଟ ଅକ୍ତିଆର କଲେ, ସେ ତାଙ୍କ ଗୃହ ମଧିଅରେ ଅବାନ୍ତର କାର୍ୟ୍ଯ କରିବାକୁ ଲାଗିଲେ। ଦାଉଦ ପ୍ରତିଦିନପରି ହସ୍ତ ରେ ବୀଣା ବଜାଇଲେ, ସେ ସମୟରେ ଶାଉଲଙ୍କ ଗୋଟିଏ ବର୍ଚ୍ଛା ଧରିଥିଲେ।

1 Samuel 19:20
ତେଣୁ ଶାଉଲ ଦାଉଦଙ୍କକ୍ସ୍ଟ ଧରିବା ପାଇଁ ଦୂତମାନଙ୍କୁ ପଠାଇଲେ। ମାତ୍ର ସମାନେେ ଭବିଷ୍ଯଦ୍ବକ୍ତା ଦଳକକ୍ସ୍ଟ ଭବିଷ୍ଯଦ୍ବାକ୍ଯ ପ୍ରଗ୍ଭର କରିବାର ଓ ସମାନଙ୍କେ ଉପରେ ନିୟକ୍ସ୍ଟକ୍ତି ଶାମୁୟେଲଙ୍କୁ ଠିଆ ହବୋର ଦେଖନ୍ତେ ପରମେଶ୍ବରଙ୍କ ଆତ୍ମା ଶାଉଲଙ୍କର ଦୂତମାନଙ୍କ ଉପରକକ୍ସ୍ଟ ଆସିଲେ। ତହିଁରେ ସମାନେେ ମଧ୍ଯ ଭବିଷ୍ଯଦ୍ବାକ୍ଯ ପ୍ରଗ୍ଭର କଲେ।

Occurences : 114

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்