Base Word
נָקַר
Short Definitionto bore (penetrate, quarry)
Long Definitionto bore, pick, dig, pick out
Derivationa primitive root
International Phonetic Alphabetn̪ɔːˈk’ɑr
IPA modnɑːˈkɑʁ
Syllablenāqar
Dictionnaw-KAHR
Diction Modna-KAHR
Usagedig, pick out, pierce, put (thrust) out
Part of speechv

Numbers 16:14
ଆମ୍ଭେ କାହିଁକି ତୁମ୍ଭକୁ ମାନିବୁ? ତୁମ୍ଭେତ ଆମ୍ଭମାନଙ୍କୁ ଦୁଗ୍ଧମଧୁ ପ୍ରବାହୀ ଦେଶକୁ ଆଣି ନାହଁ? ତୁମ୍ଭେ ତ ଆମ୍ଭମାନଙ୍କୁ ଏକ ଉର୍ବର ଅଞ୍ଚଳକୁ ଆଣି ନାହିଁ, ଯେଉଁଠା ରେ ଆମ୍ଭମାନେେ ଶସ୍ଯ କ୍ଷେତ୍ର ଓ ଦ୍ରାକ୍ଷା କ୍ଷେତ୍ରର ଅଧିକାର ପାଇବୁ। ତୁମ୍ଭେ ଏହି ମନୁଷ୍ଯମାନଙ୍କୁ ଠକିବ କି? ନା ଆମ୍ଭମାନେେ ଯାଉ ନାହୁଁ।

Judges 16:21
ପଲେଷ୍ଟୀୟ ଲୋକମାନେ ଶାମ୍ଶାେନ୍ଙ୍କକ୍ସ୍ଟ ଅକ୍ତିଆର କଲେ। ସମାନେେ ତାଙ୍କର ଆଖିକକ୍ସ୍ଟ ଉପାଡି ଦେଲେ। ପକ୍ସ୍ଟଣି ତାଙ୍କୁ ଘସାକକ୍ସ୍ଟ ଆଣି ପିତ୍ତଳ ବେଢି ରେ ତାଙ୍କୁ ବାନ୍ଧି ରେ। ଆଉ ସେ କାରାଗାର ରେ ଚକି ପେଶିଲେ।

1 Samuel 11:2
ଅେମ୍ମାନୀୟ ନାହଶ ତାଙ୍କୁ ଉତ୍ତର କଲା, ତକ୍ସ୍ଟମ୍ଭ ସମସ୍ତଙ୍କର ଦକ୍ଷିଣଚକ୍ଷକ୍ସ୍ଟ ଉପକ୍ସ୍ଟଡା ଗଲେ ମୁ ତା'ପରେ ନିଯମ ସ୍ଥିର କରିବି। ତଦ୍ଦ୍ବାରା ସମସ୍ତ ଇଶ୍ରାୟେଲୀୟ ଲଜ୍ଜିତ ହବେେ।

Job 30:17
ମାରେ ଦହରେ ସମସ୍ତ ହାଡ଼ ରାତି ରେ ୟନ୍ତ୍ରଣା ଦିଏ। ମାରେ କଷ୍ଟ କବେେ ମାେତେ ଚୋବଇବୋ ବନ୍ଦ କରେ ନାହିଁ।

Proverbs 30:17
ଯେଉଁ ବ୍ଯକ୍ତି ତା'ର ପିତାଙ୍କୁ ପରିହାସ କରେ ଓ ତା'ର ମାତାଙ୍କୁ ସମ୍ମାନ କରେ ନାହିଁ, ସେ ଦଣ୍ଡିତ ହବେ। ଏହିପରି ତା ପାଇଁ ହବେ। ତା'ର ଚକ୍ଷୁକୁ ଶାଗୁଣାମାନେ ତାଢ଼ି ପକାଇବେ, ଡ଼ାମରାକାଉମାନେ ସଗେୁଡ଼ିକୁ ଖାଇଯିବେ।

Isaiah 51:1
ହେ ଧର୍ମାଚାରୀଗଣ, ହେ ସଦାପ୍ରଭୁଙ୍କ ଅନ୍ବଷେଣକାରୀଗଣ। ତୁମ୍ଭମାନେେ ଆମ୍ଭର କଥା ଶୁଣ ; ତୁମ୍ଭମାନେେ ଯେଉଁ ଶୈଳରୁ କଟା ହାଇେଥିଲ ଓ ଯେଉଁ ଗର୍ତ୍ତରୁ ଚ୍ଛଦରେୁ ଖୋଳା ହାଇେଥିଲା, ତାହା ପ୍ରତି ଦୃଷ୍ଟିପାତ କର।

Occurences : 6

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்